ଭୋକରେ ରହିଲେ ଯୀଶୁଙ୍କ ସହ ହେବ ଭେଟ…! କେନିଆରେ ମୃତକଙ୍କ ସଂଖ୍ୟା ୨୦୦ ଟପିଲା
କେନିଆର ଶାକାହୋଲା ଜଙ୍ଗଲରୁ ମିଳୁଥିବା ମୃତଦେହ ସଂଖ୍ୟା ୨୦୧ରେ ପହଞ୍ଚିଛି। ଏବେ ବି ଆଖପାଖ ଅଞ୍ଚଳରୁ ଆହୁରି ଅନେକ ଲୋକ ନିଖୋଜ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଶନିବାର କବର ଭିତରୁ ୨୨ ମୃତଦେହ ବାହାର କରାଯାଇଛି। ଏହି ମାମଲାରେ କେନିଆ କୋର୍ଟ ସ୍ଥାନୀୟ ଏକ ଚର୍ଚ୍ଚର ପାଦ୍ରୀ ପଲ୍…