‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’ଏବଂ କବି-କବିତା କାର୍ଯ୍ୟକ୍ରମ ଉଦଯାପିତ
ସାହିତ୍ୟମୟ ପରିବେଶ ଭିତରେ ରବିବାର ଦିନ ଆୟୋଜିତ ହୋଇଛି ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’ଏବଂ କବି-କବିତା କାର୍ଯ୍ୟକ୍ରମ । ଏହା ସହିତ କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା ।…