Browsing Tag

leopard death

ଦିଲ୍ଲୀ ରାଜପଥରେ ପଡିଛି ଚିତାବାଘ ଶାବକ ମୃତଦେହ, ଗାଡି ବାଡେଇଥିବା ଅନୁମାନ କରୁଛି ପୋଲିସ

ଦିଲ୍ଲୀର ଅଲୀପୁରରେ ରାସ୍ତାରେ ପଡିଛି ଚିତାବାଘ ଶାବକ ମୃତଦେହ । କୌଣସି ଗାଡି ଦ୍ରୁତ ଗତିରେ ଯାଇଥିବା ବେଳେ ବାଘ ଛୁଆ ଉପରେ ମାଡିଯାଇଥିବା ଅନୁମାନ କରାଯାଉଛି । ବାଘ ଛୁଆକୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଯାଞ୍ଚ କରୁଛି ।…

ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣା, ୨ ଗିରଫ

ସୁବର୍ଣ୍ଣପୁର(କେନ୍ୟୁଜ୍): ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାର ୨ ଗିରଫ । ଆଜି ଦୁଇଜଣଙ୍କୁ ଗିରଫ କରିଛି ଉଲୁଣ୍ଡା ବନବିଭାଗ । ଗତ ୧୩ ତାରିଖରେ ଜଙ୍ଗଲରୁ ବାଘର ମୃତଦେହ ମିଳିଥିଲା । ମୃତ ବାଘର ନଖ କାଟିନେଇଥିଲେ ଶିକାରୀ ।…

ଉଷାକୋଠି ଅଭୟାରଣ୍ୟରୁ ଚିତା ବାଘର ମୃତ ଦେହ ଉଦ୍ଧାର, କେମିତି ହେଲା ମୃତ୍ୟୁ ଜଣାପଡୁନି

ସମ୍ବଲପୁର (କେ ନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘର ମୃତ ଦେହ ବନ ବିଭାଗ ଠାବ କରିଛି । ବାଘଟି ଗତ ୪/ ୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟର ୭ ନମ୍ବର ୱାଚ ଟାୱାର ନିକଟ କୁଦାନଖୋଳ ନାମକ ଏକ ଗୁମ୍ଫାରେ…

ପୁଣି ଏକ କଲରାପତରିଆ ବାଘର ମୃତ୍ୟୁ, କାରଣ ଅସ୍ପଷ୍ଟ, ବନବିଭାଗର ତଦନ୍ତ ଆରମ୍ଭ

ଅନୁଗୁଳ (କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନଖଣ୍ଡର କଣଲୋଇ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗାଁର କିଛି ଲୋକ ଜଙ୍ଗଲକୁ ଜାଳ ଗୋଟାଇବାକୁ ଯାଇଥିବା ବେଳେ ବାଘ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…