ସାରା ଅଲ୍ଲୀ ଖାନଙ୍କ ଅପ୍କମିଂ ଫିଲ୍ମର ମୋସନ ପୋଷ୍ଟର ରିଲିଜ
IFFI ୨୦୨୩ରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅପ୍କମିଂ ଫିଲ୍ମ ‘ଏ ବତନ ମେରେ ବତନ’ର ଏକ ନୂଆ ମୋସନ୍ ପୋଷ୍ଟର ସେୟାର ହୋଇଛି । ସେହି ସମୟରେ ସେଠାରେ ସାରା ଅଲ୍ଲୀ ଖାନଙ୍କ ସହିତ ଷ୍ଟେଜ୍ରେ ଫିଲ୍ମ ମେକର କରନ ଜୋହର ମଧ୍ୟ ନଜର ଆସିଛନ୍ତି । ଜାନୁଆରି ମାସ ୭୪ତମ ଗଣତନ୍ତ୍ର ଦିବସରେ…