Browsing Tag

khordha

୪୦ ଲକ୍ଷ ୨ଜଣ ଭୂତଙ୍କ ସଭାପତି ଏବେ ଜେଲରେ, ପୋଲିସକୁ ଚକ୍‌ମା ଦେବାରେ ମାହିର ଥିଲା

ଖୋର୍ଦ୍ଧା(କେନ୍ୟୁଜ୍):  ବନ୍ଧା ହେଲେ ଭୂତଙ୍କ ସଭାପତି । ୪୦ଲକ୍ଷ ୨ଜଣ ଭୂତଙ୍କ ସଭାପତି କହି କିଛିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ନନ୍ଦପୁର ଗାଁର ବିପିନ କୁମାର ରାଉତରାୟ । ବିପିନଙ୍କ…

ଖୋର୍ଦ୍ଧା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର କରିବେ…

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର । ଆଜି ଖୋର୍ଦ୍ଧା ଗସ୍ତରେ ଯାଇ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ…

ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଘଟଣାସ୍ଥଳରେ ୨ ମୃତ

ଖୋର୍ଦ୍ଧା (କେନ୍ୟୁଜ): ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌। ଘଟଣାସ୍ଥଳରେ ୨ ମୃତ। ଖୋର୍ଦ୍ଧା ଗଙ୍ଗପଡା ପୁରୁଣା ଟୋଲଗେଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ପିକଅପ୍‌ ଭ୍ୟାନ୍‌ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ…

ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା । ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ବାଣ କାରିଗରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ମୃତକ ଜଣଙ୍କ ହେଲେ ଦୋଳ ଗୋବିନ୍ଦ ବେହେରା । ବିସ୍ଫୋରଣରେ ଆଉ ୩…

ବେଆଇନ୍‌ ବାହାଘର ହେଉଛି ବୋଲି ସିଡିପିଓଙ୍କୁ ହୋଇଥିଲା ଅଭିଯୋଗ, କିନ୍ତୁ ସହଯୋଗ କଲାନି ପୋଲିସ

ବେଗୁନିଆ (କେନ୍ୟୁଜ): ଅଭିଯୋଗ ମିଳିଲା ବେଆଇନ୍‌ ବାହାଘର ହେଉଛି । ବାହାଘର ହେଉଥିବା ଜାଗାରେ ପହଞ୍ଚିଲେ ସିଡିପିଓ । ହେଲେ ସେଠି ବର କଣ ଶିଶୁପାଳ ହୋଇ ଫେରିବ ବାହାଘର ବନ୍ଦ ନକରି ପାରି ନିରାଶ ହୋଇ ଫେରିବାକୁ ପଡ଼ିଲା ସିଡିପିଓଙ୍କୁ । ଯାହା ଅଭିଯୋଗ ଆସିଛି ସିଡିପିଓଙ୍କୁ ପୋଲିସ୍‌ର ସହଯୋଗ…

୫ କୋଟି ଟଙ୍କାର ବ୍ରାଉନ୍‌ସୁଗର ଓ ଗଞ୍ଜେଇକୁ ପୋଡ଼ିଦେଲା STF

ଖୋର୍ଦ୍ଧା(କେନ୍ୟୁଜ୍): ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା STF । ୫ ହଜାର ୨୫୭ କିଲୋଗ୍ରାମ ଗଞ୍ଜେଇ ଏବଂ ୧ କେଜି ୩୨ ଗ୍ରାମ ଜବତ ବ୍ରାଉନ ସୁଗରକୁ ପୋଡି ନଷ୍ଟ କରାଯାଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଟାଙ୍ଗିଆପଡା ଠାରେ ଥିବା ସାନିକ୍ଳିନ ପ୍ରାଇଭେଟ ଲିମିଟେଡରେ…

ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା, ୫ ଆହତ

ଖୋର୍ଦ୍ଧା (କେନ୍ୟୁଜ): ସିରିଜ୍‌ ଦୁର୍ଘଟଣା। ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ବାଘମାରୀ ସାରୁଅ ରାସ୍ତାରେ ସିରିଜ ଦୁର୍ଘଟଣା। ଆଜି ସକାଳେ ଏକ କଦଳୀ ବୋଝେଇ ପିକଅପ୍‌ ଭ୍ୟାନ୍‌ ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇ ଓଲଟି ପଡିଥିଲା। ଏହାପରେ ଓଲଟି ପଡିଥିବା ଗାଡ଼ି ସହ ଦୁଇଟି ଅଟୋ ଓ…

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମହିଳା କର୍ମଚାରୀ କାଟିଦେଲେ ହାତ, ଦୁଇ ବର୍ଷ ଧରି ତାଙ୍କୁ ମାନସିକ ନିର୍ଯାତନା…

ଖୋର୍ଦ୍ଧା(କେନ୍ୟୁଜ୍): ହାତ କାଟିଦେଲେ ମହିଳା ବ୍ୟାଙ୍କ କର୍ମଚାରୀ । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବ୍ୟାଙ୍କରେ କାର୍ଯ୍ୟରତ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ରାଜଶ୍ରୀ ରାଉତ ନିଜ ହାତ କାଟିଛନ୍ତି । ୩ଜଣ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ସଙ୍ଗିନ…

ଖୋର୍ଦ୍ଧାରେ ବିଶ୍ୱକପ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା, ଜଟଣୀରେ ସ୍ୱାଗତ କରାଯିବା ପରେ  ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ…

ଖୋର୍ଦ୍ଧା(କେନ୍ୟୁଜ୍):ଖୋର୍ଦ୍ଧାରେ ବିଶ୍ୱକପ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା । ଚଣ୍ଡିଚୁଆ ଛକରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ-ଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠୀ ପ୍ରମୁଖ ସ୍ୱାଗତ କରିଥିଲେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ପାଇକ ଆଖଡା,…

ଖୋର୍ଦ୍ଧାରେ ପୁଣି ୫୧ ଗ୍ରାମ ଧଳାଜହର ସହ ଗୋଟିଏ କାର ଜବତ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧାରେ ପୁଣି ଜବତ ହେଲା ଧଳାଜହର । ଗିରଫ ହେଲେ ଦମ୍ପତି ବ୍ୟବସାୟୀ । ଆଦର୍ଶ ଥାନା ପୋଲିସ ପକ୍ଷରୁ ବରୁଣେଇ ଯିବା ରୋଡ୍‌ରେ ଚଢ଼ାଉ କରି ୫୧ଗ୍ରାମ ଧଳାଜହର ଜବତ ହୋଇଛି । ଏଥିସହ ନଗଦ ୧୧ ହଜାର ଟଙ୍କା, ଗୋଟିଏ କାର ଜବତ ହୋଇଛି । ଗିରଫ ଦମ୍ପତି ମଠସାହି ଅଂଚଳର…

ଖୋର୍ଦ୍ଧା ବିନୋଦପଡ଼ାର ଅଶ୍ଳୀଳ ନୃତ୍ୟ ଆୟୋଜକଙ୍କ ବିରୋଧରେ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା IHRC ଟିମ୍‌

ଖୋର୍ଦ୍ଧା(କେନ୍ୟୁଜ୍): ଅଶ୍ଳୀଳ ନୃତ୍ୟକୁ ନେଇ  ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିଲେ IHRC ଟିମର ସଦସ୍ୟ। ଖୋର୍ଦ୍ଧା ଜିଲ୍ଲାର ବିନୋଦପଡା ଅଞ୍ଚଳରେ କାଳିପୂଜା ଭଷାଣୀ ବେଳେ ଏକ ଅଶ୍ଳୀଳ ନୃତ୍ୟ ହୋଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଯାହାକୁ ନେଇ…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ଅଭିଯୋଗ ଆଣିଲେ ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ

ଖୋର୍ଦ୍ଧା (କେନ୍ୟୁଜ) : ଜିଲ୍ଲାପାଳଙ୍କ ନାମରେ ଅଭିଯୋଗ କରିଲେ ବ୍ୟକ୍ତିଗତ ସହାୟକ ପତ୍ନୀ । ଖୋର୍ଦ୍ଧା ଆଦର୍ଶ ଥାନାରେ ଦେଲେ ଏତଲା । ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଥିବା ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ । ଥାନାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ଓ…