Browsing Tag

kerala flood

କେରଳରେ ଜଳ ପ୍ରଳୟ: ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୮ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ

କେରଳ: କେରଳରେ ଜଳ ପ୍ରଳୟ। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୧ଟି ଏନଡିଆରଏଫ୍‌ ଟିମ । ରାଜ୍ୟ ସରକାରଙ୍କ ଅନୁରୋଧରେ ଆର୍ମୀ,ନାଭି ଓ ବାୟୁସେନା ଉଦ୍ଧାର କାର୍ଯ୍ୟରେ…

ଦାନ ସିନା କମ ହେଲେ କାମ ମହାନ :୪ କିଲୋମିଟର ଭିକ୍ଷା ମାଗି ରୋଜଗାର କରିଥିବା ଟଙ୍କାକୁ କେରଳକୁ କଲେ ଦାନ

କେରଳରେ ଏବେ ଶତାବ୍ଦୀର ସବୁଠାରୁ ପ୍ରଳୟଙ୍କରୀ ବନ୍ୟା ହୋଇଥିବା ବେଳେ କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରୁଛନ୍ତି । ଏଥିମଧ୍ୟ ଏପରି ଅନେକ ବ୍ୟକ୍ତି କେରଳକୁ ସାହାଯ୍ୟ କରିଛନ୍ତି ଯେଉଁମାନେ ନିଜେ କାହାର ସାହାଯ୍ୟ ଖୋଜୁଛନ୍ତି। ଆଜି ଆମେ ସେହିଭଳି…

ଭୁଲ ନିଷ୍ପତ୍ତି ଯୋଗୁଁ କେରଳରେ ବନ୍ୟା ହେଲା : ନାସା

ନୂଆଦିଲ୍ଲୀ : ଏ ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ବିପତ୍ତି ସହ ଯୁଝୁଛି କେରଳ । ଏହା ପୂର୍ବରୁ ୧୯୨୪ରେ ଏଭଳି ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଥିଲା । ଚଳିତ ବନ୍ୟାରେ ସରକାରୀ ହିସାବ ଅନୁଯାୟୀ ୪୪୩ ଜଣଙ୍କର ପ୍ରାଣ ଯାଇଛି । ପ୍ରାୟ ୫୦ ହଜାର ଘର ଭାଙ୍ଗି ଯାଇଛି । ସାଢ଼େ ୪ ଲକ୍ଷ ଲୋକ ରିଲିଫ…

କେରଳ ବନ୍ଯା ପ୍ରପୀଡ଼ିତାଙ୍କ ମୋବାଇଲ ଫ୍ରିରେ ସଜାଇବ ହୁୱାଇ

ନୂଆଦିଲ୍ଳୀ : କେରଳରେ ଆସିଥିବା ଭୟଙ୍କର ବନ୍ଯାରେ ଜନଜୀବନ ବହୁତ ମାତ୍ରାରେ କ୍ଷତି ହୋଇଛି। ଏଥିରେ ପାଖାପାଖି ୪୦୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଧନସମ୍ପତ୍ତି କ୍ଷତି ହୋଇଛି। ଏହି ସମୟରେ କେରଳବାସୀଙ୍କୁ ସାହାଯ୍ଯର ହାତ ବଢ଼ାଇଛି ସାରା ଦେଶ। ଖାଲି ଦେଶ ନୁହଁ ଦେଶ ବାହାରୁ ମଧ୍ୟ ବନ୍ଯା…

ଛୋଟ ଝିଅର ବଡ଼ ହୃଦୟ : ହାର୍ଟ ଅପରେସନ୍ ପାଇଁ ସଂଚୟ କରିଥିବା ଟଙ୍କା କେରଳକୁ କଲା ଦାନ

ବନ୍ୟାରେ ହୋଇଥିବା ବଡ କ୍ଷୟକ୍ଷତି ପରେ ସାରା ଦେଶରୁ କେରଳକୁ ମିଳୁଛି ସହାୟତା । ଯେଉଁ ଠାରେ ସାହାଯ୍ୟ କରିବା ପାଇଁ ଗରିବ ଏବଂ ଧନୀ ସାମିଲ୍ ହୋଇଛନ୍ତି ସେଠାରେ କିଛି ଲୋକ ଏମିତିବି ଅଛନ୍ତି ଯେଉଁ ମାନେ ପ୍ରମାଣ କରିଛନ୍ତି ଯଦି ଦେଶ ଉପରେ କିଛି ବିପଦ ଆସେ ତେବେ ସମସ୍ତେ ମିଶି କି’ପରି ସେହି…

 ବଲାଙ୍ଗିର : ଫେରିଲେ କେରଳ ବନ୍ୟାରେ ଫସିଥିବା ଶ୍ରମିକ

ବଲାଙ୍ଗିର (କେନ୍ଯୁଜ୍) : ଫେରିଲେ କେରଳ ବନ୍ୟାରେ ଫସିଥିବା ଶ୍ରମିକ । ହ୍ୟୁମାନ ଫାଉଣ୍ଡେସନ୍‌ ସଂସ୍ଥାର ସଦସ୍ୟଙ୍କ ସହାୟତାରେ ୩ ଜଣ ଶ୍ରମିକ ବଲାଙ୍ଗିର ଫେରିଛନ୍ତି । ଏମାନେ କେରଳର କୋଟେନରେ ଶ୍ରମିକ ଭାବେ କାମ କରୁଥିଲେ । ଜଳ ବନ୍ଦୀ ଅବସ୍ଥାରେ ଥିବା ବେଳେ ତିନି ଦିନ ଏମାନେ ଭୋକ ଉପାସରେ…

କେରଳକୁ କିମ୍‌ସର ସହାୟତାର ହାତ : ବନ୍ୟା ପୀଡ଼ିତଙ୍କ ଚିକିତ୍ସା ପାଇଁ ଗଲା ୨୫ ଜଣିଆ ଡାକ୍ତରୀ ଟିମ୍‌

କେରଳ ବନ୍ୟା ବିପନ୍ନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ-କିମସର ୨୫ ଜଣିଆ ଡାକ୍ତରୀ ଦଳ କେରଳ ଯାତ୍ରା କରିଛନ୍ତି । କେରଳ ମହାବନ୍ୟାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି । ଏବେ ବନ୍ୟା କମିଥିବା…

ସୁଧୁରୁଛି କେରଳ ପରିସ୍ଥିତି

ସୁଧୁରୁଛି କେରଳ ପରିସ୍ଥିତି। ବର୍ଷା ଛାଡ଼ିବା ପରେ ଧୀରେ ଧୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଉଦ୍ଧାର କାମ ସରି ଆସୁଥିବା ବେଳେ ବିପନ୍ନଙ୍କ ଥଇଥାନ ଓ ରିଲିଫ କାମକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ବ୍ୟବସ୍ଥା, ଏଟିଏମ୍ କିଭଳି…

କେରଳକୁ କିମ୍‌ସର ସହାୟତାର ହାତ : ଗଲେ ୨୫ଜଣିଆ ଡ଼ାକ୍ତରୀ ଦଳ

ଭୁବନେଶ୍ବର(କେନ୍ଯୁଜ୍) : କେରଳ ବନ୍ୟା ବିପନ୍ନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ-କିମସର ୨୫ ଜଣିଆ ଡାକ୍ତରୀ ଦଳ ଆଜି କେରଳ ଯାତ୍ରା କରିଛନ୍ତି । କେରଳ ମହାବନ୍ୟାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବହୁ କ୍ଷୟକ୍ଷତି…

କେରଳରୁ ଓଡ଼ିଶା ପହଞ୍ଚିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ : ବନ୍ୟା ଅଞ୍ଚଳରୁ ଉଦ୍ଧାର ପରେ ଫେରୁଛନ୍ତି ଓଡ଼ିଆ

ଶତାବ୍ଦୀର ସବୁଠୁ ବଡ଼ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ କେରଳରେ ଉଦ୍ଧାର କାର୍ୟ୍ୟ ପ୍ରାୟ ସରିଆସିଲାଣି । ଏବେ ରିଲିଫ ଓ ଥଇଥାନ ଉପରେ ଜୋର ଦିଆଯାଉଛି । ବିପନ୍ନଙ୍କୁ ପିଇବା ପାଇଁ ବିଶୁଦ୍ଧ ପାଣି ମିଳୁନଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ବିଧ୍ୱସ୍ତ କେରଳର ରିଲଫ ଓ ଥଇଥାନ…

ଭୟଙ୍କର ବନ୍ୟା ଭାଙ୍ଗି ଦେଇଛି କେରଳର ମେରୁଦଣ୍ଡ

କେରଳ(କେନ୍ୟୁଜ୍) : ଶତାବ୍ଦୀର ସବୁଠୁ ବଡ଼ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ କେରଳରେ ଉଦ୍ଧାର କାର୍ୟ୍ୟ ପ୍ରାୟ ସରିଆସିଲାଣି । ଏବେ ରିଲିଫ ଓ ଥଇଥାନ ଉପରେ ଜୋର ଦିଆଯାଉଛି । ବିପନ୍ନଙ୍କୁ ପିଇବା ପାଇଁ ବିଶୁଦ୍ଧ ପାଣି ମିଳୁନଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ବିଧ୍ୱସ୍ତ…

କେରଳ ବନ୍ୟାକୁ ବଡ଼ ପ୍ରାକୃତିକ ବିପତ୍ତି ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର

କେରଳ ବନ୍ୟାକୁ ବଡ଼ ପ୍ରାକୃତିକ ବିପତ୍ତି ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଶତାବ୍ଦୀର ସବୁଠୁ ବଡ଼ ବନ୍ୟାରେ କେରଳର ଅପୂରଣୀୟ କ୍ଷତି ଘଟିଛି । ତମାମ ରାଜ୍ୟ ଛାରଖାର ହୋଇ ଯାଇଛି । ରାସ୍ତାଘାଟ, ପୋଲ, ଘର, ଚାଷ ଜମି, ସବୁ କିଛି ନଷ୍ଟ ହୋଇ ଯାଇଛି । ବର୍ଷା କମିଛି, ହେଲେ ଏବେ ବି ଅନେକ…