Below header
Browsing Tag

keonjhar

କେନ୍ଦୁଝର: ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ଭତ୍ତା ଟଙ୍କା, ଦୁଇ ପିଇଓ ଓ ପୂର୍ବତନ ସରପଞ୍ଚଙ୍କୁ ୩ବର୍ଷ…

କେନ୍ଦୁଝର (କେନ୍ୟୁଜ୍): ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଓ ଜାଲ୍ ନାଁରେ ୩ ଲକ୍ଷ ୬୮ ହଜାର ୯ ଶହ ଭତ୍ତା ଟଙ୍କା ହଡ଼ପ ମାମଲାରେ ୨ ଜଣ ପୂର୍ବତନ ପିଇଓ ଓ ପୂର୍ବତନ ସରପଞ୍ଚଙ୍କୁ ଜେଲ ଦଣ୍ଡ।  ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୩ବର୍ଷ କାରାଦଣ୍ଡାଦେଶ ଓ ୩୫ ହଜାର ଟଙ୍କା ଜୋରିମାନା…

କାର ଉପରେ ଚଢିଗଲା ଟ୍ରକ: ଗୋଟିଏ ପରିବାରର ୪ ଜଣଙ୍କର ଚାଲିଗଲା ଜୀବନ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ସଦର ଥାନା ବଡ଼ପଶି ନିକଟରେ ଟ୍ରକ କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୪ ମୃତ ଓ ଜଣେ ଗୁରୁତର । ଗୁରୁତର ବ୍ଯକ୍ତିକୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନ ମିଳିଛି  । କାଳୀପୂଜା ମିନା ବଜାର ୧…

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ସିଡିଏମଓଙ୍କୁ ନବରଙ୍ଗପୁରକୁ ବଦଳି

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କୁ ନବରଙ୍ଗପୁରକୁ ବଦଳି। ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କଲେ ସ୍ୱାସ୍ଥ୍ୟ ଓ ପରିବାର…

କେନ୍ଦୁଝର ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ନବଜାତଙ୍କ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ୨୪ ଘଣ୍ଟାରେ ୬ ନବଜାତଙ୍କ ମୃତ୍ୟୁ ଅଭିଯୋଗ । ଯାହାକୁ ନେଇ SNCU ପରିସରରେ ଉତ୍ତେଜନା । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତଙ୍କ ମୃତ୍ୟୁ ହୋଇଥିବା ଅଭିଭାବକଙ୍କ ଅଭିଯୋଗ । ମେଡିକାଲ ପରିସରରେ ବ୍ୟାପକ…

ଚଳନ୍ତା ଅଟୋ ଉପରେ ଉପୁଡ଼ି ପଡ଼ିଲା ଗଛ, ଅଟୋ ଗୁଣ୍ଡ ଓ ଦୁଇ ଜଣ ଆହତ

କେନ୍ଦୁଝର (କେନ୍ୟୁଜ୍‌) : ଏହାକୁ ଦୁର୍ଭାଗ୍ୟ କହିବନି ତ ଆଉ କଣ ? ରାସ୍ତା ଉପରେ ଅଟୋରେ ବସି ଯାଉଥିଲେ ବାପ ପୁଅ ଆଉ ଘଟିଲା ଅଘଟଣ । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଏହି ବାପ ପୁଅ । ଲଗାଣ ବର୍ଷାରେ ଏକ ବିଶାଳ ଗଛ ଅଚାନକ ଉପୁଡି ପଡ଼ିଲା । ଠିକ୍‌ ସେତିକି ବେଳେ ରାସ୍ତାରେ ଯାଉଥିବା…

ଜୀବନବ୍ୟାପି ସ୍କୁଲକୁ ସୁରକ୍ଷା ଦେଇଥିଲେ ରାତ୍ରଜଗୁଆଳ, ଅବସର ବେଳେ ନାଚି ନାଚି ବିଦାୟ ଦେଲେ ସ୍କୁଲ କତ୍ତୃପକ୍ଷ ଓ…

ଘଟଗାଁ(କେନ୍ୟୁଜ୍):  ଦୀର୍ଘ ୨୯ବର୍ଷ ଧରି ଯେଉଁ ବିଦ୍ୟାଳୟ ରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲେ ସେହି ବିଦ୍ୟାଳୟରୁ ଅବସର ଏବେ ଅବସର ନେଇଛନ୍ତି ସ୍କୁଲର ରାତ୍ରଜଗୁଆଳି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ…

କାର୍‌ରେ ଚୋରା ଚାଲାଣ ବେଳେ ୧୩ଲକ୍ଷ ଟଙ୍କାର ଅଫିମ ଜବତ, ୫ ଅଭିଯୁକ୍ତ ଗିରଫ

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସ ଚୋରା ଅଫିମ ନେଇ ଆସୁଥିବା ଏକ କାରକୁ କାଳିଆଡୁମା ଗ୍ରାମ ନିକଟରୁ ଧରିବା ସହ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁର ଜନ ହାସା,ଝାରଖଣ୍ଡର ଜାଗାଇ ସାଲୁକାଟ,ସାନି ମୁଣ୍ଡା,ଅଟୱା ମୁଣ୍ଡା ଏବଂ…

କିମ୍ବଦନ୍ତୀ ଭରା ମା’ ତାରିଣୀଙ୍କ ଆଷାଢି ପର୍ବ

ମା'ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହି ଆଷାଢୀ ପର୍ବ ହେଉଛି ଖୁବ ନିଆରା ଓ ଭକ୍ତିଭରା । କିମ୍ବଦନ୍ତୀ ଭରା ଏହି ପର୍ବରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ମା ଦିନ ସାରା ଉପବାସ ପାଳନ କରିଥାନ୍ତି । ଯେଉଁଥିପାଇଁ ଏହି ଦିନରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥାଏ । ସୂର୍ଯ୍ୟାସ୍ତ ପରେ ହିଁ ମନ୍ଦିର…

ଡ୍ରାଇଭର୍‌ଙ୍କ ବେକରେ ଛୁରୀ ଲଗାଇ ୨ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର(କେନ୍ୟୁଜ୍): ଡ୍ରାଇଭର୍‌ଙ୍କୁ ମାରଣାସ୍ତ୍ର ଦେଖାଇ ୨ଲକ୍ଷ ୭୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଖଡ଼ିବିଲ ନିକଟରେ ଡ୍ରାଇଭର୍‌ ଅଜୟ କୁମାର ବାରିକଙ୍କ ବେକରେ ଛୁରୀ ଲଗାଇ ୪ ଜଣ ଲୋକ ୨ଲକ୍ଷ ୭୦ ହଜାର ଟଙ୍କା ଓ ତାଙ୍କ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିବା…

ଭୁଲ ଗ୍ରୁପର ରକ୍ତ ନେଲା ଦୁଇ ରୋଗୀଙ୍କ ଜୀବନ, ତଦନ୍ତ ଦାବି କଲେ ପରିବାର ଲୋକେ

କେନ୍ଦୁଝର (କେନ୍ୟୁଜ): ଭୁଲ୍‌ ଗ୍ରୁପର ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ରୋଗୀଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିବାପରେ ସ୍ୱାସ୍ଥ୍ୟସେବାର ଗୁରୁତର ତ୍ରୁଟି ପଦାରେ ପଡ଼ିଛି । କେନ୍ଦୁଝର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବାବେଳେ ଏହାର…

ପୁଣି ବିପଦରେ ଗଜରାଜ୍, ଯୋଡ଼ାରେ ଟ୍ରେନ ଧକ୍କାରେ ମାଈ ହାତୀ ସହ ୨ ଛୁଆ ହାତୀ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ଟ୍ରେନ ଧକ୍କାରେ ମାଈ ହାତୀ ସହ ୨ ଛୁଆ ହାତୀ ଗୁରୁତର । କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଦୁର୍ଘଟଣା ଘଟିଛି । ଦକ୍ଷିଣ ପୂର୍ବ ରେଳବାଇ, ବାଂଶପାଣୀ - ଜୁରୁଡ଼ି ରେଳପଥର ୪୦୪ ନଂ ପିଲ୍ଲାର ନିକଟରେ ଏକ ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କା…

ଖଣି ବ୍ୟବସାୟୀଙ୍କ ଘର ଓ ଅଫିସ୍‌ରେ EDର ଚଢ଼ାଉ,ମନି ଲଣ୍ଡରିଂ ମାମଲାରେ ୪ଟି ସ୍ଥାନରେ ଚାଲିଛି ରେଡ୍‌

କେନ୍ୟୁଜ୍(ବ୍ୟୁରୋ):ଇଡି ଜାଲରେ ଖଣି ବ୍ୟବସାୟୀ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ । ତାଙ୍କ ଘର ଓ ଅଫିସ ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଯୋଡ଼ାର ୨ଟି ସ୍ଥାନ ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଚଢାଉ କରାଯାଇଛି । ଯୋଡ଼ା ସ୍ଥିତ ସାଇ…