IIT-ମାଡ୍ରାସ ବିକଶିତ କରିଛନ୍ତି ନୂଆ ଟେକ୍ନୋଲଜି, ସ୍କ୍ରିନ ଦ୍ଵାରା ଅନୁଭବ କରିପାରିବେ ଜିନିଷ
ବର୍ତ୍ତମାନ ଟେକ୍ନୋଲଜି ଯୁଗ ବଢ଼ିବାରେ ଲାଗିଛି। ଯାହାପାଇଁ ବିଭିନ୍ନ ପ୍ରକାର ଜିନିଷ ଉଦ୍ଭାବନ ହେଉଛି। ତେବେ IIT ମାଡ୍ରାସ ଛାତ୍ର ଏପରି ଏକ ନୂତନ ଟେକ୍ନୋଲଜି ତିଆରି କରିଛନ୍ତି ଯାହା ଆପଣଙ୍କ ଅନେକ କାମରେ ଆସିବ। ବର୍ତ୍ତମାନ ଟଚସ୍କ୍ରିନ କରି କିଣୁଥିବା ସାମଗ୍ରୀକୁ ଆପଣ ଅନୁଭବ କରିପାରିବେ।…