Browsing Tag

khordha

ଖୋର୍ଦ୍ଧା: ବ୍ରାଉନସୁଗାର ମାଫିଆଙ୍କ ଦାମୀ କାରରୁ ମିଳିଲା ୨୨ ଲକ୍ଷ ଟଙ୍କା, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ଶିଆଳିଆ ରାସ୍ତାରୁ ଜଣେ ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ ଲକ୍ଷ ଟଙ୍କା, ସହିତ ଏକ ଦାମୀ କାର( ନଂ OD02CB-4242) ଜବତ ହୋଇଛି।  ଯାହାର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ। ତେବେ ପୋଲିସକୁ ଚକମା ଦେଖାଇ ବ୍ରାଉନସୁଗାର ବେପାରୀ…

ଖୋର୍ଦ୍ଧା ବେଙ୍ଗିଟାଙ୍ଗି ଜଙ୍ଗଲ ଭିତରେ କାହାର ଶବ ପୋତାଯାଇଛି? ଉଦ୍ଧାର କରି ତଦନ୍ତ କରିବ ପୋଲିସ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ବେଙ୍ଗିଟାଙ୍ଗି ଜଙ୍ଗଲ ଭିତରେ ପୋତାଯାଇଛି  ଶବ। ଗତ କାଲି ସ୍ଥାନୀୟ ଲୋକେ ଦୁର୍ଗନ୍ଧ ହେଉଥିବା ଦେଖି ପୋତାଯାଇଥିବା ସ୍ଥାନକୁ  ଖୋଳିଥିଲେ । ପରେ ସେଠାରୁ ଏକ ବ୍ୟକ୍ତିଙ୍କ ହାତ ବାହାରିଥିଲା ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇ ସଦର ଥାନାକୁ ଜଣାଇବା ପରେ…

ଖୋର୍ଦ୍ଧାରେ ସିବିଆଇ ଚଢ଼ାଉ, ଇନକମ ଟ୍ୟାକ୍ସ ଅଧିକାରୀ ଅଟକ

ଖୋର୍ଦ୍ଧା(କେନ୍ୟୁଜ୍): ସିବିଆଇ ଜାଲରେ ଇନକମ୍‌ ଟ୍ୟାକ୍ସ ଅଧିକାରୀ । ଖୋର୍ଦ୍ଧାରେ ସିବିଆଇ ଚଢ଼ାଉ, ଇନକମ ଟ୍ୟାକ୍ସ ଅଧିକାରୀ ଅଟକ । ଏକ ଜୁଏଲାରୀ ଶୋରୁମ୍‌ରୁ ୪୦ ଲକ୍ଷ ଡିମାଣ୍ଡ କରିଥିଲେ । ପୂର୍ବରୁ ୧୦ ଲକ୍ଷ ଟଙ୍କା ନେଇଥଇଲେ । ଆଜି ୫ ଲକ୍ଷ ନେବା ବେଳେ ଧରିଲେ ସିବିଆଇ ଅଧିକାରୀ । ଇନକମ…

ଖୋର୍ଦ୍ଧା: ଜଣେ ବ୍ୟକ୍ତି ନିଖୋଜ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ପୋଲିସ, ୫୭ନଂ ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ଖୋର୍ଦ୍ଧା(କେନ୍ୟୁଜ୍):  ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ପ୍ରତିବାଦରେ ପ୍ରଥମେ ଥାନା ଘେରାଉ। ପରେ ଜାତୀୟ ରାଜପଥ ଅବରୋଧ। ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଗାଁର ଜଣେ ବ୍ୟକ୍ତି ନିଖୋଜ ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗରେ ଥାନା ଘେରିଛନ୍ତି…

ଖୋର୍ଦ୍ଧା: ବୋଲଗଡ ବେଗୁନିଆମୂଳି ଗାଁରେ ପାଞ୍ଚ ବର୍ଷର ଶିଶୁପୁତ୍ର ଉପରେ ଭୁଶୁଡି ପଡିଲା କାନ୍ଥ, ମୃତ ଅବସ୍ଥାରେ ହେଲା…

ବେଗୁନିଆ(କେନ୍ୟୁଜ୍): ବୋଲଗଡ ବ୍ଲକ ଆରିକିମା ପଞ୍ଚାୟତ ବେଗୁନିଆମୂଳି ଗାଁରେ ଅଘଟଣ ।ମାଟି କାନ୍ଥ ଭୁଶୁଡି ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ୍ୟୁ ।ଘଟଣାରୁ ପ୍ରକାଶ ବେଗୁନିଆମୂଳି ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ଝିଅ ବବିନା ମହାରଣା ଗତ କିଛିବର୍ଷ ହେବ ନିଜ ସ୍ବାମୀଙ୍କ ଠାରୁ ନିର୍ଯାତିତ ହୋଇ…

ଖୋର୍ଦ୍ଧା: ଟ୍ରକକୁ ପଛପଟୁ ଧକା ଦେଲା ବସ, ଜଣେ ମୃତ ୧୦ରୁ ଅଧିକ ଆହତ

ଖୋର୍ଦ୍ଧା(କେନ୍ୟୁଜ୍):  ୧୬ ନଂ ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଓଁ ଶାନ୍ତି ନାମକ ବସ…

ଖୋର୍ଦ୍ଧା ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା, ଦୁଇ ମୃତ ଓ ୯ ଆହତ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା । ଦୁଇ ମୃତ, ୯ ଆହତ । ସମସ୍ତ ଆହତଙ୍କୁ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଟାଙ୍ଗି ଅଭିମୁଖେ ଯାଉଥିବା ଏକ କାର୍‌କୁ ପଛପଟୁ ଏକ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍ଥଳରେ…

ଖୋର୍ଦ୍ଧା ଧଉଳମୁହଁରେ ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଘଟଣା: ରହସ୍ୟ ଖୋଲିଲେ ପରିବାର ଲୋକ

ଖୋର୍ଦ୍ଧା(କେନ୍ୟୁଜ୍): ପୁଅ ଆତ୍ମହତ୍ୟାର ରହସ୍ୟ ଖୋଲିଲେ ପରିବାର ଲୋକ । ଖୋର୍ଦ୍ଧା ଜିଲ୍ଲା ଧଉଳମୁହଁରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୌମ୍ୟରଞ୍ଜନ ପରିଡ଼ାଙ୍କ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ଝିଅକୁ ପ୍ରେମ କରୁଥିଲେ…

ଖୋର୍ଦ୍ଧା ଭୂଷଣ୍ଡପୁରରେ ଦୋଳ ମେଲଣରେ ଅଘଟଣ, ବାଣ ଫୁଟାଉଥିବା ବେଳେ ଛିଣ୍ଡିଲା ଯୁବକଙ୍କ ବାମ ହାତ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରରେ ଦୋଳ ମେଲଣ ବେଳେ ଅଘଟଣ । ବାଣ ଫୁଟାଉଥିବାହେବଳେ ଛିଣ୍ଡିଲା ଯୁବକଙ୍କ ବାମ ହାତ। ଯୁବକଙ୍କ ନାଁ ନାରାୟଣ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ ଦୋଳ ମେଲଣ ଚାଲିଥିବାବେଳେ…

ଖୋର୍ଦ୍ଧା କପାସିଆ ନିକଟରେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ, ଉତ୍ୟେକ୍ତ ଲୋକଙ୍କ ରାସ୍ତା…

ବେଗୁନିଆ(କେନ୍ୟୁଜ୍): ସକାଳର ସୂର୍ଯ୍ୟଦ୍ବୟ ଦେଖିପାରିଲେନି ଦୁଇ ମହିଳା। ଭୋରୁ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ମହିଳାଙ୍କ ଚାଲିଗଲା ଜୀବନ। ସକାଳ ଏଭଳି ଦୁଃଖଦ ଘଟଣା ଘଟିଛି ବୋଲଗଡ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର କପାସିଆ ଗାଁ ନିକଟରେ।…

ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଶୋଭାଯାତ୍ରା, ଖୋର୍ଦ୍ଧା ପିଏନ୍‌ କଲେଜରେ ପହଞ୍ଚିଲା…

ଖୋର୍ଦ୍ଧା(କେନ୍ୟୁଜ୍):  ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଁଚିଛି ଆଜି ସ୍ୱର୍ଣ୍ଣିମ ବିଜୟ ଜ୍ୟୋତି । ଏହି ବିଜୟ ଜ୍ୟୋତିକୁ କର୍ଣ୍ଣଲ ଅଶୋକ ମିଶ୍ରଙ୍କ ନେତୃତ୍ୱରେ ଅଣାଯାଇଥିଲା । ପରେ ପ୍ରାଣନାଥ କଲେଜର ଅଧକ୍ଷା ରଂଜିତା ସେଠୀ ସ୍ୱର୍ଣ୍ଣିମ ବିଜୟ ଜ୍ୟୋତିକୁ ସ୍ୱଗତ…

ଖୋର୍ଦ୍ଧା ଗୁରୁଜଙ୍ଗରେ ସନ୍ଦେହରୁ ବୀଭତ୍ସ ହତ୍ୟା, ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟି ଜୀବନ ନେଲା ସ୍ବାମୀ

 ଖୋର୍ଦ୍ଧା(କେନ୍ୟୁଜ୍):  ସନ୍ଦେହରୁ ବୀଭତ୍ସ ହତ୍ୟା। ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ପାରିବାରିକ କଳହର କରୁଣି ପରିଣତି। ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନ ଫେରାର ହୋଇଯାଇଛି।…