ଏମିତି ଜଣେ ବ୍ଯକ୍ତି ଯାହାଙ୍କୁ ଛୁଇଁବା ମାତ୍ରେ ହୋଇଥାଏ ମୃତ୍ୟୁ
ଆପଣ ସାଧାରଣତଃ କାହାଣୀରେ ଶୁଣିଥିବେ କି କିଛି ବସ୍ତୁ ବା ବ୍ଯକ୍ତିଙ୍କୁ ଛୁଇଁବା ମାତ୍ରେ କାହାର ମୃତ୍ୟୁ ହୋଇଥାଏ। ଏହା ଶୁଣିବାକୁ ଆଶ୍ଚର୍ଯ୍ଯଜନକ ଲାଗିଥିଲେ ମଧ୍ୟ ସତ। ତେବେ ଏଥିଉପରେ ବିଜ୍ଞାନ ଆଜି ମଧ୍ୟ ସମର୍ଥନ ଦେଉନାହିଁ କିନ୍ତୁ ଏଠାକାର ସ୍ଥାନୀୟ ଲୋକ ଏହାକୁ ସତ ମାନିଥାନ୍ତି। ଆସନ୍ତୁ…