Below header
Browsing Tag

katrina kaif

ସମୁଦ୍ରକୂଳରେ କଲରଫୁଲ ଆଉଟ୍‌ଫିଟ୍‌ରେ ନଜର ଆସିଲେ କ୍ୟାଟ୍ରିନା କୈଫ୍‌, ଭାଇରାଲ ହେଉଛି ଏହି ଫଟୋ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ନିକଟରେ ନିଜର କେତେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ରକୂଳରେ ସାତରଙ୍ଗୀ ଡ୍ରେସରେ ନଜର ଆସିଛନ୍ତି। ତାଙ୍କର ଏହି ଅବତାରକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ତାଙ୍କ ଫଟୋ…

ବଲିଉଡ୍‌ର ଏସବୁ ସେଲିବ୍ରିଟି ଏତେ ଅନ୍ଧବିଶ୍ୱାସୀ ଯାହା ଆପଣ କେବେ ଚିନ୍ତା ବି କରିନଥିବେ, କିଏ ମୁଦି ପିନ୍ଧୁଛି ତ ଆଉ…

ଯେଉଁମାନେ ଜୀବନରେ ଯାହାକୁ ଡରନ୍ତି ସେଥିରୁ ବର୍ତ୍ତିବା ପାଇଁ ଅନ୍ଧବିଶ୍ୱାସର ସାହାରା ନେଇଥାଆନ୍ତି। କାରଣ ସେମାନଙ୍କୁ ଲାଗେ ଏହା ଦ୍ୱାରା ନେଗେଟିଭ୍‌ ଏନର୍ଜି ଶେଷ ହୋଇଯିବ। ତେବେ କେବଳ ସାଧାରଣ ଲୋକ ନୁହେଁ ସେଲିବ୍ରିଟିଙ୍କ ମନରେ ମଧ୍ୟ କିଛି ନା କିଛି ଡର ରହିଛି। ଏଣୁ ଏଥିରୁ ବର୍ତ୍ତିବାକୁ…

ରଣବୀର କପୁରଙ୍କ ସହ ବ୍ରେକଅପ ପରେ କାହିଁକି ସିଙ୍ଗଲ ଅଛନ୍ତି କ୍ୟାଟ୍ରିନା କୈଫ ? ଶୁଣନ୍ତୁ କଣ କହିଲେ ଅଭିନେତ୍ରୀ

କ୍ୟାଟ୍ରିନା କୈଫ ଏବଂ ରଣବୀର କପୁର ଅଲଗା ହେବାର 4 ବର୍ଷ ବିତିଗଲାଣି। ରଣବୀର ଆଲିଆ ଭଟ୍ଟଙ୍କୁ ଡେଟ କରୁଥିବାବେଳେ କ୍ୟାଟ୍ରିନା ବହୁତ ଦିନ ହେବ ସିଙ୍ଗଲ ହୋଇ ରହିଛନ୍ତି । ନିକଟରେ କ୍ୟାଟ୍ରିନା ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କାହିଁକି କାହା ସହିତ ଡେଟ କରୁନାହାଁନ୍ତି ସେ ବିଷୟରେ କହିଥିଲେ।…

ସୁଟିଂ ମଝିରେ ସଲମାନ୍‌ କଲେ ଏମିତି କାମ, ରାଗରେ ତଣ୍ଟି ଚିପି ଦେଲେ କ୍ୟାଟ୍ରିନା; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ହିଟ୍‌ ଯୋଡ଼ି ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କୁ ସମସ୍ତେ ପସନ୍ଦ କରନ୍ତି। ଉଭୟ ଏକାଠି ଅନେକ ଫିଲ୍ମରେ ନଜର ଆସିଛନ୍ତି। କେବଳ ଏତିକି ନୁହେଁ ଉଭୟଙ୍କ କେମେଷ୍ଟ୍ରିକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ସଲମାନ୍‌ ଓ କ୍ୟାଟ୍ରିନାଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ…

ଆଜି କ୍ଯାଟ୍ରିନାଙ୍କ ଜନ୍ମଦିନ, ଜାଣନ୍ତୁ ସେ କେଉଁ ଫିଲ୍ମ ଜରିଆରେ ବଲିଉଡରେ କରିଥିଲେ ଏଣ୍ଟ୍ରି

ବଲିଉଡରେ କ୍ଯାଟ୍ରିନା କୈଫ୍ ଏଭଳି ଜଣେ ଅଭିନେତ୍ରୀ ଯେ ନିଜର ଅଭିନୟ ମାଧ୍ଯମରେ ଦର୍ଶକଙ୍କୁ ନିଜର ଦିୱାନା କରିପାରିଛନ୍ତି। ୧୯୮୩ ମସିହା ଜୁଲାଇ ୧୬ ତାରିଖ ହକଂଗରେ ଜନ୍ମ ଗ୍ରହଣ କରିଥିବା କ୍ଯାଟ୍ରିନାଙ୍କର ପ୍ରକ୍ତ ନାଁ ହେଉଛି କ୍ଯାଟ୍ରିନା ଟାଁରକେଟୀ।ସେ ୧୬ ବର୍ଷ ବୟସରେ ମଡେଲିଂରୁ ହିଁ…

ଫିଲ୍ମ “ଏମଏସ ଧୋନୀ” କୁ ନେଇ କ୍ୟାଟ୍ରିନା ଦେଇଥିଲେ ଏମିତି କମେଣ୍ଟ, ଜାଣି ନିଜେ ସୁଶାନ୍ତ ବି…

ଗତ ୧୪ ତାରିଖ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଯେମିତି ଏକପ୍ରକାର ଚକିତ କରିଛି । ବଲିଉଡ କଳାକାରଙ୍କ ଠାରୁ ଆରମ୍ଭ କରି ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଏଯାବତ ଏହି ସତକୁ ଗ୍ରହଣ କରିପାରିନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ…

ପୁଣିଥରେ ଦିନ ମଜୁରିଆଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କ୍ୟାଟ୍ରିନା କୈଫ୍‌, କଲେ ଏହି ଘୋଷଣା

ଲକ୍‌ଡାଉନ୍‌ ଯୋଗୁ ଅଭାବ ଅନଟନରେ ଥିବା ବ୍ୟକ୍ତିଙ୍କୁ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଛନ୍ତି କ୍ୟାଟ୍ରିନା କୈଫ୍‌। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଦିନ ମଜୁରିଆଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନା ନିଜ ବ୍ରାଣ୍ଡ୍‌ ‘କାୟ ବ୍ୟୁଟି’…

ଭଉଣୀ ସହ ମିଶି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏହି ବଲିଉଡ ନାୟିକା, ଭିଡିଓ ଦେଖି ଆପଣ ବି ହସି ହସି ଗଡ଼ିଯିବେ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କେଫ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଥିବା ଦେଖାଦେଉଛି । ଲକ ଡାଉନ ସମୟରେ ପୂରା ବଲିଉଡ଼ ଇଣ୍ଡଷ୍ଟ୍ରି ବନ୍ଦ ରହୁଥିବା କାରଣରୁ ତାଙ୍କର ଅନେକ ଭିଡିଓ ଗଲା କିଛି ଦିନ ଭିତରେ ଖୁବ ଭାଇରଲ ହେବାରେ ଲାଗିଛି । ଏହି ନିକଟରେ ହିଁ…

କରୋନା ବିରୋଧରେ ଲଢ଼େଇ ପାଇଁ ସାହାଯ୍ୟର ହାତ ବଢ଼ାଇଲେ କ୍ୟାଟ୍ରିନା, ପିଏମ କେୟର୍ସ ଫଣ୍ଡରେ କଲେ ଦାନ

ବର୍ତ୍ତମାନ ପୁରା ଦେଶ କରୋନା ଭାଇରସ ସହ ଲଢେ଼ଇ କରୁଛି। ଏହି ଭାଇରସରେ ବର୍ତ୍ତମାନ ୧୨୫୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏହିକାରଣରୁ ବିଶ୍ୱରେ ୨୧ ଦିନ ଲକଡାଉନ ଘୋଷଣା ହେବା ପରେ ଅର୍ଥବ୍ୟବସ୍ଥାରେ ବଡ କ୍ଷତି ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ…

ଘରକୁ କାମ କରିବାକୁ ଆସୁଥିବା ମେଡ ଛୁଟିରେ, କ୍ୟାଟ୍ରିନା ଓ କାର୍ତ୍ତିକ ଧୋଉଛନ୍ତି ଘରର ଗଦା ଗଦା ବାସନ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ଲକଡାଉନ ଯୋଗୁ ପୂରା ଦେଶ ସେଲ୍ଫ ଆଇସୋଲେଶନରେ ରହିଛି । ଏଭଳି ସ୍ଥିତିରେ ସମସ୍ତେ ନିଜ ନିଜ ଘରେ ବସି କାମ କରୁଛନ୍ତି । ଏପରିକି, ଘରକୁ କାମ କରିବାକୁ ଆସୁଥିବା ମେଡ ମଧ୍ୟ ଛୁଟିରେ । ତେଣୁ ଏବେ ବଲିଉଡ ଷ୍ଟାରମାନଙ୍କୁ ଘରେ ବାସନ ନିଜେ ଧୋଇବାକୁ ପଡୁଛି । ଏ ନେଇ କ୍ୟାଟ୍ରିନା କୈଫ…

କ୍ୟାଟ୍ରିନାଙ୍କ କରୋନା ଭୟ: ଜିମ ନ ଯାଇ ଘରେ ଏମିତି କରୁଛନ୍ତି ଏକ୍ସରସାଇଜ

କରୋନାଭାଇରସ କାରଣରୁ ପୁରା ବଲିଉଡ ବନ୍ଦ ହୋଇ ସାରିଲାଣି । ସେଲିବ୍ରିଟି ମାନେ ଘର ଭିତରେ ବନ୍ଦୀ ହୋଇ ଯାଇଛନ୍ତି । ଏହା କାରଣରୁ ବଲିଉଡ ସିଟିର ସମସ୍ତ ଜିମ ବି ବନ୍ଦ ହୋଇସାରିଥିବା ବେଳେ ଷ୍ଟାର ମାନେ ବି ଏହାର ବିକଳ୍ପ ବାଛି ସାରିଲେଣି । ବଲିଉଡ ଜଗତର ଅନ୍ୟତମ ସୁନ୍ଦରୀ କ୍ୟାଟ୍ରିନା କେଫ ନିଜ…