Below header
Browsing Tag

kidnap

ଭଦ୍ରକ ବାସୁଦେବପୁର ବିଧାୟକଙ୍କ ଭାଇକୁ ଅପହରଣ ଘଟଣାରେ ୩ ଗିରଫ, ୨ଟି କାର ଜବତ

ଭଦ୍ରକ(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକଙ୍କ ଭାଇକୁ ଅପହରଣ ଘଟଣାରେ ୩ ଗିରଫ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ କରାଯାଇଥିବା ଜଣାପଡିଛି । ଏନେଇ ବିଧାୟକଙ୍କ ପରିବାର ପକ୍ଷରୁ ବାସୁଦେବପରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅପହରଣରେ ବ୍ୟବହୃତ ୨ଟି କାରକୁ ଜବତ…

ନାଇଜେରିଆ ତଟରୁ ଅପହରଣ ହେଲା ହଂଗକଂଗ ପାଣି ଜାହାଜ, ଜାହାଜରେ ଅଛନ୍ତି ୧୮ ଭାରତୀୟ

ହଂଗ କଂଗର ଏକ ଜଳ ଜାହାଜକୁ ନାଇଜେରିଆ ତଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଲୁଟେରା ମାନେ ଅପହରଣ କରି ନେଇଛନ୍ତି । ସୂଚନା ମୁତାବକ ଏହି ଜାହାଜରେ ସମୁଦାୟ ୧୯ ଯାତ୍ରୀ ଉପସ୍ଥିତ ଥିବା ବେଳେ ସେଥିମଧ୍ୟରୁ ୧୮ ଜଣ ହେଉଛନ୍ତି ଭାରତୀୟ । ସାମୁଦ୍ରିକ ଗତିବିଧି ଉପରେ ନଜର ରଖୁଥିବା ଏକ ବୈଷିକ ଏଜେନ୍ସି…

ବସ୍ ଷ୍ଟାଣ୍ଡରେ ଶୋଇଥିବାବେଳେ ମା’ ପାଖରୁ ୮ ମାସରୁ ଶିଶୁକୁ ଚୋରି କରି ନେଇଗଲେ ଦମ୍ପତି, ଦେଖନ୍ତୁ ଘଟଣାର ପୂରା ଭିଡିଓ

ମୁରାଦାବାଦ ଗଲସହୀଦ ବସ ଷ୍ଟାଣ୍ଡରୁ ପିଲା ଚୋରିର ମାମଲା ସାମ୍ନାକୁ ଆସିଛି। ଏହି ପୂରା ଘଟଣା ସିସିଟିଭି କ୍ୟାମେରାୋର କଏଦ ହୋଇଛି। ଜଣେ ପୁରୁଷ ଏବଂ ମହିଳା କ୍ୟାମେରାରେ କଏଦ ହୋଇଛନ୍ତି ଏବଂ ଦେଖାଯାଉଛି ଯେ ବଡ ଚତୁରତାର ସହିତ ଦମ୍ପତି ଏହି ପୁରା ଘଟଣାକୁ ଘଟାଇଛନ୍ତି। ସୂଚନା ଅନୁଯାୟୀ ଆଠ…

ସ୍କୁଲରେ ନାମ ଲେଖାଇ ଦେବାକୁ କହି ପୁତୁରାକୁ ବିକ୍ରି କଲେ ବଡ଼ମା’, ପରିବାର ଲୋକେ ଆଣିଲେ ଅଭିଯୋଗ

ଆନନ୍ଦପୁର (କେନ୍ୟୁଜ୍) : ସ୍କୁଲରେ ନାମ ଲେଖାଇ ଦେବାକୁ କହି ପୁତୁରାକୁ ବଡ଼ମା’ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଆନନ୍ଦପୁର ଗୟଳମୁଣ୍ଡା ପଞ୍ଚାୟତ ବାଦୁଡିଘେରା ଗାଁରେ । ଗତ ଏପ୍ରିଲ ମାସରେ ଗାଁର ସୁରେନ ଦିଗିଙ୍କ ନାବାଳକ ପୁଅ ଜିନା ଦିଗିଙ୍କ ସମେତ ଗାଁର ଅନ୍ୟ ଦୁଇ ଜଣ…

ମା’ ହେବାର ଅଦମ୍ୟ ଇଚ୍ଛା ବାଧ୍ୟ କଲା କିଛି ଏମିତି କରିବାକୁ, ଏବେ ଜେଲରେ କଟୁଛି ତାଙ୍କ ଦିନ

ଗୁଜୁରାଟ: ଗୁଜୁରାଟର ବନାସକାଂଠାରେ ଏକ ବଡ ଖବର ସମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳାଙ୍କୁ ଛୁଆ ଚୋରି ଅଭିଯୋଗରେ ପୋଲିସ୍ ଗିରଫ କରିଛି । ହେଲେ ମହିଳା ଜଣଙ୍କ ଏପରି କାହିଁକି କଲେ ତା ଜାଣିବା ପରେ ନିହାତୀ ମନରେ ତାଙ୍କ ପ୍ରତି କିଛିଟା ସହାନୁଭୂତି ଆସିବ । କିନ୍ତୁ ଯାହାହେଲେ ବି ଯେହେତୁ…

ଚୌଦ୍ୱାର : ଦଳିତ ନାବାଳିକାକୁ ଅପହରଣ ଅଭିଯୋଗ ନେଇ ଉତ୍ତେଜନା

କଟକ : ଦଳିତ ନାବାଳିକା ଅପହରଣ ଅଭିଯୋଗ ନେଇ ଉତ୍ତେଜନା। କଟକ ଜିଲ୍ଳା ଚୌଦ୍ୱାର ଓଟିଏମ୍‌ କଲୋନୀ ୧୨ନଂ ୱାର୍ଡର ଜଣେ ଦଳିତ ନାବାଳିକା ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ତାଙ୍କ ଘର ନିକଟରେ ରହୁଥିବା ସାବେରା ବିବି ତାଙ୍କୁ ଅପହରଣ କରିଥିବା…

ବିବାହ ପାଇଁ ଲକ୍ଷେଟଙ୍କା ଯୋଗାଡ଼ କରିବାକୁ କଲେ ଅପହରଣ

ସମ୍ବଲପୁର (କେନ୍ୟୁଜ୍) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୁଣ୍ଡୁରୁଚୁଆଁ ଗାଁରୁ ଜଣେ ନାବାଳକଙ୍କୁ ଅପହରଣ ଅଭିଯୋଗ । ଗତ ରବିବାର ସନ୍ଧ୍ୟାରେ ନାବାଳକ ଜଣକ ଖେଳି ଘରକୁ ଫେରୁଥିବାବେଳେ ଜଣେ ବାଇକରେ ଆସି ତାଙ୍କୁ ଅପହରଣ କରି ନେଇଥିଲା । ଅପହରଣ ପରେ ନାବାଳକଙ୍କୁ ଦୁଇଦିନ ଜଙ୍ଗଲରେ ରଖି…

ଜମି କିଣାବିକାକୁ ନେଇ ଯୁବକଙ୍କୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡା : ଜମି କିଣାବିକାକୁ ନେଇ ଜମି ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । ଅପହୃତ ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା କେସନଗର ଗାଁର ଗୋଲେଖ ଜେନା । ଗତକାଲି ବିଳମ୍ବିତ ରାତିରେ ଗୋଲେଖ ବଜାରରୁ ଘରକୁ ଫେରୁଥିବା ବେଳେ ଡାହାଣୀଗିରି ଗାଁର ପ୍ରମୋଦ ନାୟକ ତାଙ୍କୁ ଅପହରଣ…

ତିନି ମାସ ହେଲାଣି ନିଖୋଜ ଅଛି ନାବାଳିକା ଝିଅ

ଭଦ୍ରକ (କେନ୍ୟୁଜ୍) : ତିନି ମାସ ହେଲାଣି ନିଖୋଜ ହୋଇ ଯାଇଛି ନାବାଳିକା ଝିଅ । ଥାନାରେ ଅଭିଯୋଗ କରିଛନ୍ତି ବାପା ମା । ହେଲେ ପୋଲିସ କୌଣିସି ପଦକ୍ଷେପ ନେଉନି । ଏଭଳି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ଚୁଡାମଣି ସାମୁଦ୍ରିକ ଥାନା ଅଧିନସ୍ଥ ରାଧାନାଥପୁର ଗାଁର ଗୟାଧର ମଳିକ । ଗତ ମେ ମାସ ୬…