Browsing Tag

kapil sharma show

ଭାଙ୍ଗିବାରେ ଲାଗିଛି କପିଲ ଶର୍ମାଙ୍କ ଟିମ୍‌ , କ୍ରିଷ୍ଣାଙ୍କ ପରେ ଶୋ’ରୁ ଗାଏବ୍ ହେଲେ ଚନ୍ଦୁ ଚାଏୱାଲା

କମେଡି କିଙ୍ଗ କପିଲ ଶର୍ମାଙ୍କ ଉପରେ ପଡ଼ିଛି ଚଡ଼କ । ଭାଙ୍ଗିବାରେ ଲାଗିଛି ତାଙ୍କର ଟିମ୍‌ । ଜଣକ ପରେ ଜଣେ ଆକ୍ଟର ଛାଡ଼ିବାରେ ଲାଗିଛନ୍ତି କପିଲଙ୍କ ଶୋ’। ପୂର୍ବରୁ କୃଷ୍ଣ ଅଭିଷେକ ଓ ଭାରତୀ କପିଲଙ୍କ ହାତ ଛାଡ଼ି ସାରିଥିବା ବେଳେ ଏବେ କପିଲଙ୍କୁ ଏକା କରିଦେଲେ ଚନ୍ଦୁ ଓରଫ ଚନ୍ଦନ ପ୍ରଭାକର। ଏନେଇ…

ପୁଣି ବନ୍ଦ ହେଉଛି ‘କପିଲ ଶର୍ମାଙ୍କ ଶୋ’, ଜାଣନ୍ତୁ କାହିଁକି

ସୋନି ଟିଭିରେ ପ୍ରସାରିତ ହେଉଥିବା କମେଡି ଶୋ ‘ଦି କପିଲ ଶର୍ମା ଶୋ’କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିପାରେ। ବର୍ତ୍ତମାନ ଏହି ଶୋ ବନ୍ଦ ହେବାକୁ ଯାଉଛି । ହଁ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଏହା କିଛି ସମୟ ପାଇଁ ବନ୍ଦ ହେବାକୁ…

ଦର୍ଶକଙ୍କୁ ମିଳିବନି ହସିବାର ଡୋଜ୍‌, ଅଫ ଏୟାର ହୋଇପାରେ‘ଦ କପିଲ ଶର୍ମା ଶୋ’ !

‘ ଦ କପିଲ ଶର୍ମା ଶୋ’ ଫ୍ୟାନ୍‌ କି ଆପଣ ? ତେବେ ଶନିବାର ଓ ରବିବାର ନିଶ୍ଚିତ ସବୁ କାମ ସାରି ଶୋ ଦେଖିବାକୁ ଟିମ ସାମ୍ନାରେ ବସିପଡୁଥିବେ। କିନ୍ତୁ ଏବେ ଆଉ ଆପଣଙ୍କୁ ଜଲଦି କାମ ସାରିବାକୁ ପଡିବ ନାହିଁ। ଖୁବଶୀଘ୍ର କପିଲ ଶର୍ମା ଅଫ ଏୟାର ହେବ ବୋଲି ଖବର ଆସିଛି। ତେବେ କ’ଣ ପାଇଁ କପିଲ ଶର୍ମା…

କପିଲ ଶର୍ମା ଶୋ’ରେ କେବଳ ବଡ଼ ପାଟିରେ ହସିବା ପାଇଁ ଅର୍ଚ୍ଚନା ପୁରଣ ସିଂଙ୍କୁ ମିଳିଥାଏ ମୋଟା ରକମ, ଜାଣିଲେ…

କପିଲ ଶର୍ମା ଶୋ'ରେ ନଜର ଆସୁଥିବା ଅଭିନେତ୍ରୀ ଅର୍ଚ୍ଚନା ପୁରଣ ସିଂ ଏହି ଶୋ'ରେ ନିଜ ହସ ପାଇଁ ବେଶ ଲୋକପ୍ରିୟ। ଅର୍ଚ୍ଚନାଙ୍କୁ ନେଇ ଏହି ଶୋ'ରେ ଅନେକ ଜୋକ୍ସ କୁହାଯାଇଥାଏ, ଯାହା ଉପରେ ସେ ଖୁବ ଜୋର ଜୋରରେ ହସିଥାନ୍ତି ଏବଂ ମସ୍ତି କରିଥାନ୍ତି। ଶୋ'ରେ ଜଜ ଚେୟାରରେ ପ୍ରଥମେ ନବଜୋତ ସିଂ…

କପିଲ ଶର୍ମା ଶୋ’ରେ ଅଭିନୟ କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରିପାରିବେ ଅଂଶଗ୍ରହଣ

କପିଲ ଶର୍ମାଙ୍କ ସହ କାମ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିଖବର। ଯଦି ଆପଣଙ୍କ ପାଖରେ ବି ଅଛି ଲୋକଙ୍କୁ ହସାଇବା ଭଳି କଳା ତେବେ କପିଲ ଶର୍ମା ଦେବେ ନିଜ ଶୋ’ରେ ସୁଯୋଗ। ଖୁବ୍‌ଶୀଘ୍ର ଫେରିବାକୁ ଯାଉଛି କପିଲ ଶର୍ମାଙ୍କ ଶୋ’। ଏଥିରେ ଅଂଶଗ୍ରହଣ କରିବାକୁ ସାଧାରଣ ଲୋକଙ୍କୁ ସୁଯୋଗ…

ପତ୍ନୀଙ୍କ ଦ୍ବିତୀୟ ପ୍ରେଗନାନ୍ସି ଯୋଗୁଁ ଶୋ ବନ୍ଦ କରିବେ କପିଲ, ଭାଇରଲ ହେଉଛି ଟ୍ବିଟ୍

କମେଡି କିଙ୍ଗ କପିଲ ଶର୍ମାଙ୍କ ଫ୍ୟାନ୍ସଙ୍କ ପାଇଁ ବଡ ଝଟକା । କପିଲ୍ ଶର୍ମା ଶୋ ବନ୍ଦ ହେବା ଖବର ସାମ୍ନାକୁ ଆସିଥିଲା । ଏବେ କପିଲ ଶର୍ମା ନିଜେ ଏନେଇ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । କପିଲ୍ କହିଛନ୍ତି କି, ସେ ନିଜ ପତ୍ନୀଙ୍କ ଦ୍ୱିତୀୟ ପ୍ରେଗନାନ୍ସି ଯୋଗୁଁ ଏମିତି ନିଷ୍ପତ୍ତି ନେଇଛନ୍ତି ।…

କିକୁଙ୍କ ଯୋଗୁ କପିଲ ଶର୍ମା ଶୋ’କୁ ବୟକଟ୍‌ କରିବାକୁ ଜୋର ଧରିଛି ଦାବି, ଟ୍ରେଣ୍ଡ୍‌ କରୁଛି #BoycottKapilSharmaShow

କମେଡିଆନ୍‌ କପିଲ ଶର୍ମାଙ୍କ ବେଳା ପୁଣିଥରେ ଖରାପ ପଡ଼ିଛି। ପୂର୍ବରୁ କିଛି ନା କିଛି କାରଣରୁ ତାଙ୍କ ଶୋ’ ମଝିରୁ ବନ୍ଦ ହେଉଥିବା ବେଳେ ଏବେ ପୁଣିଥରେ ତାଙ୍କ ଶୋ’ ବନ୍ଦ ହେବା ସ୍ଥିତି ଉପୁଜିଛି। ଏଥରକ କପିଲଙ୍କର କିଛି ବ୍ୟକ୍ତିଗତ କାରଣରୁ ନୁହେଁ ବରଂ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରି…

ସୁଟିଂ ଆରମ୍ଭ ହେବା ପୂର୍ବରୁ ଦର୍ଶକଙ୍କୁ ହସାଇ ହସାଇ ବେଦମ କଲେ କମେଡି କିଙ୍ଗ କପିଲ, ଦେଖନ୍ତୁ ଭିଡିଓ

ଦୀର୍ଘଦିନର ଅପେକ୍ଷା ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ‘ ଦ କପିଲ ଶର୍ମା ଶୋ’ର ସୁଟିଂ। ଦର୍ଶକେ ଖୁବଶୀଘ୍ର ଏହାର ନୂଆ ଏପିସୋଡ ଦେଖିବାକୁ ପାଇବେ। ପ୍ରାୟ ୪ ମାସ ବ୍ରେକ ହେବା ପରେ ଏବେ ଶୋର ସୁଟିଂ ଆରମ୍ଭ ହୋଇଛି। କିନ୍ତୁ ସୁଟିଂ ସେଟର ଏମିତି କିଛି ଫଟୋ ଆଉ ଭିଡିଓ ଭାଇରଲ ହୋଇଛି ଯାହା ଆପଣ…

ଭୟଙ୍କର ସଡ଼କ ଦୁର୍ଘଟଣାରେ ସବୁକିଛି ହରାଇ ବସିଥିଲେ ଫିଲ୍ମ ‘ଆଶିକି’ର ଏହି ଅଭିନେତ୍ରୀ, ଏବେ ଫଟୋ ଦେଖିଲେ…

ଫିଲ୍ମ ‘ଆଶିକି’(Aashiqui)ର ଅଭିନେତ୍ରୀ ଅନୁ ଅଗ୍ରଓ୍ଵାଲଙ୍କ କଥା ଆପଣଙ୍କୁ ମନେ ଥିବ ନିଶ୍ଚୟ, ଯିଏକି ସେ ସମୟରେ ଲକ୍ଷେ ଲୋକଙ୍କ ହୃଦୟରେ ରାଜ୍‌ କରୁଥିଲେ। ଅନୁ ଖୁବ୍‌ଶୀଘ୍ର କପିଲ୍‌ ଶର୍ମା ଶୋ’ରେ ନଜର ଆସିବେ। ତାଙ୍କ ସହିତ ଫିଲ୍ମର ହିରୋ ରାହୁଲ ରାୟ ମଧ୍ୟ ପହଞ୍ଚିବେ। ତେବେ ଏହାରି ଭିତରେ…

ପୁଣି ବିବାଦରେ ଫସିଲା ‘ଦ କପିଲ୍‌ ଶର୍ମା ଶୋ’, ଭାରତୀ ସିଂଙ୍କୁ ଶୋ’ରୁ ବିଦା କରିବା ପାଇଁ ଜୋର୍‌ ଧରିଲା ଦାବି

‘ଦ କପିଲ୍‌ ଶର୍ମା ଶୋ’ ଏବେ ପୁଣିଥରେ ବିବାଦରେ ଫସିଛି। ଗୋଟିଏ ପଟେ ଶୋ’କୁ ଭଲ ଟିଆର୍‌ପି ମିଳୁଥିବା ବେଳେ ଅନ୍ୟପଟେ କିଛି ନା କିଛି କାରଣକୁ ନେଇ ଏହା ବିବାଦରେ ରହୁଛି। ବର୍ଷ ସରି ସରି ଆସୁଥିବା ବେଳେ ଏହି ଶୋ’ ପୁଣି ଏକ ନକାରାତ୍ମକ କାରଣରୁ ବର୍ତ୍ତମାନ ଚର୍ଚ୍ଚାରେ ଅଛି। କଥାଟି ହେଲା,…

ଦେଖନ୍ତୁ ଟଙ୍କା ନେଇ କେମିତି ଫିଲ୍ମ ପ୍ରମୋଶନ କରୁଛନ୍ତି କପିଲ୍‌ ଶର୍ମା, ଭିଡିଓରେ ଖୋଲିଲା ରାଜ୍‌

କପିଲ୍‌ ଶର୍ମାଙ୍କ ଶୋ’ ଟିଭିର ଏକ ଲୋକପ୍ରିୟ ଶୋ’। ଏହାର ଲୋକପ୍ରିୟତାକୁ ନଜରରେ ରଖି ସବୁ ବଡ଼ ବଡ଼ ଫିଲ୍ମର ପ୍ରମୋଶନ ଏଠାରେ କରାଯାଇଥାଏ। ସେଲିବ୍ରିଟିମାନେ ମଧ୍ୟ କପିଲ୍‌ ଶର୍ମାଙ୍କ ଶୋ’କୁ ଆସିବା ପାଇଁ ବହୁତ ଉତ୍ସୁକ ଥାଆନ୍ତି। ଏଥର ଶୋ’ରେ ଅଭିନେତା ଅଜୟ ଦେବ୍‌ଗନ ନିଜର ଆଗାମୀ ଫିଲ୍ମ…