Browsing Tag

kadambini

କାଦମ୍ବିନୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗେଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ…

ଭୁବନେଶ୍ବର(କେନ୍ୟୁଜ୍): ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ଅନ୍ୟତମ ଜାତୀୟସ୍ତରର ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ମଙ୍ଗଳବାର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଭାରତର ସ୍ୱାଧୀନତା ହାସଲ…

ବିଶ୍ୱ ମାତୃ ଦିବସ ଅବସରରେ ‘କାଦମ୍ବିନୀ’ ଓ ଶିଶୁ ପତ୍ରିକା ‘କୁନିକଥା’ ପକ୍ଷରୁ ଆୟୋଜିତ ହୋଇଛି ବନ୍ଧୁମିଳନ

ଭୁବନେଶ୍ବର(କେନ୍ୟୁଜ୍):  ବିଶ୍ୱ ମାତୃ ଦିବସ ଅବସରରେ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଓ ଶିଶୁ ପତ୍ରିକା ‘କୁନିକଥା’ ପକ୍ଷରୁ ଆୟୋଜିତ ହୋଇଛି ବନ୍ଧୁମିଳନ ଏବଂ କାଦମ୍ବିନୀ ଓ କୁନିକଥାର ମେ'ସଂଖ୍ୟା ଉନ୍ମୋଚିତ । କାଦମ୍ବିନୀ ସଦ୍ୟ ପ୍ରକାଶିତ ‘ସାହିତ୍ୟ ଓ ଅର୍ଥନୀତି’ ବିଶେଷାଙ୍କ…

କାଦମ୍ବିନୀ ଓ କୁନିକଥା ସମ୍ପାଦକ ଡ଼କ୍ଟର ଇତି ସାମନ୍ତଙ୍କ ତରଫରୁ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା: ମୋ ଆଶା ଉନ୍ମୋଚିତ

ଭୁବନେଶ୍ବର(କେନ୍ୟୁଜ୍):  କିସ ଶ୍ରୀ ବାଣୀ କ୍ଷେତ୍ର ଠାରେ କାଦମ୍ବିନୀ ଓ କୁନିକଥା ସମ୍ପାଦକ ଡ଼କ୍ଟର ଇତି ସାମନ୍ତଙ୍କ ତରଫରୁ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଶିକ୍ଷାବିତ ପ୍ରୀତି ରାୟ ଚାନ୍ଦ ,ମୋ ଆଶା ର ସମ୍ପାଦକ ସୁମନ୍ତ ମହାରଣା ,ନଟିଆ…

ପାରିବାରିକ ପତ୍ରିକା କାଦମ୍ବିନୀ ବିଷୁବ ସ୍ୱତନ୍ତ୍ର ଗଳ୍ପ ଗାଥା ଓ କୁନିକଥାର ଏପ୍ରିଲ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ କାର୍ଯ୍ୟାଳୟ ପରିସରରେ କାଦମ୍ବିନୀ ବିଷୁବ ସ୍ୱତନ୍ତ୍ର ଗଳ୍ପ ଗାଥା ଓ କୁନିକଥାର ଏପ୍ରିଲ ସଂଖ୍ୟା ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ବିଜୟ ନାୟକ,…

ପ୍ରତ୍ୟେକ ମହିଳା ହେଉଛନ୍ତି ଜଣେ ଜଣେ କର୍ମଜୀବୀ… ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ବିଶ୍ୱ ମହିଳା…

ଭୁବନେଶ୍ବର(କେନ୍ଯୁଜ୍): ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଛି। ପ୍ରତିମାସ ପ୍ରଥମ ରବିବାର କାଦମ୍ବିନୀ ପକ୍ଷରୁ ସାହିତ୍ୟ ଆସର ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ବିଶ୍ୱ ମହିଳା ଦିବସ ଉପଲକ୍ଷେ କାଦମ୍ବିନୀ ପକ୍ଷରୁ ଆୟୋଜିତ ଏହି…

କାଦମ୍ବିନୀ ପକ୍ଷରୁ ଲତା ଓ ଦାମୋଦରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର(କେନ୍ୟୁଜ୍): ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସ୍କର ଓ ଓଡ଼ିଶାର ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଦାମୋଦର ହୋତାଙ୍କ ପରଲୋକରେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ଓ କୁନିକଥା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜି ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ…

ପ୍ରଥମ ଥର ପାଇଁ ପ୍ରେମିକାଙ୍କ ସହ ସର୍ବ ସମ୍ମୁଖକୁ ଆସୁଛନ୍ତି ଧାବିକା ଦୂତି ଚାନ୍ଦ, ‘କାଦମ୍ବିନୀ’ ସହ ସେୟାର କଲେ ନିଜ…

ନିଜ ସାଥୀଙ୍କୁ ନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସୁଛନ୍ତି ଧାବିକା ଦୂତି ଚାନ୍ଦ। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ନିଜ ଜୀବନ ସାଥୀ ମୋନାଲିସାଙ୍କୁ ସେ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ପାରିବାରିକ ପତ୍ରିକା ‘କାଦମ୍ବିନୀ’ରେ ନିଜ ପ୍ରେମ କାହାଣୀକୁ ନେଇ ମୁହଁ ଖୋଲିଛନ୍ତି ଦୂତି। ନିଜ…

କାଦମ୍ବିନୀ କାର୍ଯ୍ୟାଳୟରେ ଚାଲ ଫେରିଯିବା ଓ କିଛି କଥା ବାକି ଥାଉ ପୁସ୍ତକ ଉନ୍ମୋଚିତ, ଯୋଗଦେଲେ ବହୁ ବିଶିଷ୍ଟ…

ଭୁବନେଶ୍ବର(କେନ୍ୟୁଜ୍):ଓଡ଼ିଶାର ସର୍ବ ପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ କାର୍ଯ୍ୟଳୟ ପରିସରରେ ସାହିତ୍ୟିକା ଶ୍ୱେତା ରାଉତଙ୍କ ଦୁଇଟି ପୁସ୍ତକ ଚାଲ ଫେରିଯିବା ,କିଛି କଥା ବାକି ଥାଉ ,ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ଭାଷା…

ଉନ୍ମୋଚିତ ହେଲା ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ନଭେମ୍ବର ସଂଖ୍ୟା

ଭୁବନେଶ୍ୱର(କେନ୍ୟୁଜ୍):  ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଚଳିତ ନଭେମ୍ବର ସଂଖ୍ୟା ଶନିବାର ଉନ୍ମୋଚିତ ହୋଇଯାଇଛି। କାଦମ୍ବିନୀର ଏହି ସଦ୍ୟ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଥିବା ଭାରତୀୟ ହକି ଦଳର ପ୍ରାକ୍ତନ ଅଧିନାୟକ ପଦ୍ମଶ୍ରୀ ଦିଲିପ ତିର୍କୀ, ଅନ୍ତର୍ଜାତୀୟ ଖ୍ୟାତି…

୨୧ ବର୍ଷ ପୂରି ୨୨ ବର୍ଷରେ ପାଦ ଥାପିଲା ପାରିବାରିକ ପତ୍ରିକା ‘କାଦମ୍ବିନୀ’, ନିରାଡମ୍ବର ଭାବେ କାର୍ଯ୍ୟାଳୟରେ ପାଳିତ…

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଭାଷା ସାହିତ୍ୟ ଏବଂ କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ସଦା ସମର୍ପିତ ତଥା ପତ୍ରିକା ଜଗତର ଗର୍ବ ଗୌରବ ପାଲଟିଥିବା ଲୋକପ୍ରିୟ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଜୁଲାଇ ୨ ତାରିଖରେ ଶୁଭ ଜନ୍ମଦିନ ପାଳନ କରିଥାଏ । ଖୁସିର କଥା, କାଦମ୍ବିନୀ…

୨୦ ବର୍ଷରେ ପାଦ ଥାପିଲା ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’, ନିରାଡମ୍ବର ଭାବେ ରାଜ୍ୟପାଳଙ୍କ ଅଭିଷେକ ହଲରେ…

କେନ୍ୟୁଜ୍(ବ୍ୟୁରୋ):  ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ବିଂଶତମ ସ୍ୱନକ୍ଷତ୍ର ଉତ୍ସବ ନିରାଡମ୍ବର ଭାବେ ସମାଜିକ ଦୂରତା ଅବଲମ୍ବନ କରାଯାଇ ଓଡିଶା ରାଜ୍ୟପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କୌଣସି ଦର୍ଶକ ନଥାଇ କାଦମ୍ବିନୀ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ,…

ଅନ୍‌ଲାଇନ୍‌ରେ ମାଗଣାରେ ପଢନ୍ତୁ ପ୍ରିୟ ପାରିବାରିକ ବନ୍ଧନ ‘କାଦମ୍ବିନୀ’, ଘରେ ଖୁସିରେ କଟିଯିବ ସମୟ

କରୋନାର ମୁକାବିଲା ଲାଗି ସାରା ବିଶ୍ଵ ଏବେ ସଂଘର୍ଷ କରୁଛି । ଏହି ସମୟରେ ସତର୍କ ଓ ସଚେତନ ରହିଲେ ହିଁ ଆମେ ସୁରକ୍ଷିତ ରହିପାରିବା । ସମସ୍ତେ ଏବେ ଘରେ ରହି ନିଜ ପରିବାର ସହ ସମୟ ବିତାଉଛନ୍ତି । ଏହି ସମୟରେ ସମୟ କାଟିବା ପାଇଁ କିଛି ପଢାପଢି କଲେ ଆହୁରି ଭଲ ଲାଗିବ I ସେଥିପାଇଁ ରାଜ୍ୟର…