କୋଡ଼ିଏ ହଜାର ଟଙ୍କା ତଳେ ମିଳୁଛି ଏହି ୪ଟି ସାନଦାର Laptop, ଜାଣନ୍ତୁ କଣ କଣ?
କୋରୋନା ଭାଇରସ ଯୋଗୁଁ ସାରା ଦେଶରେ ଗତବର୍ଷ ଠାରୁ ସ୍କୁଲ କଲେଜ ବନ୍ଦ ହେବା ପରେ ଏବେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ତେବେ ବନ୍ଦ ସମୟରେ ପିଲାଙ୍କୁ ଅନଲାଇନ କ୍ଲାସ କରିବାକୁ ପଡ଼ୁଛି । ଯାହାଫଳରେ ଏହି ଦିନ ମାନଙ୍କରେ ସ୍ମାର୍ଟ ଫୋନ ଓ ଲାପଟପର ଚାହିଦା ବଢିଛି । ହେଲେ…