Browsing Tag

kangana ranawat

ପୁଣିଥରେ କଙ୍ଗନା ଖୋଲିଲେ ମୁଁହ, କାଳିପୂଜାକୁ ନେଇ ଶାକିବଙ୍କ କ୍ଷମା ପାର୍ଥନାର ଦେଲେ ଜବାବ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ସବୁ ପ୍ରସଙ୍ଗରେ ନିଜ ରାୟ ଦେଇଥାନ୍ତି। ବର୍ତ୍ତମାନ ସେ ବାଙ୍ଗଲାଦେଶୀ କ୍ରିକେଟର ଶାକିବ-ଅଲ-ହସନଙ୍କ ମାମଲାରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ଶାକିବ ଅଲ ହସନ କାଳୀ ପୂଜାରେ ଯାଇଥିବାରୁ ଇସ୍ଲାମିକ ମଳିକବାଦୀମାନେ ତାଙ୍କୁ ଜୀବନରୁ ମାରିବାକୁ…

କଙ୍ଗନାଙ୍କୁ ସପୋର୍ଟ କଲେ ବବିତା ଫୋଗତ, କାହିଁକି ଜାଣନ୍ତୁ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବଲିଉଡ଼ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ମାନେ ସମସ୍ତେ ସ୍ତବ୍ଧ । ତାଙ୍କ ଶେଷ କୃତ୍ୟ ମୁମ୍ବାଇ ସ୍ଥିତ "ବିଲେ ପାଲେ ଶ୍ମସାନ"ରେ ଶେଷ ହୋଇ ଯାଇଛି । ସୁଶାନ୍ତଙ୍କ ଅକାଳ ମୃତ୍ୟୁ ପରେ ବଲିଉଡ ଜଗତରେ ନେପୋଟିସମକୁ ନେଇ ଚର୍ଚ୍ଚା…