Browsing Tag

king charles iii

ବ୍ରିଟେନର ରାଜା କିଙ୍ଗ ଚାର୍ଲ୍ସଙ୍କୁ କ୍ୟାନସର, ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ବ୍ରିଟେନର ରାଜା ଚାର୍ଲ୍ସଙ୍କୁ କ୍ୟାନସର । ଡାକ୍ତରୀ ପରୀକ୍ଷା ସମୟରେ ରାଜା ଚାର୍ଲ୍ସ ତୃତୀୟଙ୍କ କ୍ୟାନସର ଚିହ୍ନଟ ହୋଇଛି ।  କିଙ୍ଗ ଚାର୍ଲ୍ସ ଏକ ପ୍ରକାର କର୍କଟ ରୋଗରେ ପୀଡିତ ଥିବା ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରୋଷ୍ଟେଟ କର୍କଟ ନୁହେଁ ବରଂ…

ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କ ପ୍ରୋଷ୍ଟେଟ୍‌ ଅସ୍ତ୍ରୋପଚାର, ୩ ଦିନ ପରେ ଲଣ୍ଡନ କ୍ଲିନିକ୍‌ରୁ ହେଲେ ଡିସ୍‌ଚାର୍ଜ

ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ପ୍ରୋଷ୍ଟେଟ୍‌ ଅପରେସନ ହୋଇଛି । ୩ ଦିନ ଧରି ଲଣ୍ଡନର ଏକ କ୍ଲିନିକରେ ଭର୍ତ୍ତି ରହିବା ପରେ ସେ ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି । କ୍ଲିନିକରୁ ବାହାରିବା ପରେ ୭୫ ବର୍ଷୀୟ କିଙ୍ଗ୍‌ ଚାର୍ଲ୍ସ ହସି ହସି ଜନତାଙ୍କ ଆଡ଼କୁ ହାତ ହଲାଇଥିଲେ । ଏହି ସମୟରେ ତାଙ୍କ…

କିଙ୍ଗ୍‌ ଚାର୍ଲସ ତୃତୀୟ ପିନ୍ଧିଲେ ସୁନା ଓ ହୀରା ଖଚିତ ରାଜମୁକୁଟ

କେନ୍ୟୁଜ୍(ବ୍ୟୁରୋ): ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ରାଜ୍ୟାଭିଷେକ । କିଙ୍ଗ୍‌ ଚାର୍ଲସ ତୃତୀୟ ପିନ୍ଧିଲେ ସୁନା ଓ ହୀରା ଖଚିତ ରାଜମୁକୁଟ । ଭବ୍ୟ ସମାରୋହ ଆଜି ସାରା ବିଶ୍ୱ ଦେଖିଛି । ବହୁ ନାମୀଦାମୀ ଅତିଥି ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ତାଙ୍କର ଓଡ଼ିଶା ଲିଙ୍କ୍‌ ପୁଣି…

ଜନତା ନାରା ଦେବେ ଇଶ୍ୱର ସମ୍ରାଟଙ୍କ ରକ୍ଷା କରନ୍ତୁ , ଆସନ୍ତୁ ଜାଣିବା ରାଜ୍ୟାଭିଷେକର କଣ ରହିଛି ପରମ୍ପରା

କେନ୍ୟୁଜ୍‌(ବ୍ୟୁରୋ): ଲଣ୍ଡନର ସ୍ଥାନୀୟ ସମୟ ଅନୁସାରେ ଦିନ ୧୧ଟାରେ ଆରମ୍ଭ ହେବ କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜତିଲକର ପରମ୍ପରା । ଅର୍ଥାତ ଚାର୍ଜସଙ୍କ ରାଜ ତିଲକ ଆରମ୍ଭ ହୋଇ ସାରିଛି । ବ୍ରିଟେନ ସମ୍ରାଟଙ୍କ ରାଜ୍ୟାଭିଷେକ ଏକ ପ୍ରତିତାତ୍ମକ ଧାର୍ମିକ ସମାରୋହ ହୋଇଥାଏ । ଏବେ ଆସନ୍ତୁ…

ଆଜି ହେବ ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ : ଭାରତରୁ ଯୋଗ ଦେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ନୂଆଦିଲ୍ଲୀ : ଆଜି ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ। ବିଧିବଦ୍ଧ ଭାବେ ବ୍ରିଟିଶ ସିଂହାସନ ଆରୋହଣ କରିବେ କିଙ୍ଗ ଚାର୍ଲସ ତୃତୀୟ। ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ହେଉଛି ରାଜତିଳକ ଉତ୍ସବ । ଭାରତୀୟ ସମୟ ଅପରାହ୍‌ଣ ୨ଟା ୫୦ ମିନିଟ୍‌ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ।…

କିଙ୍ଗ୍‌ ଚାର୍ଲ୍ସ ତୃତୀୟଙ୍କ ଉପରେ ଫିଙ୍ଗିଥିଲେ ଅଣ୍ଡା; ଏବେ ମିଳିଲା ଏମିତି ଦଣ୍ଡ, କିଏ ବି ଭାବି ପାରିବ ନାହିଁ

କିଙ୍ଗ୍‌ ଚାର୍ଲ୍ସ ତୃତୀୟଙ୍କୁ ଅଣ୍ଡାମାଡ଼। କିଙ୍ଗ୍‌ ଚାର୍ଲ୍ସ ଯେତେବେଳେ ନିଜ ପତ୍ନୀ କାମିଲାଙ୍କ ସହିତ ନର୍ଥ ଇଂଲଣ୍ଡର ଏକ ଆୟୋଜନରେ ଯୋଗଦେବାକୁ ପହଞ୍ଚିଥିଲେ, ତ ସେହି ସମୟରେ କିଛି ପ୍ରଦର୍ଶନକାରୀ ତାଙ୍କୁ ଟାର୍ଗେଟ କରି ଅଣ୍ଡା ଫିଙ୍ଗିଥିଲେ। ଏହି ମାମଲାରେ ଅଭିଯୁକ୍ତଙ୍କୁ ଏମିତି ଦଣ୍ଡ…

କିଙ୍ଗ୍‌ ଚାର୍ଲ୍ସ ତୃତୀୟଙ୍କୁ ଛାଡ଼ିବାକୁ ପଡ଼ିବ ରାଜଗାଦି! ୪୦୦ ବର୍ଷ ପୂର୍ବେ ନାଷ୍ଟ୍ରୋଦମସ୍‌ କରିଥିଲେ ଭବିଷ୍ୟବାଣୀ…

ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବ୍ରିଟେନର ନୂଆ ରାଜା ହୋଇଛନ୍ତି କିଙ୍ଗ୍‌ ଚାର୍ଲ୍ସ ତୃତୀୟ। ରାଣୀଙ୍କ ପରେ ସେ ସମ୍ଭାଳିଛନ୍ତି ରାଜଗାଦି। ହେଲେ ଇତି ମଧ୍ୟରେ ତାଙ୍କୁ ନେଇ କରାଯାଇଥିବା ଏକ ଭବିଷ୍ୟବାଣୀ ଚର୍ଚ୍ଚା ପରିସରକୁ ଆସିଛି। ବାସ୍ତବରେ, ଫ୍ରାନ୍ସର ଭବିଷ୍ୟବକ୍ତା…

ବ୍ରିଟେନର ନୂଆ ରାଜା ଚାର୍ଲସ୍‌ ତୃତୀୟଙ୍କୁ ନେଇ ଭବିଷ୍ୟବାଣୀ କଲେ ଯୁବକ; ରାଣୀଙ୍କୁ ନେଇ କରିଥିବା ଭବିଷ୍ୟବାଣୀ ସତ…

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ନେଇ ସଠିକ୍‌ ଭବିଷ୍ୟବାଣୀ କରିଥିବା ବ୍ୟକ୍ତି ଏବେ ପୁଣି କିଙ୍ଗ୍‌ ଚାର୍ଲସ ତୃତୀୟଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ବ୍ୟକ୍ତି ଜଣକ କିଛି ମାସ ତଳେ ଏହି ଭବିଷ୍ୟବାଣୀ କରିଥିଲେ। ଆଉ ଯେତେବେଳେ ତାଙ୍କ ଭବିଷ୍ୟବାଣୀ ରାଣୀଙ୍କ କ୍ଷେତ୍ରରେ…