ପ୍ରେମରେ ଏମିତି ମିଛ କହିବା ହୋଇଥାଏ ଲାଭଦାୟକ, ଏହାଦ୍ୱାରା ସମ୍ପର୍କ ହୋଇନଥାଏ ଖରାପ
ଯେବେ ଆମେ କାହା ସହ ପ୍ରେମରେ ବା ରିଲେସନସିପରେ ଥାଉ, ସେତେବେଳେ ଆମେ ବହୁତ ଖୁସି ହୋଇଥାଉ । ଏହି ସମ୍ପର୍କକୁ ଜାରି ରଖିବା ପାଇଁ ଆମେ ବହୁତ କିଛି କାମ କରିଥାଉ । ପ୍ରତ୍ୟେକ ସମ୍ପର୍କ ପ୍ରେମ ସହ ଭରଷା ଉପରେ ତିଷ୍ଠି ରହିଥାଏ । ଦୁନିଆରେ ଏମିତି ଲୋକ ନାହାଁନ୍ତି ଯେ କେବେ ମିଛି କହି ନଥିବେ ।…