Below header
Browsing Tag

koraput

ଘରୋଇ କଳହର କରୁଣ ପରିଣତି, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ୱାମୀ

କୋରାପୁଟ (କେନ୍ୟୁଜ): ବର୍ଷକ ପୂର୍ବେ କରିଥିଲା ପ୍ରେମ ବିବାହ । ହେଲେ ବିବାହ ପରେ ସାମାନ୍ୟ ଘଟଣାରେ କଥା କଟାକଟି ହୋଇ ସ୍ତ୍ରୀକୁ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଏକ ଛାତି ଥରା କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ…

କୋରାପୁଟ: କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଶିବଲିଙ୍ଗପୁରମ ଠାରେ ଲାଇନଚ୍ଯୁତ

କୋରାପୁଟ(କେନ୍ୟୁଜ୍): ବିଶାଖାପାଟଣାରୁ କୋରାପୁଟ ଆସୁଥୁବା ପାସେଞ୍ଜର୍‌ ଟ୍ରେନ ଲାଇନଚ୍ଯୁତ। ଶିବଲିଙ୍ଗପୁରମ ଠାରେ ଲାଇନ ଚ୍ଯୁତ ହୋଇଥିବା ସୂଚନା। ଟ୍ରେନର ୬ ନଂ ବଗି ଲାଇନଚ୍ଯୁତ ହୋଇଛି। ବିଶାଖାପାଟଣାରୁ ଆସୁଥୁବା କୋରାପୁଟ କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଲାଇନଚ୍ଯୁତ । କୋରାପୁଟ ଆରୁକରୁ…

କୋରାପୁଟରେ ଡେବ୍ୟୁ କରିବ TRS: କେସିଆରଙ୍କୁ କୋରାପୁଟ ଜିଲ୍ଲାର ଟାଣୁଆ ନେତାଙ୍କ ଭେଟ ପରେ ଚର୍ଚ୍ଚା

କୋରାପୁଟ(କେନ୍ୟୁଜ୍): କୋରାପୁଟରୁ ଓଡ଼ିଶାରେ ଡେବ୍ୟୁ କରିବ କି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି । ଗତ କିଛି ଦିନରେ କୋରାପୁଟ ଜିଲ୍ଲାର କିଛି ଟାଣୁଆ ନେତା କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଚାଲିଛି । କେସିଆରଙ୍କୁ…

କୋରାପୁଟ ଫ୍ୟାସନ୍‌ ସୋ’ରେ ଜମେଇ ଦେଲେ ‘ଆଶିକି’ ଷ୍ଟାର୍‌ ରାହୁଲ ରୟ ଓ କମେଡ଼ିଆନ୍‌ ସୁନୀଲ ପାଲ

କୋରାପୁଟ (କେନ୍ୟୁଜ୍‌) : କୋରାପୁଟରେ ପ୍ରଥମ କରି ଆୟୋଜିତ ହୋଇଯାଇଛି ଏକ ଭିନ୍ନ ଧରଣର ଫ୍ୟାସନ ସୋ । ଏଥିରେ ସ୍ୱାମୀ ସ୍ତ୍ରୀଙ୍କ ସହ ବହୁ ଯୁବକ ଯୁବତୀ ସାମିଲ ହୋଇଥିଲେ । ତେବେ ଏହି ଫ୍ୟାସନ୍‌ ସୋ’ର ପ୍ରମୁଖ ଆକର୍ଷଣ ଥିଲେ ଆଶିକି ଫିଲ୍ମର ଷ୍ଟାର ତଥା ବଲିଉଡ୍‌ ହିରୋ ରାହୁଲ ରୟ । ରାହୁଲ…

କୋରାପୁଟ ଲୋକ ମହୋତ୍ସବ ପରବକୁ ୨୫ ବର୍ଷ, ଶୀତରେ ବି ଜମୁଛି ଉତ୍ସବ

କୋରାପୁଟ (କେନ୍ୟୁଜ୍‌ ) ଉଦଘାଟିତ ହୋଇଛି କୋରାପୁଟର ଲୋକ ମହୋତ୍ସବ ପରବ । ଚଳିତ ବର୍ଷ ପରବକୁ ପୂରିଛି ୨୫ ବର୍ଷ । ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଛନ୍ତି । ପ୍ରଥମ ଦିନରେ ପ୍ରବଳ ଶୀତ ଓ କୁହୁଡ଼ିରେ…

କୋରାପୁଟରେ କାର ସହ ମୋଟର ସାଇକଲର ମୁହାଁମୁହିଁ ଧକ୍କା: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କୋରପୁଟ(କେନ୍ୟୁଜ୍): କୋରାପୁଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ମୋଟର ସାଇକଲର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର । ମୃତକ ହେଉଛନ୍ତି ଚଣ୍ଡୁଆ ଗାଁର ସହଦେ ମୁଦୁଲି । ଗୁରୁତର ଚନ୍ଦ୍ରମା ମୁଦୁଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

୩ ବର୍ଷ ପରେ କୋରାପୁଟରେ ମାଓବାଦୀଙ୍କୁ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ୨ ମୃତ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲାରେ ୩ ବର୍ଷ ପରେ ମାଓବାଦୀଙ୍କ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ୨ ମାଓବାଦୀ ମୃତ । ୩ଟି ବନ୍ଧୁକ ସହ ଜିଲେଟିନ୍‌, ଆଇଇଡି, ମାଓ ପୁସ୍ତକା ଏବଂ ଗଞ୍ଜେଇ ବସ୍ତା ଜବତ ହୋଇଛି । ବୈପାରିଗୁଡା ଥାନା ମାଳି ପଦର ଜଙ୍ଗଲରେ ଏସ୍‌ଓଜି ଓ ବିଏସ୍‌ଏଫ୍‌ର ମିଳିତ…

ଭିଜିଲାନ୍ସ ଜାଲରେ କିରାଣି, ଘରବାଡ଼ି ପଟ୍ଟା କରାଇଦେବାକୁ ୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କୋରାପୁଟ (କେନ୍ୟୁଜ): ଭିଜିଲାନ୍ସ ଜାଲରେ କିରାଣି । କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲ ରେକର୍ଡ ବିଭାଗର କିରାଣି ସତ୍ୟନାରାୟଣ ଦଳେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଜୟପୁର ଭିଜିଲାନ୍ସ । କିରାଣି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ…

ତୋୟାପୁଟ ଅଞ୍ଚଳରେ କୋକୁଆ ଭୟ: ମାତିଛି ମହାବଳ ବାଘ ,ଚିହ୍ନଟ ହେଲା ଗତିବିଧି

କୋରପୁଟ (କେନ୍ୟୁଜ): ହେଟା ବାଘ ଆତଙ୍କ। କୋରପୁଟ ଲକ୍ଷ୍ମୀପୁର ବ୍ଲକ ତୟାପୁଟ-ଚମ୍ପି ଗାଁ ନିକଟରେ ବୁଲୁଛି ହେଟା ବାଘ। କିମାଝୋଲା ଜଙ୍ଗଲରେ ବାଘ ଥିବାରୁ ଆତଙ୍କିତ ହୋଇ ରହିଛନ୍ତି ସ୍ଥାନୀୟ ଲୋକ। ଗତକାଲି ରାତିରେ ବାଘଟି ରାସ୍ତା ଉପରେ ବୁଲୁଥିବା ଦେଖି ଗାଁଲୋକେ ବନବିଭାଗକୁ ଖବର ଦେଇଥିଲେ।…

ମାଲକାନଗିରିର ପୂର୍ବତନ ବିଧାୟକ ନିମାଇ ସରକାରଙ୍କ କୋରାପୁଟରେ ଘଟିଛି ଦୁର୍ଘଟଣା: ଧକା ଦେଲା କାଠ ବୋଝେଇ ଟ୍ରକ

କୋରାପୁଟ (କେନ୍ୟୁଜ୍): କୋରାପୁଟରେ ଦୁର୍ଘଟଣା।ମାଲକାନଗିରି ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଉପରେ ମାଡିଗଲା କାଠ ବୋଝେଇ ଟ୍ରକ ।ଗୁରୁତର ଅବସ୍ଥାରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।କୋରାପୁଟ ପୌରପରିଷଦ କାର୍ଯ୍ଯାଳୟ ସମ୍ମୁଖରେ ୨୬ ନଂ…

କୋରାପୁଟ: ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ

କୋରାପୁଟ(କେନ୍ୟୁଜ୍):ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଅଭାବନୀୟ ଘଟଣା। ହଳଦୀକୁଣ୍ଡ ପଞ୍ଚାୟତର ଅଟଳଗୁଡା ନିକଟରେ ୨ଜଣ ନଦୀକୁ ଯାଇଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗୁମ୍ପାକୁ ଆଶ୍ରୟ…

ହର ଘର ତ୍ରିରଙ୍ଗା ଅଭିଯାନ: ନୂଆ ଓଡ଼ିଆ ଗୀତ ଉଡ଼ରେ ତ୍ରିରଙ୍ଗା ଉଡ଼ ଗାଇ ଚର୍ଚ୍ଚାରେ କୋରାପୁଟ ଅକ୍ଷୟ ସମାରିଲିଆ

କୋରାପୁଟ(କେନ୍ୟୁଜ୍): ଉଡ଼ରେ ତ୍ରିରଙ୍ଗା ଉଡ଼ । ଦେଶର ସବୁ ଥାନେ ଉଡ଼ । କୋରାପୁଟ ଦେଶମନ୍ତପୁରର ଯୁବ ଗାୟକ ଅକ୍ଷୟ କୁମାର ସେମର୍ଲିଆଙ୍କ ଗୀତ ଏବେ ନୂଆ ଟ୍ରେଣ୍ଡ ତିଆରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ହର ଘର ତ୍ରିରଙ୍ଗାର ଆହ୍ବାନ ଦେଇଛନ୍ତି । ଦେଶର ପ୍ରତ୍ୟକ…