ପ୍ରଭାସ କରୁଛନ୍ତି କ୍ରିତିଙ୍କୁ ଡେଟିଂ ! ଆଦିପୁରୁଷ ସେଟ୍ ରୁ ଗଢି ଉଠିଛି ଅତୁଟ ସମ୍ପର୍କ
ବଲିଉଡର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ସାନନ। ଗତ କିଛି ଦିନ ହେବ ତାଙ୍କ ଫିଲ୍ମ "ଆଦିପୁରୁଷ" କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହିତ ସେ ନଜର ଆସିବେ। ତେବେ ଏହି ଫିଲ୍ମକୁ ନେଇ କିଛି ଦିନ ହେଲା ଚର୍ଚ୍ଚାରେ ଥିବା…