Below header
Browsing Tag

killed

ପୃଥିବୀର ଏମିତି ଜଣେ ମଣିଷ ଯାହାଙ୍କ ଶରୀରର ଗନ୍ଧରେ ମରିଯାନ୍ତି ମଶା, ଜାଣନ୍ତୁ ତାଙ୍କ ବିଷୟରେ

ହୁଏତ ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କଥାଟି ବାସ୍ତବରେ ସତ । ପୃଥିବୀରେ ଏମିତି ଜଣେ ମଣିଷ ଅଛନ୍ତି ଯାହାଙ୍କ ଶରୀରରୁ ବାହାରୁଥିବା ଗନ୍ଧରେ ୬ ମିଟର ଦୂରରୁ ମଶା ମରିଯାଉଛନ୍ତି । ଏହି ବ୍ୟକ୍ତି ଜଣକର ଶରୀରର ଗନ୍ଧ ଏତେ ତୀବ୍ର ଯେ କୌଣସି କୀଟ ପତଙ୍ଗ ତାଙ୍କ ନିକଟରେ…

୧୦ ଜଣଙ୍କୁ ସାୟାନାଇଡ୍‌ ଦେଇ ମାରିଛି ଶିବା, ଆଉ ୨୦ ଜଣ ଥିଲେ ଟାର୍ଗେଟରେ

କେରଳର ସାୟାନାଇଡ୍‌ ମାମଲା ଭଳି ଆଉ ଏକ ମାମଲା ଏବେ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ପଶ୍ଚିମ ଗୋଦାବରୀ ଜିଲ୍ଲା ପୋଲିସ ଜଣେ ସିରିୟଲ କିଲରକୁ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ବେଲ୍ଲାଙ୍କୀ ସିମହାର୍ଡି ଓରଫ୍‌ ଶିବା ୨୦ ମାସ ମଧ୍ୟରେ ପୋଟାସିୟମ୍‌ ସାୟାନାଇଡ୍‌ ବ୍ୟବହାର କରି ୧୦…

ହତ୍ଯା ନା ଆତ୍ମହତ୍ଯା ? ଗୁଳିମାଡରେ ବରଗଡ଼ ଜିଲ୍ଲାରେ ଯୁବକ ମୃତ

ଗୁଳିମାଡ଼ରେ ଯୁବକ ମୃତ। ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା କଲମୀ ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ରାକେଶ ବେହେରା। ତାଙ୍କ ଘର ଅମ୍ବାଭୋନା ଗାଁରେ। ଗତକାଲି ସେ ତାଙ୍କ ମାମୁ ଘରକୁ ବୁଲି ଆସିଥିଲେ। ଆଜି ତାଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା। ରାକେଶଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ…

କଳିଯୁଗ ମା’ର କଳା କାରନାମା ! ଛୁଆ କାନ୍ଦିବାରୁ ରାଗରେ ଚିପିଦେଲା ତଣ୍ଟି

ମା‘ର ମମତାରେ କଳଙ୍କ । ଛୁଆ ଚୁପ ନହେବାରୁ ରାଗରେ ତଣ୍ଟି ଚିପିଦେଲା ମା । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଶାମଗଢରେ । କାନ୍ଦିବା ବନ୍ଦ ନକିରିବାରୁ ମହିଳାଜଣକ ତାଙ୍କ ଅଢେଇ ବର୍ଷର ଶିଶୁପୁତ୍ର ତଣ୍ଟି ଚିପି ମାରିଦେଇଛନ୍ତି । ପୋଲିସର କହିବା ମୁତାବକ, ସଞ୍ଜୟ ସେନ ତାଙ୍କ ସ୍ତ୍ରୀ ସୋନୁ ସେନ ଓ…

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଚମ୍ପଟ ମାରିଲା ସ୍ୱାମୀ

ସମ୍ବଲପୁର (କେନ୍ୟୁଜ୍) : ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଭେଲୁଆପାଳ ଗାଁରେ ଏହି ଘଟଣା ଘଟିଛି। ଗୁରୁତର ମହିଳାଙ୍କ ନାଁ ପ୍ରମିଳା ବାଘା। ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯିବା ବେଳେ ପ୍ରମିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ବ୍ରହ୍ମା ବାଘା।…

ସୈତାନ୍ ସ୍ୱାମୀ

ଭୁବନେଶ୍ବର: ସ୍ୱାମୀ ସାଜିଲା ସୈତାନ୍। ସ୍ତ୍ରୀର ତଣ୍ଟିଚିପି ହତ୍ୟା ଅଭିଯୋଗ। ଏଭଳି ଅଭାନୀୟ ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଗଉଡ ନୂଆଗାଁରେ। ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ମୃତ ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି। ବେଗୁନିଆ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। ୪…