ହନିମୁନ୍ରୁ ଫେରିଲେ ବିକ୍କି ଏବଂ କ୍ୟାଟ୍ରିନା, ଦେଖିବାକୁ ମିଳିଲା ଭିନ୍ନ ଅନ୍ଦାଜ
ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ଛୁଟି କଟାଇ ଫେରିଛନ୍ତି। ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଭିନ୍ନ ଲୁକ୍ରେ ନଜର ଆସିଥିଲେ। ଫେରିବା ବେଳେ ଦୁହେଁ ପରସ୍ପର ହାତ ଧରି ଆସୁଥିବା ନଜର ଆସିଥିଲେ। ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଦୁହେଁ ଛୁଟି କାଟି ବହୁତ କ୍ଲାନ୍ତ ଥିବା ନଜର…