ରାଜନୀତିରେ ଏଣ୍ଟ୍ରି କରିବା ମାତ୍ରେ ହି କଙ୍ଗନା କିଣିଲେ ଲଗଜରୀ କାର, ଭାଇରାଲ ହେଉଛି ଭିଡିଓ
ଆଜିକାଲି କଙ୍ଗନା ରାନାୱତ ନିଜ ପର୍ସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପିର ଲୋକସଭା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରାଜନୀତିରେ ପ୍ରବେଶ କରିବା ପରେ ଆଉ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ବଲିଉଡ କ୍ୱିନ ଏବଂ ନିଜ ବୟାନକୁ…