ଚାକିରି ପାଇଁ ଜମି ଘୋଟାଲା ମାମଲା : ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ରାବଡି ଦେବୀ ସମେତ ଦୁଇ ଝିଅକୁ ମିଳିଲା ଜାମିନ
ଚାକିରି ପାଇଁ ଜମି ଘୋଟାଲା ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ ଏବଂ ଝିଅ ମୀସା ଭାରତୀ ଏବଂ ହେମା ଯାଦବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଏହି ମାମଲାର ଶୁଣାଣି କରି ଅନ୍ୟ…