Browsing Tag

kendrapara

ହରିହରକ୍ଷେତ୍ର ମାହାଳରେ ପାଳିତ ହୋଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବିଶ୍ଵନିୟନ୍ତା ମହାପ୍ରଭୁଙ୍କର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସାରା ଦୁନିଆରେ ପାଳନ କରାଯାଉଛି। ଏମିତିରେ ଓଡ଼ିଶାର ହରିହରକ୍ଷେତ୍ର ଭାବେ ପ୍ରସିଦ୍ଧ ଲାଭକରିଥିବା ମାହାଳ ଜଗନ୍ନାଥ ମନ୍ଦିର ମଧ୍ୟ ବାଦ ପଡ଼ିନାହିଁ । ଚଳିତ ବର୍ଷ ଏଠାରେ ମହା ଆଡମ୍ବରରେ ପାଳନ କରାଯାଇଛି ଚତୁର୍ଦ୍ଧା ମୁର୍ତ୍ତିଙ୍କର…

୧୩ ବର୍ଷୀୟା ନାବାଳିକା ଉପରେ ମାଡିଗଲା ହାଇୱା, ଗାଡ଼ିକୁ ଭଙ୍ଗାରୁଜା କରି ରାସ୍ତା ତଳକୁ ଫୋପାଡିଦେଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା । ସୂଚନା ଅନୁସାରେ ଏହି ରାସ୍ତା ଦେଇ…

ମହିଳା ହଷ୍ଟେଲରେ ବିଳମ୍ବିତ ରାତିରେ ଧସେଇ ପଶିଲେ ଦୁର୍ବୃତ୍ତ, ଅସଦାଚରଣ କରିବା ସହ ଲୁଟି ନେଲେ ସବୁ କିଛି

କେନ୍ଦ୍ରାପଡା (କେନ୍ୟୁଜ୍): କେନ୍ଦ୍ରାପଡ଼ା କଲେଜ ମହିଳା ହଷ୍ଟେଲ ରୁମ୍ ରେ ବିଳମ୍ବିତ ରାତ୍ରରେ ପସିଲେ ଦୁର୍ବୃତ୍ତ । ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଟଙ୍କା, ମୋବାଇଲ ଲୁଟି ନେଇଛନ୍ତି ଅଭିଯୁକ୍ତ । ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ମିଳିଥିବା ଖବର…

ଓଡ଼ିଶା ମୋ ପରିବାର ସହାୟତାରେ ଦୁବାଇରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରିଲା ପାର୍ଥିବଶରୀର

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ବର୍ଷିୟ ଶେଖ୍ ସାଜିଦ ଗତ ୨୦୧୮ ମସିହାରୁ ଦୁବାଇରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ଏପ୍ରିଲ ୯ ତାରିଖରେ ହୃଦ୍-ଘାତରେ ପୀଡ଼ିତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…

କେନ୍ଦ୍ରାପଡା: ବନ୍ଧୁକ ଦେଖାଇ ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା (କେନ୍ୟୁଜ): ଜନସେବା କେନ୍ଦ୍ରରୁ ବନ୍ଧୁକ ଦେଖାଇ ଲୁଟ୍‌। କେନ୍ଦ୍ରାପଡା ସଦର ଥାନା ଚାନ୍ଦୋଳ ହାଟରେ ଥିବା ଜନସେବା କେନ୍ଦ୍ରରୁ ଏହି ଲୁଟ୍‌ ହୋଇଛି। ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ସନ୍ଧ୍ୟାରେ ଦୁଇଜଣ ମହିଳା କର୍ମଚାରୀ କେନ୍ଦ୍ରରେ ଥିବା ବେଳେ…

ଶବକୁ ନେଲାନି ମହାପ୍ରୟାଣ ଗାଡ଼ି, ମେଡିକାଲରୁ କାନ୍ଧରେ ବୋହିଲେ ସ୍ଥାନୀୟ ଯୁବକ

କେନ୍ଦ୍ରାପଡ଼ା(କେ ନ୍ୟୁଜ): ଶବକୁ ନେଲାନି ମହାପ୍ରୟାଣ ଗାଡ଼ି । ଶେଷରେ ମେଡିକାଲରୁ କାନ୍ଧରେ ବୁହାଗଲା ମୃତଦେହ । ମହାପ୍ରୟାଣ ଗାଡ଼ି ୮୦୦ ଟଙ୍କା ମାଗିବାରୁ ମୃତଦେହ ୪ ଘଣ୍ଟା ପଡି ରହିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଏପରି ଏକ ଘଟଣା ସାମ୍ନାକୁ ଆସିଛି | ଅଭାବନୀୟ ଘଟଣା…

କେନ୍ଦ୍ରାପଡ଼ା ଗରପୁର ଗାଁରେ ଦୁର୍ଭାଗ୍ଯଜନକ ଘଟଣା : ଅପହରଣ କରିବାକୁ ଯାଇ ଯୁବକ କୋମାରେ

କେନ୍ଦ୍ରାପଡ଼ା: ଅପହରଣ କରିବାକୁ ଯାଇ ନିଜେ କୋମାରେ । ହତଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରପୁର ଗାଁରେ । ଗତ ୫ତାରିଖରେ ଗରପୁରର ନରେନ୍ଦ୍ର ମଲିକ ସଂପର୍କୀୟ ବଡ଼ଭାଇର ପ୍ରେମିକାକୁ ଅପହରଣ କରିବାକୁ ଯାଇଥିଲେ । ବଡ଼ଭାଇର ପ୍ରେମିକାକୁ ବାଇକରେ ଅପହରଣ କରି ନେଇ…

ଦମ୍ଭ ଭାଙ୍ଗିଯାଇଛି କିନ୍ତୁ ସ୍ୱାଭିମାନ ନୁହେଁ, ବିଦ୍ୟୁତ ବିଭାଗର ଇଂଜିନିୟର ଏବେ ପାନ ଦୋକାନ କରି ବି ଦେଉଛନ୍ତି…

ଜଣେ ମଣିଷ ନିଜର ରୋଜଗାର ପନ୍ଥା ହରାଇ ବସିଲେ କେତେ ଯେ କଷ୍ଟ ହୁଏ ତାହା କେବଳ ଚାକିରି ହରାଇଥିବା ଲୋକ ହିଁ ଜାଣିଥାଏ । ସେଥିପାଇଁ ତ ଆଜି ସେ ନିଜେ ଚାକିରୀ ହରାଇ ବି ଅନ୍ୟକୁ ଯୋଗାଇ ଦେଇଛନ୍ତି କାମ । କରୋନା ତାଙ୍କ ଦମ୍ଭକୁ ଭାଜିଦେଇଛି ସତ କିନ୍ତୁ ସ୍ୱାଭିମାନକୁ ନୁହେଁ । ଜଣେ ସ୍ବାଭିମାନି…

ଚିକିତ୍ସା କରିବାକୁ ଟଙ୍କା ନାହିଁ ବୋଲି ଜଞ୍ଜିରରେ ବାନ୍ଧିଦେଲେ ବାପା ମା, ଏବେ ଏମିତି କଟୁଛି ପ୍ରଦୀପଙ୍କ ଜୀବନ

ଏ ଯୁବକ ଜଣକୁ ଦେଖିଲେ ଲାଗିବ ଯେମିତି କେଉଁ ଅପରାଧ ପାଇଁ ଶାସ୍ତି ଭୋଗୁଛନ୍ତି । ହଁ ସତରେ ସେ ଦଣ୍ଡ ପାଉଛନ୍ତି, ହେଲେ ଜେଲ୍‌ରେ ନୁହେଁ, ନିଜ ଘରେ । ୨୨ ବର୍ଷର ଏଇ ଯୁବକ ପ୍ରଦୀପ ମଲ୍ଲିକଙ୍କ ହାତ ଗୋଡ଼ ଲୁହା ଚେନ୍‌ରେ ବନ୍ଧା ହୋଇଛି । ନିରୀହ ମୁହଁ ଦେଖିଲେ କେହି କହିବେକି ସେ କିଛି ଦୋଷ…

କରୋନା ସ୍ୱାବ ଟେଷ୍ଟ ସଂଗ୍ରହ ଟିମ୍‌କୁ ଆକ୍ରମଣ ଘଟଣା, ଗିରଫ ହେଲେ ଅଭିଯୁକ୍ତ

କେନ୍ଦ୍ରାପଡା : କରୋନା ସ୍ୱାବ ଟେଷ୍ଟ ସଂଗ୍ରହ ଟିମର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ପାତ୍ରପୁର ଗାଁରେ ମେଗା କ୍ୟାମ୍ପରେ ସ୍ୱାପ ସଂଗ୍ରହ ଚାଲିଥିବା ବେଳେ ଗାାଁର କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ। ବିଶ୍ୱରଞ୍ଜନ ନାମକ ଯୁବକ ବନ୍ଧୁକ…

କରୋନା ସ୍ୱାବ ଟେଷ୍ଟ ସଂଗ୍ରହ ଟିମ୍‌କୁ ଆକ୍ରମଣ ଉଦ୍ୟମ, ଟିମ ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକାଇଲେ ଯୁବକ

କେନ୍ଦ୍ରାପଡ଼ା: କରୋନା ସ୍ୱାବ ଟେଷ୍ଟ ସଂଗ୍ରହ ଟିମ୍‌କୁ ଆକ୍ରମଣ ଉଦ୍ୟମ। ଟିମ ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକାଇଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଘଟିଛି ଏଭଳି ଘଟଣା। ପାତ୍ରପୁର ଗାଁରେ ମେଗା କ୍ୟାମ୍ପରେ ସ୍ୱାପ ସଂଗ୍ରହ ଚାଲିଥିବା ବେଳେ ଗାାଁର କିଛି ଯୁବକ ଆସି ପାଟିତୁଣ୍ଡ…

ବିନା କାରଣରେ ଘରେ ଲାଗୁଛି ନିଆଁ, ଜଳି ଯାଉଛି ସବୁ କିଛି, ଲୋକେ ଛାନିଆ; ଦେଖନ୍ତୁ ଭିଡିଓ

ମହାକାଳପଡ଼ା : ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହାକୁ ବିଶ୍ୱାସ କରିବା ଜଣେ ସାଧାରଣ ଲୋକ ପକ୍ଷେ ଅସମ୍ଭବ। ଏବେ ସେହିଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ। କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ନୂଆଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ହଠାତ୍‌ ନିଆଁ…