Browsing Tag

kiara advani

ବିବାହ ପରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କ ଫାଷ୍ଟ ନ୍ୟୁ ୟିଅର, ଫିଲ୍ମି ଷ୍ଟାଇଲରେ କଲେ ସେଲିବ୍ରେଟ

କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ନୂଆ ବର୍ଷ ଉଭୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ରହିଛି । ବିବାହ ପରେ ଦୁହେଁ ପ୍ରଥମ ଥର ପାଇଁ ନୂଆ ବର୍ଷ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ସେ ନିଜ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି ନ୍ୟୁ ୟିଅର ସେଲିବ୍ରେସନର ଏକ ଝଲକ । କିଆରା ସିଦ୍ଧାର୍ଥଙ୍କ ସହ ଏକ…

ଆସୁଛି ରାମଚରଣ ଓ କିଆରା ଆଡଭାନୀଙ୍କ ନୂଆ ଫିଲ୍ମ ‘ଗେମ୍‌ ଚେଞ୍ଜର’

ଆଜି ସାଉଥ ସୁପରଷ୍ଟାର ତଥା ଫିଲ୍ମ RRR ଅଭିନେତା ରାମଚରଣଙ୍କର ଜନ୍ମ ଦିନ । ସେ ୩୭ ବର୍ଷରେ ପଦାର୍ପଣ କଲେ । ଏହି ଅବସରରେ ରାମଚରଣ ତାଙ୍କର ନୂଆ ଫିଲ୍ମର ଘୋଷଣା କରିଛନ୍ତି । ଏଥିରେ ତାଙ୍କ ସହିତ ଅଭିନୟ କରିବେ କିଆରା ଆଡଭାନୀ । ଫିଲ୍ମର ନିର୍ଦ୍ଦେଶନା ଦେବେ ସାଉଥ୍‌ର ଜଣାଶୁଣା ନିର୍ଦ୍ଦେଶକ…

ଜୟସଲମେର ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧିହେଲେ କିଆରା ଓ ସିର୍ଦ୍ଧାଥ, ଆଜି ମୁମ୍ବାଇରେ େଓ୍ଵଡିଙ୍ଗ…

କେନ୍ୟୁଜ୍‌(ବ୍ୟୁରୋ): ବଲିଉଡର ଷ୍ଟାର କପୁଲ ସିର୍ଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୟସଲମେର ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିଆରା ଓ ସିର୍ଦ୍ଧାର୍ଥ । ଶନିବାର ଉଭୟେ ମୁମ୍ବାଇ ଫେରି ଆସିଛନ୍ତି । ମୁମ୍ବାଇ ପହଁଚିବା ପରେ…

ସିଦ୍ଧାର୍ଥ-କିୟାରାଙ୍କ ବାହାଘର ଫଟୋ ଇନ୍‌ଷ୍ଟାଗ୍ରାମରେ କଲା ରେକର୍ଡ; ବଲିଉଡ୍‌ର ଏହି ଯୋଡ଼ିଙ୍କୁ ପକାଇଦେଲା ପଛରେ!

ବଲିଉଡର ନବବିବାହିତ ଦମ୍ପତି ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀ ବିବାହ ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଦମ୍ପତି ଫେବୃଆରୀ ୭ରେ ରାଜସ୍ଥାନର ଜୈସଲମେରରେ ବିବାହ କରିଥିଲେ ଏବଂ ଖୁବ୍‌ଶୀଘ୍ର ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟି ଆୟୋଜନ କରିବାକୁ…

ସିଦ୍ଧାର୍ଥ-କିଆରାଙ୍କ ବିବାହ ସମୟରେ ହଠାତ୍‌ ଅସୁସ୍ଥ ହୋଇପଡିଲେ ସିଦ୍ଧାର୍ଥଙ୍କ ବାପା, ଶ୍ୱଶୁରଙ୍କୁ ଦେଖିବା ପାଇଁ…

ସିଦ୍ଧାର୍ଥ-କିଆରାଙ୍କ ବିବାହ ସମୟରେ ସମସ୍ତେ ଖୁସି ଥିବା ସମୟରେ ଘଟିଗଲା ଅଘଟଣ । ବିବାହ ରୀତିନୀତି ଚାଲିଥିବା ବେଳେ ହଠାତ୍‌ ବିଗିଡିଗଲା ସିଦ୍ଧାର୍ଥଙ୍କ ବାପାଙ୍କ ଅବସ୍ଥା । ଆଉ ମଣ୍ଡପରୁ ଦୌଡିଆସିଲେ ବୋହୂ କିଆରା । ସିଦ୍ଧାର୍ଥଙ୍କ ବାପାଙ୍କ ଅବସ୍ଥା ଖରାପ ହେବା ଦେଖି ଅତିଥି ଭୟ କରିଯାଇଥିଲେ…

ରାଜକୀୟ ଷ୍ଟାଇଲରେ ବାହାରିବ ସିଦ୍ଧାର୍ଥଙ୍କ ବରଯାତ୍ରୀ; ସାମ୍ନାକୁ ଆସିଲା ପ୍ରସ୍ତୁତିର ଭିଡିଓ

ବଲିଉଡ୍‌ ପ୍ରେମୀଙ୍କ ପାଇଁ ଆଜି ଏକ ଖାସ୍‌ ଦିନ। କାରଣ, ଆଜି ହେଉଛି ବଲିଉଡ୍‌ ଷ୍ଟାର୍ସ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍‌ଭାଣୀଙ୍କ ବିବାହ। ଦୁହିଁଙ୍କ ଫ୍ୟାନ୍‌ମାନେ ସକାଳୁ ବରକନ୍ୟାଙ୍କ ପ୍ରଥମ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି। ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ସକାଳୁ ବଲିଉଡ୍‌ରୁ…

ଆଜି କିୟାରା-ସିଦ୍ଧାର୍ଥଙ୍କ ବିବାହ; ରାଜକୀୟ ଠାଣିରେ ପରସାଯିବ ଖାଦ୍ୟ,୧୦ ଦେଶର ୧୦୦ ବ୍ୟଞ୍ଜନ ମେନୁରେ ସାମିଲ

କିୟାରା ଆଡ୍‌ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ନିଜ ବିବାହକୁ ରାଜକୀୟ ଠାଣିରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପାଇଁ ସେମାନେ ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସକୁ ଚୟନ କରିଛନ୍ତି, ଯେଉଁଠି ଆଜି ଉଭୟେ ପରସ୍ପରର ଜୀବନସାଥୀ ହେବାକୁ ଯାଉଛନ୍ତି। ବିବାହର ସମସ୍ତ ଉତ୍ସବ ପାଇଁ ସୂର୍ଯ୍ୟଗଡ଼…

ଆଜିଠାରୁ ଆରମ୍ଭ ହେଉଛି ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ଫଙ୍କସନ୍‌, କିନ୍ତୁ ୬ ତାରିଖରେ ହେବନି ବାହାଘର

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି । ରାଜସ୍ଥାନର ଜୈସଲମେରର ସୂର୍ଯ୍ୟଗଢ ପ୍ୟାଲେସ ହୋଟେଲରେ ବିବାହ ଉତ୍ସବ ସବୁ ସେଲିବ୍ରେସନ କରାଯିବ । ବିବାହ ପାଇଁ ସିଦ୍ଧାର୍ଥ ଏବଂ କିଆରାଙ୍କ ଡ୍ରେସ ମନୀଷ ମଲହୋତ୍ରା ଡିଜାଇନ କରିଛନ୍ତି । ବିବାହରେ କେବଳ…

୬ ଫେବୃୟାରୀରେ ସିଦ୍ଧାର୍ଥ-କିୟାରାଙ୍କ ବିବାହ! ଜୈସଲମେରର ଏହି ସୁନ୍ଦର ପ୍ୟାଲେସ୍‌ରେ ନେବେ ସାତଫେରା

ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍‌ଭାନୀ ଖୁବ୍‌ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ କପଲ୍‌ ନିଜ ବିବାହର ଖବରକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏଥି ସହିତ ଉଭୟଙ୍କୁ ପ୍ରାୟତଃ ଏକାଠି ସ୍ପଟ୍‌ କରାଯାଇଥାଏ, କିନ୍ତୁ ଏ ପର୍ଯ୍ୟନ୍ତ ବିବାହର ଖବର ଉପରେ ସେମାନେ କୌଣସି…

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ କିଆରା ଏବଂ ସିଦ୍ଧାର୍ଥ, ସରିଲାଣି କକ୍‌ଟେଲ ପାର୍ଟି ଠାରୁ ଆରମ୍ଭ କରି…

ବଲିଉଡରେ ଏବେ ଚାଲିଛି ବିବାହ ଋତୁ । ଗତବର୍ଷ ଏବଂ ଚଳିବର୍ଷ ଅନେକ ବଲିଉଡ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏମିତିରେ ଏବେ ପୁଣିଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ଯାଉଥିବା ଖବର ମିଳିଛି। କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଖୁବଶୀଘ୍ର ବିବାହ କରିବେ।…

ଆମ ସମ୍ପର୍କ ବନ୍ଧୁତା ଠାରୁ ଟିକେ ଅଧିକ, ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ କହିଲେ ମନ କଥା

କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆଫେୟାର୍ସ ଖବର ବଲିଉଡ୍‌ ଜଗତର ସବୁଠୁ ଚର୍ଚ୍ଚିତ ଖବର। ଏହି ଯୋଡ଼ି ରିଲେସନ୍‌ସିପ୍‌ରେ ଥିବା ନେଇ ଖବର ଦୀର୍ଘ ଦିନ ହେଲାଣି ସାମ୍ନାକୁ ଆସୁଛି। କିଆରା ଓ ସିଦ୍ଧାର୍ଥ ଉଭୟେ ପ୍ରେମରେ ଥିବା ନେଇ ଫ୍ୟାନ୍‌ମାନେ ବି ଅନେକ ଥର ଦେଖିଛନ୍ତି। ପବ୍ଲିକ୍‌…

ସଲମାନଙ୍କ ପାଇଁ ନିଜ ନାମ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ଜନ୍ମ ଦିନରେ ଜାଣନ୍ତୁ ତାଙ୍କ ପର୍ସନାଲ ଲାଇଫ୍‌ ବିଷୟରେ..

କିଆରା ଆଡଭାନୀ ୩୧ ଜୁଲାଇ ଅର୍ଥାତ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। କିଆରା ଆଡଭାନୀ କେବଳ କିଲର ସ୍ମାଇଲ୍‌ ପାଇଁ ନୁହେଁ ବରଂ ତାଙ୍କର ସୁନ୍ଦର ଅଭିନୟ ଚୁଲବୁଲି କଥା ପାଇଁ ବେଶ ଜଣାଶୁଣା। ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ବହୁତ ପ୍ରଶଂସକ ଅଛନ୍ତି। କିଆରାର ପ୍ରକୃତ ନାମ…