Browsing Tag

kunduli case

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଚୂଡାନ୍ତ ରିପୋର୍ଟ ଦାଖଲ କଲା ଏସଆଇଟି

କେନ୍ୟୁଜ୍(ବ୍ୟୁରୋ): କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏସଆଇଟିର ଚୂଡାନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ। ଜଉମୁଦ ଲଫାପାରେ ଏସଆଇଟି ଏହି ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ କଣ ଉଲ୍ଲେଖ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟ ପକ୍ଷରେ ଏହି ରିପୋର୍ଟକୁ ମାମଲାର ଶୁଣାଣି କରୁଥିବା ଟ୍ରାଏଲ…

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାର ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଏସଆଇଟି

କେନ୍ୟୁଜ୍(ବ୍ୟୁରୋ):  ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାର ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଏସଆଇଟି । ତଦନ୍ତ ସମ୍ପର୍କିତ ରିପୋର୍ଟ ଜଉମୁଦ ଲଫାପାରେ ଦାଖଲ କରାଯାଇଛି । ଆସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହାଇକୋର୍ଟଙ୍କ…

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର ଏସଆଇଟି, ନିର୍ଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର ଏସଆଇଟି । କୋର୍ଟ ତତ୍ତ୍ୱାବଧାନରେ ଏହି ଟିମ୍‌ ଗଠନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ପୋଲିସର ୩ ଜଣ ଡିଆଇଜିଙ୍କୁ ନେଇ ଏହି ସ୍ୱତନ୍ତ୍ର ଟିମ ଗଠନ କରିବାକୁ…

କୁନ୍ଦୁଲି ମାମଲା, ଆଜି ସରିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ଅବଧି

ଭୁବନେଶ୍ବର(କେନ୍ଯୁଜ୍) : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଅଭିଯୋଗ ମାମଲାରେ ଆଜି ସରିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ଅବଧି । ଏହି ଘଟଣାରେ ମୋଟ୍‌ ୧୬ ଜଣଙ୍କର ସାକ୍ଷ୍ୟ ଗ୍ରହଣ ହୋଇଛି । ସ୍ୱତନ୍ତ୍ର କାଉନସେଲ୍‌ ପ୍ରଭାକର ପଟ୍ଟନାୟକ ସମସ୍ତ ଦସ୍ତାବିଜ ତଦନ୍ତ କମିଶନ ବିଦ୍ୟୁତ…

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା : ସାକ୍ଷ୍ୟ ଗ୍ରହଣର ତର୍ଜମା ଶେଷ

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ୭ଟି ପର୍ଯ୍ୟାୟରେ ହୋଇଥିବା ସାକ୍ଷ୍ୟ ଗ୍ରହଣର ତର୍ଜମା ଶେଷ ହୋଇଛି। ସ୍ୱତନ୍ତ୍ର ତଦନ୍ତ କମିଶନଙ୍କ ନିକଟରେ ବୈଠକ ବସି ତର୍ଜମା କରାଯାଇଛି। ଆସନ୍ତା ୧୯ ତାରିଖରେ SCB ପ୍ରଫେସର ପ୍ରମୋଦ ପାଢ଼ୀଙ୍କୁ ଉପସ୍ଥିତ ପାଇଁ ନିର୍ଦ୍ଦେଶ ପାଇଁ…

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ପଞ୍ଚମ ପର୍ୟ୍ୟାୟ ସାକ୍ଷ୍ୟ ଗ୍ରହଣ ଆରମ୍ଭ

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ପଞ୍ଚମ ପର୍ୟ୍ୟାୟ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ଜୟପୁର ଜିଲ୍ଲା ଜଜ୍ ତଥା କମିଶନରଙ୍କ ନିକଟରେ ସାକ୍ଷ୍ୟ ଗ୍ରହଣ କରାଯାଉଛି। ତଦନ୍ତ ଅଧିକାରୀ ମମତା ପଣ୍ଡା, ସ୍ୱାସ୍ଥ୍ୟକର୍ମୀ ଅନୀମା ପଣ୍ଡା ଓ ଡାକ୍ତର ଅସିତ ପ୍ରଧାନ ସାକ୍ଷ୍ୟ…