Browsing Tag

kabul

କାବୁଲରେ ନରସଂହାର! ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣରେ ୧୦୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ…ଏଠିସେଠି ପଡ଼ିଛି ଖଣ୍ଡବିଖଣ୍ଡିତ…

ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରଠାରୁ ବୋମା ବିସ୍ଫୋରଣ ଘଟଣା କମିବାର ନାଁ ଧରୁନାହିଁ। ନୂଆ ରିପୋର୍ଟ ମୁତାବକ, ରାଜଧାନୀ କାବୁଲରେ ଏକ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୦୦ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ କହିବା ହେଲା, ଘଟଣାସ୍ଥଳରେ…

ଆଫ୍‌ଗାନିସ୍ତାନ: କାବୁଲରେ ବ୍ୟସ୍ତବହୁଳ ସପିଂ ରାସ୍ତାରେ ଭୟଙ୍କର ବୋମା ବିସ୍ଫୋରଣ; ୮ ମୃତ, ୨୨ ଆହତ

ଆଫ୍‌ଗାନିସ୍ତାନର କାବୁଲରେ ଏକ ବ୍ୟସ୍ତବହୁଳ ସପିଂ ଷ୍ଟ୍ରିଟ୍‌ରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଥାଉ କି, ଆଫ୍‌ଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ବୋମା ବିସ୍ଫୋରଣ ଘଟଣା ବଢ଼ି ଚାଲିଛି। ନିକଟରେ…

କାବୁଲର ମସ୍‌ଜିଦ୍‌ରେ ବିସ୍ଫୋରଣ; ୮ ମୃତ, ନିଜକୁ ଦାୟୀ କହିଲା ଆଇଏସ୍

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଛିଏଥିରୁ ଗୋଟିଏ ଏଠାରେ ଥିବା ହଜାରା ମସ୍‌ଜିଦ ଉପରେ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ…

ଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଉର୍ଦ୍ଧ୍ୱ ମୃତ, ୨୦ ଗୁରୁତର

ନୂଆଦିଲ୍ଲୀ : ଆଫଗାନିସ୍ତାନର ମସଜିଦ ଉପରେ ଆକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ କାବୁଲର ମସଜିଦରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ସୂତ୍ର ଅନୁଯାୟୀ ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ସମ୍ପର୍କରେ ତାଲିବାନ…

ସାମ୍ନାକୁ ଆସିଲା ତାଲିବାନର କ୍ରୁରତା, ଚାକିରି-ଶିକ୍ଷା ମାଗୁଥିବା ମହିଳାଙ୍କ ଉପରେ ସ୍ପ୍ରେ କଲା ଗୋଲମରିଚ ଗୁଣ୍ଡ;…

ପୁଣିଥରେ ତାଲିବାନର ଆଉ ଏକ କ୍ରୁରତାର ଚିତ୍ର ସାମ୍ନାକୁ ଆସିଛି, ଯାହା ପ୍ରମାଣିତ କରୁଛି ଯେ ତାଲିବାନ୍‌ କେତେ ଭୟଙ୍କର ଓ ନିର୍ମମ। ମହିଳାଙ୍କୁ ସବୁ ବେଳେ ନିର୍ଯାତନା ଦେଇ ଆସୁଥିବା ତାଲିବାନ୍‌ ପୁଣିଥରେ ମହିଳା ଆନ୍ଦୋଳନ କାରୀଙ୍କୁ ଆକ୍ରମଣ କରିଛି। ଏଥରକ ଅସ୍ତ୍ର ଶସ୍ତ୍ର ନୁହେଁ, ବରଂ…

ଆଫଗାନିସ୍ତାନରେ ମଦ ବିକ୍ରି ଉପରେ ତାଲିବାନ ସରକାରଙ୍କ କଡ଼ା ନିୟମ, କେନାଲରେ ଢାଳିଦେଲେ ୩୦୦୦ ଲିଟର ମଦ

କାବୁଲ : ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବର୍ତ୍ତମାନ ଇସଲାମ ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ରବିବାର ଦିନ ତାଲିବାନର ଗୁପ୍ତଚର ଏଜେଣ୍ଟଙ୍କ ଏକ ଟିମ୍ କାବୁଲରେ ହଜାର ହଜାର ଲିଟର ମଦ ଜବତ କରିଛନ୍ତି। ଏହି ଏଜେଣ୍ଟମାନେ ଜବତ ହୋଇଥିବା ମଦକୁ କ୍ୟାମେରା ଆଗରେ କାବୁଲର…

ଆଫଗାନିସ୍ତାନ: ପୁରୁଷଙ୍କୁ ବି ଛାଡ଼ୁ ନାହାନ୍ତି ତାଲିବାନୀ, କରି ଦେଲେ ଏଭଳି ଖରାପ କାମ; ପୀଡ଼ିତ ବଖାଣିଲେ ଯନ୍ତ୍ରଣା

ଆଫଗାନିସ୍ତାନରୁ ନିଷ୍ଠୁରତାର ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ତାଲିବାନର ଜଣେ ଆତଙ୍କୀ ପ୍ରଥମେ ‘ଗେ’ କମ୍ପ୍ୟୁନିଟିର ଜଣେ ଯୁବକଙ୍କୁ ନିଜ ଜାଲରେ ଫସାଇଥିଲେ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ଦେଖା କରିବାକୁ ଡାକିଥିଲେ। ପରେ ତାଲିବାନୀ ଆତଙ୍କୀ ଯୁବକଙ୍କୁ ଦୁଷ୍କର୍ମ କରି…

କାବୁଲ ବିସ୍ଫୋରଣକାରୀଙ୍କୁ ଖୋଜିଖୋଜି ମାରୁଛି ଆମେରିକା ସେନା

କାବୁଲ: କାବୁଲ ଆତ୍ମଘାତୀ ବିସ୍ଫୋରଣ ଘଟଣାର ବଦଲା ନେଉଛି ଆମେରିକା । ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛନ୍ତି ଆମେରିକା ସେନା । ଗତକାଲି କାବୁଲ ଏୟାରପୋର୍ଟ ନିକଟରେ ଆମେରିକା କରିଛି ଡ୍ରୋନ୍‌ ଷ୍ଟ୍ରାଇକ୍‌ । ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କଲା ଆମେରିକା। କାବୁଲ ବିମାନବନ୍ଦର ଅଳ୍ପ…

କାବୁଲ ବିସ୍ଫୋରଣରେ ବ୍ୟବହାର ହୋଇଥିଲା ପ୍ରାୟ ୧୨ କେଜିର ବିସ୍ଫୋରକ, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ : କାବୁଲରେ ଆତ୍ମଘାତୀ ବିସ୍ଫୋରଣର ଆସିଲା ଆଉ ଏକ ସାଂଘାତିକ ତଥ୍ୟ । ବିସ୍ଫୋରଣରେ ବ୍ୟବହାର ହୋଇଥିଲା ପ୍ରାୟ ୧୨ କିଲୋଗ୍ରାମର ବିସ୍ଫୋରକ । ଏତେବଡ଼ ବିସ୍ଫୋରଣରେ ପ୍ରାଣ ହରାଇଲେଣି ୧୮୦ରୁ ଅଧିକ । ସମସ୍ତ ସୂଚନା ସତ୍ତ୍ୱେ କେମିତି ଏତେ ବଡ଼ ବିସ୍ଫୋରଣ ହେଲା, ସେନେଇ ସାରା ବିଶ୍ୱରେ…

କାବୁଲରୁ ଭାରତ ଫେରିଥିବା ୧୬ ଲୋକ କରୋନା ପଜିଟିଭ, ସମସ୍ତ ୭୮ଜଣ ଯାତ୍ରୀଙ୍କୁ କରାଗଲା କ୍ୱାରେଣ୍ଟିନ୍‌

ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଥିବା ମୋଟ ୭୮ ଯାତ୍ରୀଙ୍କ ମଧ୍ୟରୁ ୧୬ଜଣ କରୋନା ପଜିଟିଭ ମିଳିଛନ୍ତି। କାବୁଲରୁ ଗୁରୁଗ୍ରନ୍ଥ ସାହିବ ନେଇ ଫେରିଥିବା ୩ ଗ୍ରନ୍ଥୀ ମଧ୍ୟ କରୋନା ଭାଇରସ କବଳରେ ଫସିଛନ୍ତି। ଯଦିଓ ଆଶ୍ୱସ୍ତୀକର କଥା ହେଲା, କାହାର ସ୍ଥିତି ଗମ୍ଭୀର ନାହିଁ ଏବଂ କରୋନା ଭାଇରସର ଲକ୍ଷଣ…

ତାଲିବାନ କବଜାରୁ ନିଜକୁ ମୁକୁଳାଇ ଭାରତ ପହଞ୍ଚିଲେ ଆଫଗାନିସ୍ତାନ ସାଂସଦ ନରେନ୍ଦ୍ର ସିଂ ଖାଲସା, ଦେଲେ ଭାବୁକ ଭରା…

ଆଫଗାନିସ୍ତାନରେ ତାଲିବାନର କବଜା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦେଶ ଛାଡି ବିଦେଶରେ ଏବେ ନିଜ ପାଇଁ ଆଶ୍ରୟସ୍ଥଳ ଖୋଜୁଛନ୍ତି ଆଫଗାନିସ୍ତାନ ଜନବାସୀ । ଏଭଳି ଦୁର୍ଦ୍ଦଶା ଓ ଅସହାୟ ପରିସ୍ଥିତି ଦେଖି ସମସ୍ତେ ଏବେ ସ୍ତବ୍ଧ । ଆଫଗାନ ସରକାର ମଧ୍ୟ ତାଲିବାନକୁ ଡରି ଶାସନ ଗାଦିକୁ ଛାଡ଼ି…

ବିଗୁଡ଼ୁଛି ଆଫଗାନିସ୍ତାନ ସ୍ଥିତି, କାବୁଲ ବିମାନବନ୍ଦର ଦଳା ଚକଟାରେ ୭ ଆଫଗାନ ନାଗରିକଙ୍କ ମୃତ୍ୟୁ

କାବୁଲ : ବିଗୁଡ଼ୁଛି ଆଫଗାନିସ୍ତାନ ସ୍ଥିତି । କାବୁଲ ବିମାନବନ୍ଦରରୁ ଆସିଲା ହୃଦୟବିଦାରକ ଖବର । ବିମାନବନ୍ଦରରେ ଦଳା ଚକଟାରେ ୭ ଆଫଗାନ ନାଗରିକଙ୍କ ହୋଇଛି ମୃତ୍ୟୁ । ବିଦେଶ ପଳାଇବାକୁ ହଜାର ହଜାର ନାଗରିକ ବିମାନବନ୍ଦରରେ ଭିଡ଼ ଜମାଇଥିଲେ । ଏହି ସମୟରେ ତାଲିବାନ ପକ୍ଷରୁ ଫାଙ୍କା ଗୁଳିଚାଳନା…