କଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରସ୍ତୁତ ହେଲେଣି କ୍ୟାଟ୍ରିନା? ସୋସିଆଲ ମିଡିଆରେ ମିଳୁଛି ସୂଚନା
ଫିଲ୍ମ ‘ଭାରତ’ ରିଲିଜ ହେବା ପରେ କ୍ୟାଟ୍ରିନା କୈଫ୍ ଙ୍କ ଚର୍ଚ୍ଚା ବଢିବାରେ ଲାଗିଛି। ବକ୍ସ ଅଫିସରେ ‘ଭାରତ’ ର ସାନଦାର ପ୍ରଦର୍ଶନ ସହ ଫିଲ୍ମରେ କ୍ୟାଟ୍ରିନା କୈଫ୍ ଙ୍କ ଅଭିନୟ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇପାରିଛି। ଫିଲ୍ମ ବ୍ୟତୀତ ନିଜର ଗ୍ଲାମରିୟସ ଲୁକ୍ କୁ ନେଇ ମଧ୍ୟ କ୍ୟାଟ୍ରିନା ଖୁବ୍…