ଡ. ଅଚ୍ୟୁତ ସାମନ୍ତଙ୍କ ଜୋରଦାର ପ୍ରଚାର, ରୋଡ ସୋରେ ୧୦୦ କିଲୋମିଟର କ୍ୟାମ୍ପେନ
ଭୁବନେଶ୍ୱର(କେନ୍ୟୁଜ୍): କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋରଦାର । ବିଶାଳ ରୋଡ୍ ସୋରେ ଜନସମର୍ଥନ ଲୋଡିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ । ବିଶାଳ ରାଲିରେ ଡକ୍ଟର ସାମନ୍ତଙ୍କ ସହ କଣ୍ଟାମାଳ ବିଧାୟକ ପ୍ରାର୍ଥୀ ମହୀଧର ରଣା ସାମିଲ ଥିଲେ । ବୌଦ୍ଧ ଜିଲ୍ଲା…