ଏସିଆର ପ୍ରଥମ ଏମିତି କାଫେ ଯାହାକୁ ଚଳାଉଛନ୍ତି ଏଚଆଇଭି ପଜିଟିଭ
ନୂଆଦିଲ୍ଲୀ : ବଙ୍ଗଳାର ରାଜଧାନୀ କୋଲକାତାରେ ଏକ କାଫେ ଖୋଲିଛି ଯେଉଁଠାରେ ସମସ୍ତ କର୍ମଚାରୀ ଏଚ୍.ଆଇ.ଭି ପଜିଟିଭ୍ ଅଛନ୍ତି। ଏସିଆର ଏହା ହେଉଛି ପ୍ରଥମ କ୍ୟାଫେ। ଯୋଧପୁର ପାର୍କ ଅଞ୍ଚଳରେ ଖୋଲାଯାଇଥିବା ଏହି କାଫେର ନାମ 'କାଫେ ପଜିଟିଭ୍' ରଖାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଏଚ୍.ଆଇ.ଭି…