Below header
Browsing Tag

kalahandi

କୋକସରା ପୋଲିସକୁ ସଫଳତା: ପାଟ୍ରୋଲିଂ କରି ୩ ଗଞ୍ଜେଇ ବେପାରୀ ଗିରଫ, ୪୪ କେଜି ଗଞ୍ଜେଇ ସହିତ ଗାଡି ଜବତ

ଧର୍ମଗଡ (କେନ୍ଯୁଜ): କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ୩ଜଣ ଗଞ୍ଜେଇ ବେପାରୀକୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡିକୁ ଜବତ କରିଛି । ତେବେ ବୋଲେରୋ ଡ୍ରାଇଭର ଫେରାର ମାରିଥିବାବେଳେ ଆସନ୍ତା କାଲି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…

କଳାହାଣ୍ଡି: କୋକସରା ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ୩ ଗିରଫ

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ୩ ଜଣ ଗଞ୍ଜେଇ ବେପାରିକୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡିକୁ ଜବତ କରିଛି । ତେବେ ବୋଲେରୋ ଡ୍ରାଇଭର ଫେରାର ମାରିଥିବା ବେଳେ ଆସନ୍ତା କାଲି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…

ରେତ ନଦୀରେ ଅନ୍ତଃନଦୀ ଜଳାଶୟ ବ୍ୟାରେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୬୫ କୋଟି ଟଙ୍କା

ରେତ ନଈରେ ଅନ୍ତଃନଦୀ ଜଳାଶୟ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହେବ । ଏହାଦ୍ୱାରା ୩ଟି ପଞ୍ଚାୟତର ୭ ଗାଁକୁ ଜଳଯୋଗାଣ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଏହି ଅବସରରେ କଳାହାଣ୍ଡି କେସିଙ୍ଗା ବ୍ଲକର ଜୋଲକୋଠାରେ…

କଳାହାଣ୍ଡି : ଗୋଲମୁଣ୍ଡା ମହାଦେବ ମନ୍ଦିର ପଦ୍ମ ପୋଖରୀରେ ଦେଖାଦେଲା ବିରାଟ ଅଜଗର ସାପ, ଉଦ୍ଧାର କଲା ବନବିଭାଗ

ଧର୍ମଗଡ଼(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା  ଗ୍ରାମରେ ଶିବ ମନ୍ଦିର ବଡ଼ ପୋଖରୀ ଠାରେ ଆଜି ଏକ ବିରଳ ଅଜଗର ସାପ ଦେଖିବାକୁ ମିଳିଥିଲା ।ଏହି ଦୃଶ୍ୟ ସ୍ଥାନୀୟ ଲୋକ ଦେଖିବା ପରେ ଫରେଷ୍ଟର ରମେଶ ପଣ୍ଡାଙ୍କୁ ଖବର ଦିଆଯାଇଥିଲା।  ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ସାପଟିକୁ …

କଳାହାଣ୍ଡି : ଦୁଇ ମାସ ପରେ ଧରା ପଡ଼ିଲେ ଅଳଙ୍କାର ଲୁଟେରା

ଭବାନୀପାଟଣା : କଳାହାଣ୍ଡି ଜୁନାଗଡ଼ ଥାନା କଲମପୁର ଛକ ନିକଟ କାଞ୍ଚନ ଜୁଏଲର୍ସ ମାଲିକଙ୍କ ଠାରୁ ଲୁଟ୍‌ ଘଟଣାରେ କଳାହାଣ୍ଡି ପୋଲିସ୍‌ ଜଣକୁ ଗିରଫ କରିଛି । ଗତ ମାର୍ଚ୍ଚ ୧୦ ତାରିଖ ସକାଳେ ଏହି ଘଟଣା ଘଟିଛି । ମାଲିକ ରଞ୍ଜନ କୁମାର ସାହୁ ସୁନା ଓ ରୁପା ଭରା ବ୍ୟାଗକୁ ତଳେ ରଖି ଦୋକାନ ତାଲା…

କଳାହାଣ୍ଡି: ପୁଣି କରୋନା ଭୟରେ କାନ୍ଧ ଦେଲେ ନାହିଁ କେହି, ୧୪ ଘଣ୍ଟା ପଡ଼ି ରହିବା ପରେ NAC କର୍ମଚାରୀ କଲେ ଶବ ସତ୍କାର

ଧର୍ମଗଡ଼(କେନ୍ୟୁଜ୍):  କଳାହାଣ୍ଡି ଜିଲ୍ଲାରେ କରୋନା ଭୟ।  ମୃତ୍ୟୁ ପରେ ବି କାନ୍ଧ ଦେବାକୁ କେହି ଆସିଲେନି। ବାଧ୍ୟ ହୋଇ NAC କର୍ମଚାରୀ କଲେ ଶବ ସତ୍କାର ।  ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲିମସେର ଗାଁରେ । ଏହି ଗାଁ ରେ ଗତ ୨ ତାରିଖ…

କଳାହାଣ୍ଡି: ଗଳା କାଟି ଯୁବକଙ୍କୁ ନିର୍ମମ ହତ୍ୟା, ପୁଇଗୁଡ଼ା ନଦୀ କଡରୁ ମୃତଦେହ ଜବତ

କଳାହାଣ୍ଡି: ଗଳା କାଟି ଯୁବକଙ୍କୁ ନିର୍ମମ ହତ୍ୟା। କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ପୁଇଗୁଡ଼ା ନଦୀ କଡରୁ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ଯୁବକଙ୍କ ବାମ ହାତରେ ନାଁ ଚିତା କୁଟା ଯାଇଥିଲେ ମଧ୍ୟ ତାହା ଅସ୍ପଷ୍ଟ…

କଳାହାଣ୍ଡି: ଭାଙ୍ଗିଲା ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ, ୪୦ ହେକ୍ଟରରୁ ଅଧିକ ଚାଷ ଜମିରେ ମାଡ଼ିଗଲା ପାଣି

କଳାହାଣ୍ଡି(କେନ୍ୟୁଜ୍):  ଭାଙ୍ଗିଲା ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ । କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି ଗୁନଗୁନିଆ ଗାଁ ନିକଟରେ ଆଜି କେନାଲରେ ଘାଇ ସୃଷ୍ଟି ହୋଇ ଗୁନଗୁନିଆ,ବାଣ୍ଡିଗା ରେଙ୍ଗାଲପାଲି ଗାଁର ପ୍ରାୟ ୪୦ ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ଯାଇଛି । ଏବେ ରବି ଧାନ…

ଏକତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ୍ତକାଣ୍ଡ: ଛୁରୀ ଆକ୍ରମଣରେ ଯୁବତୀ ଗୁରୁତର, ମାଆ ମୃତ

କଳାହାଣ୍ଡି: ଏକତରଫା ପ୍ରେମକୁ ନେଇ ପ୍ରେମିକର ହିଂସାକାଣ୍ଡ। ଯୁବକଙ୍କ ଆକ୍ରମଣରେ ଯୁବତୀ ଗୁରୁତର, ମାଆ ମୃତ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି କେସିଙ୍ଗା କର୍ଲାଖୁଣ୍ଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।…

କଳାହାଣ୍ଡି: ସତ ବାହାଘରର ମିଛ କନିଆଁ, ମିଛି ମିଛିକା ବାହାହୋଇ ଲଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି ପୋଲିସର ହାତରେ ଧରା ପଡିଗଲା ମିଛ କନିଁଆର କାରନାମା । ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ । ପ୍ରତ୍ୟେକ ଆଧାର କାର୍ଡରେ ଥିଲା ଭିନ୍ନ ଭିନ୍ନ ନାଁ । ଏମିତି କି ୪ ଜଣଙ୍କୁ ବାହା ହୋଇ ବରଣମାଳା ପିନ୍ଧାଇ ସାରିବା ପରେ ଧରା…

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣା: ଭବାନୀପାଟଣାରେ ପହଞ୍ଚିଲେ ୩ ଜଣିଆ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୩ ଜଣିଆ ଟିମ୍ ଭବାନୀପାଟଣା ପହଞ୍ଚିଛନ୍ତି । ଅନୁଧ୍ୟାନକାରୀ ଟିମ୍ ଭବାନୀପାଟଣାରେ ପହଞ୍ଚିବା ପରେ ଆରସିସିଏଫ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଓ ଅତିରିକ୍ତ ନିର୍ଦ୍ଦେଶକ ପଶୁ…

କଳାହାଣ୍ଡି: କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ହାତୀ ମୃତ୍ୟୁ, ଜିଲ୍ଲାରେ ୧୨ ଦିନରେ ଗଲାଣି ୪ଟି…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ସାଂଘାତିକ ରୂପ ନେଲାଣି ହାତୀ ମୃତ୍ୟୁ । କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ଗୋଟିଏ ୪୫ ବର୍ଷୀୟ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ୧୨ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ହେଲାଣି । ପୂର୍ବରୁ ମୃତ୍ୟୁ ଘଟିଥିବା ହାତୀ…