ଧର୍ମଗଡ଼: ନିଆଁରେ ପୋଡ଼ି ୩ ଶିଶୁଙ୍କ ମୃତ୍ୟୁ, ଧାନ ଖଳାରେ ଖେଳୁଥିବାବେଳେ ପୋଡିଯାଇ ହୋଇଥିଲେ ଗୁରୁତର
କଳାହାଣ୍ଡି(କେନ୍ୟୁଜ୍): ଧାନ ଖଳାରେ ନିଆଁରେ ପୋଡି ୩ ଶିଶୁ ମୃତ । କୋକସରା ଥାନା ବିଜମରା ଗାଁର ଧାନ ଖଳାରେ ଖେଳୁଥିବାବେଳେ ନିଆଁରେ ପୋଡି ଗୁରୁତର ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଶିଶୁଙ୍କ ଦେହର ୮୦ ପ୍ରତିଶତ ପୋଡିଯାଇଥିଲା । ସେମାନଙ୍କୁ କୋକସରା ଡାକ୍ତରଖାନାରେ…