Browsing Tag

kishore hotel

ବୁଧବାର ସିଲ୍‌ ହେଲା ଗୁରୁବାର ପୁଣି ବିକ୍ରିହେଲା, ଆଜି ମାଟିରେ ମିଶିଲା କିଶୋର ମଟନ ହୋଟେଲ

ଭୁବନେଶ୍ବର(କେନ୍ୟୁଜ୍): ବୁଧବାର ସିଲ୍‌ । ଗୁରୁବାର ପୁଣି ବିକ୍ରିହେଲା । ଶୁକ୍ରବାର ମାଟିରେ ମିଶିଲା । ଦିନେ କିଶୋର ମଟନ ଦୋକାନକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା । ଏବେ ବିବାଦକୁ ନେଇ ଚର୍ଚ୍ଚାରେ କିଶୋର ମଟନ୍‌ । ସିଲ୍‌ ପରେ ବି ମାନିଲେନି । ଅମାନିଆଙ୍କ ଉପରେ ବିଏମସିର ଆକ୍ସନ ।…