କଳି ଝଗଡା ପଡିଲା ଦାଣ୍ଡରେ, ଶାଶୁକୁ ଗଡାଇ ତଡାଇ ବିଧା ଚାପୁଡା ମାରିଲା ବୋହୂ
ପଟ୍ଟାମୁଣ୍ଡାଇ (କେନ୍ୟୁଜ): ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ । ଛାଡି ଦେ ଛାଡି ଦେ ମୋତେ ଏମିତି କଚାଡି ମାରେନି ଭାରି କାଟୁଛି । ଏ ବୁଢ଼ିଟାକୁ ଟିକେ ଦୟା କରେ ଲୋ ମାଆ । ଏମିତି କାକୁତି ମିନତି ହୋଇ ବୋହୂକୁ ନେହୁରା ହେଉଛି କିନ୍ତୁ ବୋହୂ ନଶୁଣିଲେ ଗଲା । ନିଜ ପାଦରେ ପିନ୍ଧିଥିବା…