Below header
Browsing Tag

lifestyle tips

ରାସ୍ତାରୁ ପଇସା ପାଇଲେ କୁହାଯାଏ ଭାଗ୍ୟଶାଳୀ, ଜାଣନ୍ତୁ କିପରି କରିବେ ଏହାର ଉପଯୋଗ

ରାସ୍ତାରେ ଚାଲୁଥିବା ବେଳେ କେବେ ଯଦି ଆମକୁ ତଳେ ପଡ଼ିଥିବା କୌଣସି ଟଙ୍କା କିମ୍ବା ପଇସା ମିଳିଯାଏ, ତ ଆମ ମନ ବହୁତ ଖୁସି ହୋଇଯାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି, ଜ୍ୟୋତିଷଙ୍କ ଅନୁସାରେ ଏହାର ବହୁତ ବଡ଼ ମହତ୍ତ୍ୱ ରହିଥାଏ। ରାସ୍ତାରେ କେହି ଟଙ୍କା, ପଇସା ପାଇଲେ ଏହା ଶୁଭ ସଙ୍କେତ ହୋଇଥାଏ।…

ମହିଳାମାନଙ୍କର ଏହି ୬ଟି ଅବଗୁଣ କରିଦେଇଥାଏ କୁଳର ପତ୍ତନ, ଚରିତ୍ରହୀନା ଆଖ୍ୟା ଦେଇଥାଏ ସମାଜ

ସୁଖୀ ଜୀବନ ବିତାଇବା ପାଇଁ ବୈଦିକ ମୁନି, ଋଷିମାନେ ଅନେକ ସୂତ୍ର ବତାଇଛନ୍ତି। ମନୁସ୍ମୃତିରେ ବର୍ଣ୍ଣିତ କିଛି ନିୟମ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି, ଯାହାକୁ ପାଳନ କଲେ ତାଙ୍କର ପବିତ୍ରତା ବଜାୟ ରହିପାରିବ ଏବଂ ସେମାନେ ସମାଜରେ ଆଦର ପାଇପାରିବେ। କିନ୍ତୁ ଯଦି ମହିଳାମାନଙ୍କର ଚରିତ୍ର…

ଓଜନ କମ୍ କରିବାକୁ ଚାହୁଁଛନ୍ତି କି ? ଆଜି ହିଁ ନିଜ ଡାଏଟରେ ସାମିଲ କରନ୍ତୁ ଏହିସବୁ ଭାରତୀୟ ଖାଦ୍ୟ

ଆମ ଭାରତରେ ଲୋକମାନେ ପାଟି ସୁଆଦିଆ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ଛଣାଛଣି, ମସଲାଯୁକ୍ତ ଓ ଫାଷ୍ଟ ଫୁଡ ଭଳି ଖାଦ୍ୟ ଅଧିକ ମାତ୍ରାରେ ଖାଇଥାଉ। ଭାତ ଏବଂ ରୁଟି ଭାରତୀୟ ଖାଦ୍ୟର ମୁଖ୍ୟ ହୋଇଥିବା ବେଳେ ଏଥିରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ। ସେହିପରି…

ସାବଧାନ! ରାତିରେ ଲାଇଟ ଜଳାଇ ଶୋଉଛନ୍ତି କି, ହୋଇପାରେ ଏହି ସବୁ ଗମ୍ଭୀର ରୋଗ

ଯଦି ଆପଣଙ୍କୁ ରାତିରେ ଲାଇଟ ଜଳାଇ ଶୋଇବାର ଅଭ୍ୟାସ ଅଛି, ତା'ହେଲେ ସମୟ ପୂର୍ବରୁ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ, ଏକ ରିସର୍ଚ୍ଚରେ ଏହି କଥା ଖୁଲାସା ହୋଇଛି ଯେ ଲାଇଟ ଜଳାଇ ଶୋଇଲେ ଆପଣଙ୍କୁ ଗମ୍ଭୀର ରୋଗ ହୋଇପାରେ। ଆମ ଶରୀରର ଏକ ବାୟୋଲୋଜିକାଲ କ୍ଲକ ଯେଉଁଠି ସୂର୍ଯ୍ୟ ଏବଂ ଚନ୍ଦ୍ରର…

ସକାଳୁ ସକାଳୁ ଆପଣ ଲଗାତାର କରିଆସୁଛନ୍ତି କି ଏହି ୫ଟି ଭୁଲ, ତା’ହେଲେ ବଢ଼ିଯିବ ଆପଣଙ୍କ ଓଜନ !

ମୋଟାପଣ ସମସ୍ୟା ଆଜିକାଲି ସାଧାରଣ ହୋଇଗଲାଣି। କିନ୍ତୁ ଏହା ସେତେବେଳେ ବଢ଼ିଯାଇଥାଏ, ଯେତେବେଳେ ଆମେ ସକାଳୁ ସକାଳୁ କିଛି ଭୁଲ କରିବସିଥାଉ, ଯଦ୍ଦ୍ୱାରା ଏହାର ସିଧା ପ୍ରଭାବ ଆମ ମେଟାବଲିଜମ ପ୍ରୋସେସ ଉପରେ ପଡ଼ିଥାଏ। କ୍ୟାଲୋରୀ ଠିକ ତରିକାରେ ବର୍ଣ୍ଣ ହୋଇପାରି ନ ଥାଏ ଏବଂ ପେଟ ବଢ଼ିଯାଇଥାଏ।…

ବଡ଼ ଖୁଲାସା ! ସପ୍ତାହରେ ଏହି ଦିନ ସବୁଠାରୁ ଅଧିକ ରୋମାଣ୍ଟିକ ମୁଡରେ ରହିଥାନ୍ତି ଲୋକେ, ଦିନ ୨ରୁ ରାତି ୮ ଭିତରେ…

ସାଧାରଣତଃ ପୁଅ, ଝିଅ ପରସ୍ପରକୁ ଫ୍ଲର୍ଟ କରୁଥିବାର ଆପଣମାନେ ଜାଣିଥିବେ ଅବା ଦେଖିଥିବେ। କିନ୍ତୁ କେବେ ଭାବିଛନ୍ତି, ଲୋକଙ୍କୁ ରୋମାଣ୍ଟିକ ମୁଡରେ ରହିବା ପାଇଁ ବି ଗୋଟିଏ ଖାସ ଦିନ ରହିଥାଏ ? ଏବେ ଆପଣ ଭାବୁଥିବେ ଭାଲେଣ୍ଟାଇନ ଡେ' ବିଷୟରେ। ହେଲେ ଏଠି ଆମେ କିଛି ଅଲଗା ଦିନ ବିଷୟରେ କହିବାକୁ…

ପିରିୟଡ୍ସ ରୋକିବା ପାଇଁ ଔଷଧ ଖାଉଥିବା ମହିଳାମାନଙ୍କୁ ହୋଇପାରେ ଏହି ୬ଟି ଗମ୍ଭୀର ସମସ୍ୟା

ମହିଳାମାନଙ୍କୁ ପ୍ରତ୍ୟେକ ମାସରେ ପିରିୟଡ ଯନ୍ତ୍ରଣା ସହିବାକୁ ପଡ଼ିଥାଏ। ଏହା ଏକ ନିୟମିତ ପ୍ରକ୍ରିୟା। କିନ୍ତୁ ବେଳେବେଳେ ଏହାକୁ ନେଇ ସେମାନେ ଅଧିକ ଚିନ୍ତିତ ହୋଇପଡ଼ିଥାନ୍ତି। ବିଶେଷ କରି କୌଣସି ବାହାଘର, ପୂଜା, ପର୍ବ ସମୟରେ ପିରିୟଡଠାରୁ ମହିଳାମାନେ ଦୂରେଇ ରହିବାକୁ ଚାହାନ୍ତି।…

କେବଳ ବୟସ ନୁହେଁ, ଝିଅମାନେ ଏହି ୫ଟି କଥା ଲୁଚାଇବାରେ ବି ମାହିର, ଜାଣନ୍ତୁ କ’ଣ

କୁହାଯାଏ, ନାରୀ ଭଗବାନଙ୍କ ଦ୍ୱାରା ସୃଷ୍ଟି ଦୁନିଆର ସବୁଠୁ ସୁନ୍ଦର ଜିନିଷ। ସେମାନେ କୌଣସି ବି ରୂପେ ମଣିଷ ହୃଦୟରେ ଜାଗା ବନାଇ ନିଅନ୍ତି। ସେ ମା' ହେଉ କି ଭଉଣୀ କିମ୍ବା ସ୍ତ୍ରୀ। ନାରୀ ବିନା ଦୁନିଆ ଅଧୁରା। ଝିଅମାନଙ୍କ ଉପସ୍ଥିତିରେ ଦୁନିଆ ହସି ଉଠିଥାଏ। ବାସ୍ତବରେ ସେମାନେ ବହୁତ ଖୋଲା…

ଯଦି ଆପଣାଇବେ ଏହି ୫ଟି ଉପାୟ, ତେବେ ଆପଣ ହୋଇଯିବେ ମାଲାମାଲ, ଧନ ବଢ଼ିଯିବ ତିନିଗୁଣ

ଆଜିର ଆଧୁନିକ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି, ସେମାନଙ୍କ ପାଖରେ ବହୁତ ଧନ, ସମ୍ପତ୍ତି ଥାଉ ଏବଂ ସୁଖ, ସମୃଦ୍ଧି ବଜାୟ ରହୁ। କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇପାରି ନ ଥାଏ। ଯଦି ଆପଣ ଚାହୁଁଛନ୍ତି କି, ଆପଣଙ୍କ ଧନ ଦୁଇଗୁଣା, ତିନିଗୁଣା ବୃଦ୍ଧି ପାଉ, ତେବେ ଆପଣାନ୍ତୁ ଏହି…

ଶାସ୍ତ୍ର ଅନୁସାରେ ବିଦ୍ୟାର୍ଥୀମାନେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ, ନଚେତ ଘଟିପାରେ ବିଘ୍ନ

ଦିନ ଆରମ୍ଭରୁ ରାତି ଶୋଇବା ପର୍ଯ୍ୟନ୍ତ ଏମିତି ବହୁତ କିଛି କାମ ରହିଛି, ଯାହାକୁ ସନ୍ଧ୍ୟା ସମୟ ବ୍ୟତୀତ ଅନ୍ୟ ଯେ କୌଣସି ସମୟରେ କରାଯାଇପାରିବ। ଶାସ୍ତ୍ର ଅନୁସାରେ, କିଛି କାମକୁ ସନ୍ଧ୍ୟା ସମୟରେ କରିବା ବାରଣ ରହିଛି। କାରଣ, ସନ୍ଧ୍ୟା ସମୟରେ ଯଦି କେହି ଏଭଳି କାମ କରନ୍ତି, ତେବେ ତାଙ୍କଠାରୁ…

ବାସି ରୁଟି ଖାଇବାର ଏହି ୧୦ଟି ଫାଇଦା ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ଲୋକେ ନିଜ ଫିଟନେସ ପାଇଁ କେତେ କ'ଣ ପଇସା ଖର୍ଚ୍ଚ କରନ୍ତି। କିନ୍ତୁ ସୁସ୍ଥ ରହିପାରନ୍ତି ନାହିଁ। ଯଦି ଆପଣଙ୍କୁ ନିଜ ଫିଟନେସ ପ୍ରତି ଚିନ୍ତା ଅଛି, ତେବେ ଆପଣ ଅଯଥା ଖର୍ଚ୍ଚ ନ କରି ଖାଇପାରିବେ ବାସି ରୁଟି। ବାସି ରୁଟି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। କାରଣ, ଏଥିରେ ରହିଛି…

ଯେଉଁ ଝିଅମାନଙ୍କଠାରେ ଥାଏ ଏହି ୫ଟି ଲକ୍ଷଣ, ସବୁ ପରିସ୍ଥିତିରେ ସାଥ ଦେଇଥାଏ ସେମାନଙ୍କ ଭାଗ୍ୟ

ଝିଅମାନେ ମା' ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ହିନ୍ଦୁ ଶାସ୍ତ୍ରରେ ମହିଳାମାନଙ୍କର ଏମିତି କିଛି ଗୁଣ ଏବଂ ଲକ୍ଷଣ ବିଷୟରେ କୁହାଯାଇଛି, ଯାହାକି ବହୁତ ଶୁଭ ହୋଇଥାଏ। ଏମାନଙ୍କୁ ବିବାହ କଲେ ଏମାନଙ୍କ ସ୍ୱାମୀଙ୍କ ଭାଗ୍ୟ ବଦଳି ଯାଇଥାଏ। ଏହାସହିତ ଘର ଖୁସିରେ ଭରିଉଠିଥାଏ। ଆସନ୍ତୁ ଜାଣିବା ସେ…