ଅଭିନେତ୍ରୀ ସୋଫିଆ ଲିଓନଙ୍କ ଦେହାନ୍ତ, ୨୬ ବର୍ଷ ବୟସରେ ସମସ୍ତଙ୍କଠୁ ନେଲେ ବିଦାୟ
ଏଡଲ୍ଟ ଫିଲ୍ମ ଆକ୍ଟର ସୋଫିଆ ଲିଓନଙ୍କ ବିଷୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୋଫିଆ ୨୬ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି । ସୋଫିଆଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ମିଳିଛି । ସୋଫିଆଙ୍କ ହଠାତ୍ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ଏଡଲ୍ଟ ଅଭିନେତ୍ରୀଙ୍କ ମୃତ୍ୟୁ ଖବରକୁ…