Browsing Tag

katrina kaif

ମାଲଦ୍ୱୀପ ବିଚ୍‌ରେ ମସ୍ତି ମୁଡ୍‌ରେ କ୍ୟାଟ୍ରିନା କୈଫ୍‌, ସେୟାର କଲେ ହଟ୍‌ ସିଜଲିଂ ଫଟୋ

ବିବାହ ପରେ ମାଲଦ୍ୱୀପ ଯାତ୍ରା କରିଛନ୍ତି ବଲିଉଡ୍‌ର ନୂଆ ବୋହୂ କ୍ୟାଟ୍ରିନା କୈଫ୍‌। ମାଲଦ୍ୱୀପରେ ଏନ୍‌ଜୟ କରୁଥିବା ବେଳର ଏକ ଫଟୋକୁ କ୍ୟାଟ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ସେ କାଜୁଆଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ବିକିନୀ ଟପ୍‌ ଉପରେ ଏକ…

ଭିକ୍କି-କ୍ୟାଟ୍ରିନା ରୋମାଣ୍ଟିକ ମୁଡ୍‌ରେ ପାଳିଲେ ବିବାହ ପରର ପ୍ରଥମ ଲୋହରୀ; ଦେଖନ୍ତୁ ଇନ୍‌ସାଇଡ ଫଟୋ

ଲୋହରୀ ଏବଂ ମକର ସଂକ୍ରାନ୍ତି ପର୍ବ ପୂରା ଦେଶରେ ଏକ ଖୁସିର ମଉକା ନେଇ ଆସିଛି। କରୋନା ମହାମାରୀ ସହ ମୁକାବିଲା କରୁଥିଲେ ମଧ୍ୟ ଦେଶ ଏହି ପର୍ବକୁ ବଡ଼ ଧୁମ୍‌ଧାମରେ ପାଳନ କରୁଛି। କେତେଜ ସ୍ଥାନରେ ଗୁରୁବାର ଲୋହରୀ ପର୍ବ ଆନନ୍ଦ, ଉତ୍ସାହର ସହ ପାଳନ କରାଯାଇଥିଲା। ଏହି ବର୍ଷ ବଲିଉଡର ଅନେକ…

ଫିଲ୍ମ ‘ଜି ଲେ ଜରା’ ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍

ଫିଲ୍ମରେ ଏକାଠି ନଜର ଆସିବେ ଭିକ୍କି ଓ କ୍ୟାଟ୍। ନିକଟରେ ବିବାହ କରିଥିବା ଏହି କ୍ୟୁଟ କପଲ ଖୁବଶୀଘ୍ର ପରଦା ନଜର ଆସିବେ। ଖବର ଆସୁଛି ଯେ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ଜି ଲେ ଜରା' ପାଇଁ ନିର୍ମାତା ଭିକ୍କି କୌଶଲ୍ ଓ କ୍ୟାଟ୍ରିନା କୈଫଙ୍କ ସହ କଥା ହେଉଛନ୍ତି। ଯଦି ସବୁ କିଛି…

କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହକୁ ପୂରିଲା ମାସେ, ରୋମାଣ୍ଟିକ୍‌ ଫଟୋ ସେୟାର କରି ସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଲେ…

ବଲିଉଡ୍‌ର ବାର୍ବି ଗର୍ଲ ଅର୍ଥାତ୍‌ କ୍ୟାଟ୍ରିନା କୈଫ୍‌ ୯ ଡିସେମ୍ବର ୨୦୨୧ରେ ଅଭିନେତା ଭିକ୍କି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ୯ ଜାନୁଆରୀରେ ତାଙ୍କ ବାହାଘରକୁ ମାସେ ହୋଇଛି। ଏହି ଖାସ୍‌ ଅବସରରେ ମିସେସ୍‌ କୌଶଲ କ୍ୟାଟ୍ରିନା ନିଆରା ଅନ୍ଦାଜରେ ସ୍ୱାମୀଙ୍କ ଉପରେ…

ସଲମାନଙ୍କ ଜନ୍ମ ଦିନରେ କ୍ୟାଟ୍ରିନା ଲେଖିଲେ ସ୍ନେହ ଭରା ନୋଟ, ୫୬ ବର୍ଷରେ ପାଦ ଥାପିଲେ ଭାଇଜାନ୍‌

ଆଜି ହେଉଛି ବଲିଉଡ ର ଭାଇଜାନ ସଲମାନ ଖାନ ଙ୍କର ୫୬ ତମ ଜନ୍ମ ଦିନ । ତେଣୁ ତାଙ୍କ ପାଇଁ ଆଜିର ଦିନ ସବୁଠାରୁ ବଡ ଦିନ ଓ ଭଲ ଦିନ । ସଲମାନଙ୍କ ଜନ୍ମ ଦିନରେ ଆଜି ତାଙ୍କୁ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ଓ ତାଙ୍କୁ ପସନ୍ଦ କରୁଥିବା ଲୋକେ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ତା ସହିତ…

ବିକ୍କିଙ୍କୁ ଛାଡି ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ହିରୋଇନ ହେବେ କ୍ୟାଟ୍ରିନା, ବାହାଘର ପରେ କଲେ ଘୋଷଣା

ନବ ବିବାହିତା କ୍ୟାଟ୍ରିନା ବିକ୍କି କୌଶଲଙ୍କୁ ବିବାହ କରିବା ପରେ ଏବେ କର୍ମକ୍ଷେତ୍ରକୁ ଫେରିଛନ୍ତି। କ୍ୟାଟ୍ରିନା ଖୁବଶୀଘ୍ର ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଆଗାମୀ ଥ୍ରୀଲର ଫିଲ୍ମ ‘ମେରୀ କ୍ରିସମସ’ର…

ବାହାଘର ପରେ ଶାଶୁ ଘରେ କ୍ୟାଟ୍ରିନାଙ୍କ ପ୍ରଥମ ରୋଷେଇ ‘ହାଲୁଆ’, ଫଟୋ ସେୟାର କରି ସବୁଠୁ ଟେଷ୍ଟି ବୋଲି କହିଲେ ଭିକ୍କି

ଚଳିତବର୍ଷର ସବୁଠୁ ବଡ଼ ବିବାହ ଥିଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାହାଘର। ରାଜସ୍ଥାନରେ ଏହି ସେଲିବ୍ରିଟି ଯୋଡ଼ି ପରସ୍ପରର ହାତ ଧରିଛନ୍ତି। ତେବେ ବିବାହ ପରେ ସବୁ ହିନ୍ଦୁ ଘର ଭଳି କ୍ୟାଟ୍ରିନା କୈଫ୍‌ ନିଜର ପ୍ରଥମ ରୋଷେଇ କରିଛନ୍ତି। କ୍ୟାଟ୍ରିନା ପ୍ରଥମ ରୋଷେଇରେ ମିଠା…

ପୂର୍ବ ବୟଫ୍ରେଣ୍ଡଙ୍କ ଠାରୁ କ୍ୟାଟ୍ରିନା କୈଫ୍ ପାଇଛନ୍ତି କୋଟିଏ ଟଙ୍କାର ୱେଡିଂ ଗିଫ୍ଟ, ଜାଣନ୍ତୁ ସଲମାନ ଓ ରଣବୀର…

୨୦୨୧ ମସିହାର ସବୁଠୁ ବଡ଼ ବିବାହ ଅର୍ଥାତ୍ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ନିକଟରେ ଶେଷ ହୋଇଛି। ବେଶ୍ ରାଜକୀୟ ଅନ୍ଦାଜରେ ଏହି ବିବାହ ରାଜସ୍ଥାନର ଯୋଧପୁରର ଏକ ଦୁର୍ଗରେ ସମ୍ପନ୍ନ ହୋଇଛି। ଏହି ବାହାଘରରେ ସବୁ କିଛି ରୟାଲ ଥିଲା। ଏଣୁ ଏହାକୁ ୨୦୨୧ ମସିହାର ସବୁଠୁ ଧନୀ ବିବାହ…

ବାହାଘର ପାଇଁ ଭିକ୍କିଙ୍କ ସାମ୍ନାରେ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା, ରାଜି ହେବା ପରେ ହୋଇଛି ବିବାହ

ବଲିଉଡ୍ ଅଭିନେତା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ସେଲିବ୍ରିଟି ଯୋଡ଼ି ରାଜସ୍ଥାନର ସିକ୍ସ ସେନସେସ ଫର୍ଟରେ ଗ୍ରାଣ୍ଡ ୱେଡିଂ କରିଛନ୍ତି। ଏମାନଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କିନ୍ତୁ ବୋଧେ…

କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ଭାବେ ଏସବୁ ଜିନିଷ ପଠାଇଲେ ଭିକ୍କି ଓ କ୍ୟାଟ୍ରିନା, ଫଟୋ ସେୟାର କଲେ ବଲିଉଡ କୁଇନ୍

ବଲିଉଡ୍ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୯ ରେ ଉଭୟେ ରାଜସ୍ଥାନର ସିକ୍ସ ସେନ୍ସ ଫର୍ଟରେ ହାତକୁ ଦି ହାତ ହୋଇ ସାତ ଜନ୍ମର ସାଥି ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ସେଲିବ୍ରିଟିଙ୍କ ବାହାଘର ବେଳର ଫଟୋ ଖୁବ୍…

ବିବାହ ପରେ ହନିମୁନ୍ ପାଇଁ ଏହି ସ୍ଥାନକୁ ଯିବେ ଭିକ୍କି ଓ କ୍ୟାଟ୍ରିନା, ଲିକ୍ ହେଲା ସବୁ ସିକ୍ରେଟ୍

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତା ପରେ ସାତ ଜନ୍ମ ପାଇଁ ପରସ୍ପରର ହୋଇଯିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍। ଆସନ୍ତା କାଲି ଭିକ୍କିଙ୍କ ହାତ ଧରିବେ କ୍ୟାଟ୍। ଏଥିପାଇଁ ପ୍ରସ୍ତୁତି ବି ଶେଷ ହୋଇଛି। କ୍ୟାଟ୍ରିନାଙ୍କ ପରିବାର ଲୋକ ବିବାହରେ ଯୋଗ ଦେବାକୁ ଭାରତରେ ଆସି ପହଞ୍ଚିଛନ୍ତି।…

ମୋବାଇଲ୍‌ ବ୍ୟାନ୍‌ ପରେ ବି ଲିକ୍‌ ହେଲା ଭିକ୍କି-କ୍ୟାଟ୍‌ଙ୍କ ବାହାଘର ପ୍ରସ୍ତୁତି ଭିଡିଓ, ଦେଖନ୍ତୁ କେମିତି ରାଜକୀୟ…

ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାହାଘରକୁ ନେଇ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି କପଲଙ୍କ ବିବାହ ସହ ଜଡ଼ିତ ଅନେକ ଅପ୍‌ଡେଟ୍‌ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। ଭିକ୍କି ଓ କ୍ୟାଟ୍ରିନା ସୋମବାର ସନ୍ଧ୍ୟାରେ ପରିବାର ସହ ରାଜସ୍ଥାନରେ ପହଞ୍ଚିଛନ୍ତି। ଇତି ମଧ୍ୟରେ ବାହାଘର…