Browsing Tag

kalinga tv

ଗୁଆ ଚାଉଳ ଧରି ବଡ଼ଦାଣ୍ଡ ଅଭିମୁଖେ ବାହାରିଛି କଳିଙ୍ଗ ଟିଭି ଭକ୍ତି ଅର୍ଘ୍ୟ ରଥ

ଭୁବନେଶ୍ୱର (କେନ୍ୟୁଜ୍‌) : ଶ୍ରୀକ୍ଷେତ୍ର ଅଭିମୁଖେ ଭୁବନେଶ୍ୱରରୁ ବାହାରିଛି ଭକ୍ତି ଅର୍ଘ୍ୟ ରଥ । ପ୍ରଭୁ ନାମ ସଂକୀର୍ତ୍ତନ ସହ ଭକ୍ତଙ୍କ ଭକ୍ତି ସ୍ୱରୂପ ଅର୍ପଣ ହୋଇଥିବା ଗୁଆ ଚାଉଳ ଧରି ରଥ ବଡ଼ଦାଣ୍ଡ ଅଭିମୁଖେ ଗଡିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ…

କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକଙ୍କୁ ଦିଆଗଲା ଓଡ଼ିଆ ଜର୍ଣ୍ଣାଲିଜିମ୍‌ ଆୱାର୍ଡ

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକଙ୍କୁ ଓଡ଼ିଆ ଜର୍ଣ୍ଣାଲିଜିମ୍‌ ଆୱାର୍ଡ। ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୌମ୍ୟଜିତଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

ଆସନ୍ତାକାଲି କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’, ଆଞ୍ଚଳିକ ବିକାଶରେ ଷ୍ଟାର୍ଟ ଅପ୍‌ର ଭୂମିକା…

କେନ୍ୟୁଜ୍(ବ୍ୟୁରୋ):ବଦଳୁଛି ସମୟ, ବଦଳୁଛି ଓଡ଼ିଶା। ସମ୍ଭାବନା ଓ ସୁଯୋଗର ମାଟି ଆମ ରାଜ୍ୟ। କଳା ସଂସ୍କୃତି ଐତିହ୍ୟ ଓଡ଼ିଶାକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଏବେ କିନ୍ତୁ ସାମାଜିକ-ଅର୍ଥନୈତିକ ବିକାଶ ସହ ଶିଳ୍ପାୟନ କ୍ଷେତ୍ରରେ ନୂଆ ନୂଆ ଇତିହାସ ସୃଷ୍ଟି କରୁଛି ଓଡ଼ିଶା। ନୂଆ ଆତ୍ମବିଶ୍ୱାସରେ…

କଳିଙ୍ଗ ଟିଭି ଓ କେନ୍ୟୁଜ୍ କାର୍ଯାଳୟରେ ପାଳନ ହେଲା ୭୪ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର(କେନ୍ୟୁଜ୍): ୭୪ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି କଳିଙ୍ଗ ଟିଭି କାର୍ଯାଳୟରେ । ନୂଆପଲ୍ଲୀ ସ୍ଥିତ ଷ୍ଟୁଡିଓ-୨ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସେନା ଅଧିକାରୀ କର୍ଣ୍ଣେଲ ପ୍ରଶାନ୍ତ ସିଂ ଯୋଗ ଦେଇଥିଲେ ।…

ଅଷ୍ଟମ ବର୍ଷରେ ପାଦ ଦେଲା କଳିଙ୍ଗ ଟିଭି: ଗାଁଠୁ ସହର ସବୁଠି, ସମସ୍ତଙ୍କ ପ୍ରିୟ ଗଣମାଧ୍ୟମ

କେନ୍ୟୁଜ୍: ସାତ ବର୍ଷ ପୂରିଛି, ଅଷ୍ଟମ ବର୍ଷରେ ପାଦ ଦେଇଛି କଳିଙ୍ଗ ଟିଭି। ଭଲ-ମନ୍ଦ, ସୁଖ ଦୁଃଖ, ସବୁ ପାହଚ ଚଢି ଆଜି ରାଜ୍ୟରେ ଏକ ଅଗ୍ରଣୀ ଗଣମାଧ୍ୟମ ପାଲଟି ଯାଇଛି। ନିରପେକ୍ଷ ଓ ନିର୍ଭିକ ଖବର ପରିବେଷଣ କରି ଆପଣଙ୍କ ପ୍ରୟଭାଜନ ହୋଇ ପାରିଛି କଳିଙ୍ଗ ଟିଭି। ଗଣମାଧ୍ୟମର ଭିଡ ଓ ଖବରର…

ପ୍ରତୀକ ମେମୋରିଆଲ କ୍ରିକେଟ୍‌ ଫାଇନାଲ୍‌ ଟକ୍କରରେ କଳିଙ୍ଗ ଓ କନକ

ଭୁବନେଶ୍ୱର (କେନ୍ୟୁଜ୍‌) : ଏଠାକାର ୟୁନିଟ୍-୬ ଗଙ୍ଗନଗର ସ୍ଥିତ ନେତାଜୀ ସ୍ପୋର୍ଟିଂ କ୍ଲବ ଆନୁକୁଲ୍ୟରେ ଚାଲିଛି ପ୍ରତୀକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହାର ୩ୟ ସଂସ୍କରଣ ଶନିବାର ଦିନ ଉଦଘାଟିତ ହୋଇଛି। ଆଜି ସେମିଫାଇନାଲ୍‌ରେ କଳିଙ୍ଗ ଟିଭି ଟିମ୍‌ ଦୈନିକ ଖବର କାଗଜ ସକାଳ ଟିମ୍‌କୁ…

୭ ବର୍ଷରେ ପାଦ ଥାପିଲା ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ କଳିଙ୍ଗ ଟିଭି, ୩ଟି ଗୁରୁମନ୍ତ୍ରରେ ଖବର ପରିବେଷଣ କରିବାକୁ…

କେନ୍ୟୁଜ୍(ବ୍ୟୁରୋ):  ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଟିଭିର ମୁଖ୍ୟ କାର୍ଯ୍ୟାଳୟରେ ସପ୍ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଛି । ଏଥିରେ ଯୋଗ ଦେଇଥିଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ଯୋଡି ହୋଇଥିଲେ…

ଛଅ ବର୍ଷରେ କଳିଙ୍ଗ ଟିଭି, କୋଭିଡ୍ ନିୟମ ମାନି ନିଆରା ଢଙ୍ଗରେ ଭର୍ଚୁଆଲରେ ହେଲା ପ୍ରତିଷ୍ଠା ଉତ୍ସବ ପାଳନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ଅନ୍ୟତମ ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ କଳିଙ୍ଗ ଟିଭିର ଆଜି ହେଉଛି ଷଷ୍ଠ ପ୍ରତିଷ୍ଠା ଦିବସ । କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ୨୦୧୫ରେ ଜନ୍ମ ନେଇଥିବା କଳିଙ୍ଗ ଟିଭି ତାର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନାହିଁ ଏବଂ ସମାଜ ଓ ଲୋକଙ୍କ ପ୍ରତି ଥିବା ତାର ଉତ୍ତର…

କଳିଙ୍ଗ ଟିଭିକୁ ଅନ୍ତର୍ଜାତୀୟ ସେସି ଗ୍ରୀନ ଆୱାର୍ଡ, ସୌର ଶକ୍ତିର ସଦ୍‌ବିନିଯୋଗ ଏବଂ ବିକାଶ ପାଇଁ ସଚେତନତା ନେଇ…

କୋଲକାତା: କୋଲକାତାରେ ଇଣ୍ଟରନ୍ୟାସନାଲ କଂଗ୍ରେସ ଅନ ରିନ୍ୟୁଏବଲ ଏନର୍ଜି ବା ICOR-2020 । ଏଥିରେ ସୌର ଶକ୍ତିର ସଦବିନିଯୋଗ ଓ ବିକାଶ ପାଇଁ ସଚେତନତା ସୃଷ୍ଟି ନେଇ କଳିଙ୍ଗ ଟିଭିକୁ ପ୍ରଦାନ କରାଯାଇଛି ଅନ୍ତର୍ଜାତୀୟ ସେସି ଗ୍ରୀନ ଆୱାର୍ଡ । ଏକମାତ୍ର ବୈଦ୍ୟୁତିକ ଗଣମାଧ୍ୟମ ଭାବେ କଳିଙ୍ଗ ଟିଭି…

କଳିଙ୍ଗ ଟିଭିର ପଞ୍ଚମ ପ୍ରତିଷ୍ଠା ଦିବସ, ଯୋଗଦେଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି

ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ସହଜ ନୁହଁ। ଏହି ପଥ ଅନୁସରଣ କରିବା ବଡ଼ ଚ୍ୟାଲେଞ୍ଜିଂ। କଳିଙ୍ଗ ଟିଭିର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରେ ଏହା କହିଛନ୍ତି, ବରିଷ୍ଠ ସାମ୍ବାଦିକ ତଥା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟୋରିଆଲ ଡାଇରେକ୍ଟର ପ୍ରଭୁ ଚାୱଲା। ଏହି ଉତ୍ସବରେ, କଳିଙ୍ଗ ଟିଭିର…

ରାଜ୍ୟ ଗଣମାଧ୍ୟମରେ ଇତିହାସ ରଚିଲା କଳିଙ୍ଗ ଟିଭି: ପ୍ରଥମ ଥର ସାନ୍ତାଳି ଭାଷାରେ ନ୍ୟୁଜ ପ୍ରସାରଣ

ଭୁବନେଶ୍ବର : କଳିଙ୍ଗ ଟିଭିର ଆଉ ଏକ ନୂଆ ପ୍ରୟାସ । ଗଣମାଧ୍ୟମ ଇତିହାସରେ ପ୍ରଥମ । ଆଜିଠାରୁ କଳିଙ୍ଗ ଟିଭିରେ ଆରମ୍ଭ ହୋଇଛି ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ନ୍ୟୁଜ୍‌ ବୁଲେଟିନ୍‌ ‘ସାନ୍ତାଳି ଖବର’ । କିଟ୍‌ କିସ୍‌ ଓ କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ‘ସାନ୍ତାଳି ଖବର’…