ଆଇପିଏଲ ପୂର୍ବରୁ ମହାକାଳଙ୍କ ଶରଣରେ କେଏଲ ରାହୁଲ, କଲେ ପୂଜାର୍ଚ୍ଚନା
ଆଇପିଏଲ୍କୁ ନେଇ ସମସ୍ତ ଟିମ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ହୋଇଛି । ସମସ୍ତ ଖେଳାଳି ନିଜ ନିଜ ଟିମରେ ଯୋଗ ଦେଇସାରିଲେଣି । ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ ଆରସିବି ଏବଂ ସିଏସକେ ମଧ୍ୟରେ ଖେଳାଯିବ । ତେବେ କିଛିଦିନ ପୂର୍ବରୁ ଆହତ କାରଣ ଯୋଗୁଁ…