ଲେସ୍ବିଆନ୍ ଯୁବତୀଙ୍କ ମା’ ହେବା ନିଶା! ଗର୍ଭବତୀ ଭଳି ଦିଶିବାକୁ କିଣିଲେ ୨୦ ହଜାର ଟଙ୍କାର ନକଲି ପେଟ
ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ବାସ କରନ୍ତି। ଏଣୁ ସମସ୍ତଙ୍କ ପସନ୍ଦ ବି ଅଲଗା ଅଲଗା ହୋଇଥାଏ। କାହାକୁ ରୂପ ଭଲ ଲାଗେ ତ କାହାକୁ ଗୁଣ। ସେହିଭଳି ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ କିଛି ନା କିଛି ଅଦ୍ଭୁତ କାରନାମା କରି ଚର୍ଚ୍ଚାକୁ ଆସିଥାନ୍ତି, ଯାହା ଲୋକଙ୍କ ମଧ୍ୟରେ ତାଙ୍କୁ…