ଶ୍ରୀ ବଳଦେବଜୀଉଙ୍କ ରଥ ଚାଳନା ଦାବିରେ ସେବାୟତ ଓ ଜନସାଧାରଣଙ୍କ ଅନଶନ
କେନ୍ଦ୍ରାପଡ଼ା (କେ ନ୍ୟୁଜ୍) : ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମ କୋର୍ଟଙ୍କ ଅନୁମତି ପରେ କେନ୍ଦ୍ରାପଡ଼ାରେ ଅନଶନରେ ବସିଲେ ସେବାୟତ । ବଳଦେବ ଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବା ପାଇଁ ଦାବି କରି ମନ୍ଦିର ସେବାୟତ ଏବଂ ବଳଦେବ ସେନାଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇ ଅନଶନ ଆରମ୍ଭ…