Browsing Tag

keonjhar

ଟାଇପୋଗ୍ରାଫିରେ ଅଙ୍କା ହୋଇଛି ଶ୍ରୀରାମଙ୍କ ଦରବାର, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ସୁଶ୍ରୀ ସୁମନ

କେନ୍ୟୁଜ୍‌(ବ୍ୟୁରୋ): ଟାଇପୋଗ୍ରାଫି ପେଣ୍ଟିଂରେ ଅଙ୍କା ହୋଇଛି ଶ୍ରାରାମଙ୍କ ଦରବାରର ଚିତ୍ର । ଏଥିପାଇଁ ବ୍ୟବହାର ହୋଇଛି ୧ଲକ୍ଷ ୧୦୮ଟି ରାମନାମ । ବିଭିନ୍ନ ରଙ୍ଗର ତୁଳୀରେ ରାମାନାମ ଲେଖି ଡ୍ରଇଂ ସିଟ୍‌ରେ ଆଙ୍କିଛନ୍ତି ଚିତ୍ର । ଚିତ୍ରରେ ସ୍ଥାନ ପାଇଛନ୍ତି ପ୍ରଭୁ ଶ୍ରୀରାମଙ୍କ ସହ ମାତା…

କେନ୍ଦୁଝର ମାଟିରେ ହୋଇଛି ଅଙ୍ଗୁର ଚାଷ, ଆଗକୁ ବଡ଼ ଆକାରରେ ଚାଷ କରିବାକୁ ଲକ୍ଷ୍ୟ

କେନ୍ୟୁଜ୍‌(ବ୍ୟୁରୋ): ଫଳିଛି ସବୁଜ ରଙ୍ଗର ପେନ୍ଥା ପେନ୍ଥା ଅଙ୍ଗୁର । ବାଉଁଶ ତିଆରି ଭାଡ଼ିରେ ମାଡ଼ିଛି ଅଙ୍ଗୁର ଲତା । ସମ୍ପୂର୍ଣ୍ଣ ଭାଡ଼ିଟି ସବୁଜ ଦେଖାଯାଉଛି । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ଅଙ୍ଗୁର ପେନ୍ଥାରେ ଅଙ୍ଗୁର ଫଳିଛି । ଭାଡ଼ିରେ ଧାଡ଼ି ଧାଡ଼ି ହୋଇ ଅଙ୍ଗୁର ପେନ୍ଥା ଓହଳୁଛି । ଯାହା…

ପରକୀୟା ପ୍ରୀତିର କରୁଣ ପରିଣତି, ପ୍ରେମିକର ତଣ୍ଟି କାଟିଲା ପ୍ରେମିକାର ସ୍ୱାମୀ

ଆନନ୍ଦପୁର(କେନ୍ୟୁଜ୍):ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ। ପ୍ରେମିକର ତଣ୍ଟି କାଟିଲା ପ୍ରେମିକାର ସ୍ୱାମୀ। କେନ୍ଦୁଝର ଜିଲା ତୁରୁମୁଙ୍ଗାରେ ଅଭାବନୀୟ ଘଟଣା। ଜଣେ ଯୁବକ ଶୋଇଥିବା ଅବସ୍ଥାରେ ତାଙ୍କର ତଣ୍ଟି କାଟିଛନ୍ତି ଆଉ ଜଣେ ଯୁବକ। ତୁରୁମୁଙ୍ଗାର ଭାଗୀରଥି ମୁଣ୍ଡା ନାମକ ଜଣେ ଯୁବକ ଗତ ୬ମାସ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

କେନ୍ଦୁଝର(କେନ୍ୟୁଜ୍): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଜଣଙ୍କୁ ପ୍ରଧାନଶିକ୍ଷକ ଅଫିସକୁ ଡାକି ଅସଦାଚରଣ…

ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ, ପଥରରେ ଛେଚି ହତ୍ୟା ସନ୍ଦେହ

ବାଂଶପାଳ (କେନ୍ୟୁଜ): ପଥରରେ ଛେଚି ଯୁବକଙ୍କୁ ବୀଭତ୍ସ ହତ୍ୟା ସନ୍ଦେହ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତ ଆମୁଣି ଗାଁର ରାସ୍ତାରେ ଏକ ଅଚିହ୍ନା ଅଳ୍ପ ବୟସ୍କ ଯୁବକଙ୍କ ମୃତଦେହ ପଡ଼ିରହିଛି। ମୃତକ ଫୁଲଝର ଗାଁର ତରଣୀସେନ ମଣ୍ଡଳ ବୋଲି ଜଣାପଡିଛି।…

ଅଟୋ- ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ୪ ମୃତ, ୪ଗୁରୁତର

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ପାଣ୍ଡାପଡା ପୋଲିସ ସୀମା ଅନ୍ତର୍ଗତ ବସନ୍ତପୁର ନିକଟରେ ଅଟୋ-ରିକ୍ସା ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଫଳରେ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନେ କେନ୍ଦୁଝର…

ସଡକ ଦୁର୍ଘଟଣା : ବାଇକକୁ ଧକ୍କା ଦେଲା ହାଇଓ୍ବା, ୨ ମୃତ

କେନ୍ଦୁଝର (କେନ୍ୟୁଜ): ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ଆଜି ଏକ ହାଇଓ୍ବା ଟ୍ରକ ଧକ୍କା ଦେବାରୁ ଦୁଇ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।…

କେନ୍ଦୁଝରରେ ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ

କେନ୍ଦୁଝର(କେନ୍ୟୁଜ୍): ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା-ଚମ୍ପୁଆ ରାସ୍ତାର ବୁଢ଼ିକାପୁଡ଼ି ନିକଟରେ ଘଟିଛି ଦୁର୍ଘଟଣା । ସ୍କୁଟି ସହ ବାଇକ୍‌ ଧକ୍ଳା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ…

ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବୈଦ୍ୟନାଥ ହୋଟେଲ ପଛ ପାଖରେ ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୁତ୍ତଙ୍କ ଛୁରା ମାଡ । ଡ୍ରାଇଭର ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ଟିସ୍କୋ କର୍ମଚାରୀଙ୍କ ଦ୍ୱାରା ଟିସ୍କୋ ଡାକ୍ତର ଖାନାରେ ଭର୍ତି କରାଯାଇଛି । ଘଟଣା…

ଯୋଡ଼ାର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ: ମିଳୁନି ବୟଫ୍ରେଣ୍ଡଙ୍କ ପତ୍ତା

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡ଼ା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ। ଶୁଭଶ୍ରୀଙ୍କ ମୃତ୍ୟୁକୁ ୮ ଦିନ ବିତିଥିଲେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା। ତାଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ସନ୍ଦେହ ଘେରରେ ଥିଲେ ମଧ୍ୟ ଏଯାଏ ତାଙ୍କର…

ଏ ହେଉଛି ଆମର ବ୍ୟବସ୍ଥା: ସୁରକ୍ଷାକର୍ମୀଙ୍କ ହାତରେ ସ୍ୱାସ୍ଥ୍ୟସେବା

କେନ୍ଦୁଝର(କେନ୍ୟୁଜ୍):ସୁରକ୍ଷାକର୍ମୀଙ୍କ ହାତରେ ଚାଲିଛି ସ୍ୱାସ୍ଥ୍ୟସେବା । କେନ୍ଦୁଝର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ସୁରକ୍ଷାକର୍ମୀ ଚିକିତ୍ସା କରୁଥିବା ଭିଡ଼ିଓ ଭାଇରାଲ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବଦଳରେ ଜଣେ ମହିଳା ସୁରକ୍ଷା କର୍ମୀ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ।…

କେନ୍ଦୁଝର: ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ଭତ୍ତା ଟଙ୍କା, ଦୁଇ ପିଇଓ ଓ ପୂର୍ବତନ ସରପଞ୍ଚଙ୍କୁ ୩ବର୍ଷ…

କେନ୍ଦୁଝର (କେନ୍ୟୁଜ୍): ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଓ ଜାଲ୍ ନାଁରେ ୩ ଲକ୍ଷ ୬୮ ହଜାର ୯ ଶହ ଭତ୍ତା ଟଙ୍କା ହଡ଼ପ ମାମଲାରେ ୨ ଜଣ ପୂର୍ବତନ ପିଇଓ ଓ ପୂର୍ବତନ ସରପଞ୍ଚଙ୍କୁ ଜେଲ ଦଣ୍ଡ।  ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୩ବର୍ଷ କାରାଦଣ୍ଡାଦେଶ ଓ ୩୫ ହଜାର ଟଙ୍କା ଜୋରିମାନା…