Browsing Tag

lifestyle tips

ବୟସ ଅନୁସାରେ ଆପଣଙ୍କ ପିଲାର ଓଜନ ଅଧିକ କି ? ସତର୍କତା ଅବଲମ୍ବନ କରନ୍ତୁ, ନଚେତ ହେବ ବଡ ସମସ୍ୟା

ପିଲା ହେଉ କିମ୍ବା ବୟସ୍କ ଲୋକ ହୁଅନ୍ତୁ, ଏହା ଆପଣମାନଙ୍କୁ ଜଣା ଯେ ମୋଟାପଣ ଅନେକ ରୋଗର କାରଣ ହୋଇଥାଏ । ବିଶେଷକରି ଯଦି ପିଲାମାନଙ୍କଠାରେ ମୋଟାପଣ ଅଧିକ ବଢିଯାଏ, ତେବେ ଆପଣଙ୍କୁ କିଛି ବିଶେଷ ଜିନିଷର ଯତ୍ନ ନେବାକୁ ପଡିବ । ଏପରି ମଧ୍ୟ କୁହାଯାଏ ଯେ ମେଟାବୋଲିକ୍ ଡିସଅର୍ଡର ଜେନେଟିକ୍ ଜିନ୍…

କାହିଁକି ଜରୁରୀ ହୋଇଥାଏ ବଡି ଡିଟକ୍ସ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସୁସ୍ଥ ରହିବା ପାଇଁ କେବଳ ବାହ୍ୟ ପରିଷ୍କାର ପରିଚ୍ଛନ୍ନତା ଯଥେଷ୍ଟ ନୁହେଁ, ଏଥିପାଇଁ ସମୟ ସମୟରେ ଶରୀରକୁ ଭିତରୁ ସଫା କରିବା ମଧ୍ୟ ଆବଶ୍ୟକ । ଏହି ପ୍ରକାରର ଆଭ୍ୟନ୍ତରୀଣ ପରିଷ୍କାର ପ୍ରକ୍ରିୟାକୁ ଡିଟକ୍ସିଫିକେସନ୍ କୁହାଯାଏ । ଏହି ପ୍ରକ୍ରିୟାରେ, ଶରୀର ଭିତରେ ଜମା ହୋଇଥିବା ମଇଳା ହଟାଇବାକୁ…

ବିନା ମୂଲ୍ୟରେ ଆଣନ୍ତୁ ନାହିଁ ଏହି ସବୁ ଜିନିଷ, ଘରେ ବଢିବ କଳହ

ଅଧିକାଂଶ ଲୋକ ଘରେ କିଛି ଜିନିଷ ସରିଗଲେ ପଡ଼ୋଶୀଙ୍କ ପାଖରୁ ନେଇ ଆସିଥାନ୍ତି । ଆଉ ସେଥିପାଇଁ କିଛି ଟଙ୍କା ଦେଇନଥାନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏପରି କିଛି ଜିନିଷ ରହିଛି, ଯାହାକୁ ବିନା ଟଙ୍କାରେ ଅନ୍ୟ କାହା ପାଖରୁ ଆଣିବା ଦ୍ବାରା ଘରର ସୁଖ ସମୃଦ୍ଧି ଦୂରେଇ ଯାଇଥାଏ ଓ ଆର୍ଥିକ…

ପ୍ରତିଦିନ ଖାଆନ୍ତୁ ପିସ୍ତାବାଦାମ, ରହିଛି ଅନେକ ଉପକାରିତା

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ପିସ୍ତାବାଦାମରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ, ଯାହା ଆମ ଶରୀରର ଅନେକ…

ସବୁବେଳେ କ୍ଲାନ୍ତ ରହୁଛନ୍ତି କି? ତୁରନ୍ତ ଏହି ଜିନିଷ ଖାଇବା ବନ୍ଦ କରନ୍ତୁ

ବହୁତ ଲୋକ ଅଛନ୍ତି ଯେଉଁମାନେ ସବୁବେଳେ କ୍ଲାନ୍ତ ଅନୁଭବ କରନ୍ତି । ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ କାମ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏହା ପଛରେ ଅନେକ କାରଣ ଥାଇପାରେ ଯେପରିକି ଥକାପଣ, ସ୍ର୍ଟେସ୍‌, ମେଡିକାଲ କଣ୍ଡିସନ୍‌ ଏବଂ ଜୀବନଶୈଳୀ । ଅନେକ ଥର କିଛି ଜିନିଷ…

ହାର୍ଟ ଆଟାକରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ, ହେବନି ହୃଦଘାତ ଜନିତ କୌଣସି ରୋଗ

ବର୍ତ୍ତମାନ ଦିନକୁ ଦିନ ହୃଦ୍‌ଘାତ ଜନିତ ରୋଗ ବଢିବାରେ ଲାଗିଛି । ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ହୃଦଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି ସବୁ ବର୍ଗର ଲୋକଙ୍କ ପାଇଁ । ତେବେ ଏହି ହାର୍ଟ ଜନିତ ରୋଗରୁ ମୁକ୍ତି ପାଇବା…

ସବୁଜ ଚଣାକୁ ଭିଜେଇ ଖାଇବା ଦ୍ୱାରା ମିଳିଥାଏ ଅଜବ ପ୍ରକାର ସ୍ୱାସ୍ଥ୍ୟ ଲାଭ; ଅନେକ ରୋଗ ହୋଇଥାଏ ଦୂର

ଶୀତଦିନେ ମିଳୁଥିବା ଜିନିଷ ଭିତରୁ ସବୁଜ ଚଣା ଅନ୍ୟତମ, ଯାହାକି ପ୍ରୋଟିନ୍‌, ଫାଇବର ଏବଂ ଆଇରନ୍‌ ଭଳି ମିନେରାଲ୍ସର ଭଣ୍ଡାର ହୋଇଥାଏ। ଏଥିପାଇଁ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଲାଭଦାୟକ ହୋଇଥାଏ। ସବୁଜ ଚଣାକୁ ଛୋଲା ନାମରେ ବି ଜଣାଯାଇଥାଏ। ସାଧାରଣତଃ, ସବୁଜ ଚଣାର ତରକାରୀ କରି ଖିଆଯାଇଥାଏ।…

ଗୁଜୁରାତିର ଏହି ଉପାୟ ଦ୍ୱାରା ଦୂର ହେବ ଚାକିରି ଓ ଆର୍ଥିକ ସମସ୍ୟା, ବଦଳିଯିବ ଭାଗ୍ୟ

ଛୋଟ ଗୁଜୁରାତି ଯେମିତି ଖାଦ୍ୟର ସ୍ୱାଦ ବଢ଼ାଇଥାଏ, ସେମିତି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ୍‌ ଲାଭଦାୟକ ହୋଇଥାଏ। ଏହାର ସେବନ ଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଛୋଟ ଗୁଜୁରାତିର ଅନେକ ଉପାୟ ବିଷୟରେ କୁହାଯାଇଛି। ଏହି ଉପାୟଗୁଡ଼ିକୁ କରିବା ଦ୍ୱାରା…

ଦୀର୍ଘ ଦିନରୁ ଆପଣଙ୍କ କାମ ଅଟକି ରହିଛି କି, ତା’ ହେଲେ କରନ୍ତୁ ଜିରାର ଏହି ପ୍ରତିକାର…ଆହୁରି ବି ରହିଛି ଅନେକ ଲାଭ

ଜ୍ୟୋତିଷ ଶାସ୍ତ୍ରରେ ଏମିତି ଅନେକ ପ୍ରତିକାର ବିଷୟରେ କୁହାଯାଇଛି, ଯାହାକୁ ଗ୍ରହମାନଙ୍କୁ ଶାନ୍ତ ଏବଂ ଶକ୍ତିଶାଳୀ କରିବା ପାଇଁ ବ୍ୟବହାର କରାଯାଇଥାଏ। ଜିରା ନା କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ, ବରଂ ଏହାସହ ଜଡ଼ିତ ଜ୍ୟୋତିଷ ଉପାୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହି ଉପାୟ…

ଆପଣ ଖାଉ ନାହାନ୍ତି ତ ଅଧିକ ପିସ୍ତା? ହୋଇପାରେ ଗମ୍ଭୀର ସମସ୍ୟା

ସୁସ୍ଥ ରହିବା ପାଇଁ ଆମେ ଅନେକ ପ୍ରକାରର ଡ୍ରାଏ ଫ୍ରୁଟ୍ସ ଖାଇ ଥାଉ। ଏମିତି ହିଁ ଏକ ଡ୍ରାଏ ଫ୍ରୁଟ୍ ହେଉଛି ପିସ୍ତା, ଯାହା ଖିରି, ମିଠା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମିଠା ଜାତୀୟ ଜିନିଷରେ ବ୍ୟବହୃତ ହୋଇଥାଏ। ଆପଣ ଏହାର ଉପକାରିତା ବିଷୟରେ ବହୁତ ଶୁଣିଥିବେ। ପିସ୍ତାରେ ଭରପୂର ମାତ୍ରାରେ ଥିବା…

ଆପଣଙ୍କର ଅଛି କି ସାଙ୍ଘାତିକ ଗ୍ୟାସ୍‌ ସମସ୍ୟା? ତୁରନ୍ତ ନିଜ ଡାଏଟ୍‌ରୁ ହଟାଇ ଦିଅନ୍ତୁ ଏ ସବୁ ଡାଲି ଓ ପରିବା

ଅନେକ ବାର ଆମେ ନିଜ ଡାଏଟ୍‌ରେ ଏମିତି ଜିନିଷ ସାମିଲ କରିଥାଉ, ଯାହାକୁ ଖାଇଲେ ଗ୍ୟାସ୍‌ ହୋଇଥାଏ। ଯେମିତି କି, କୋବି, ହରଡ଼ ଡାଲି, ବାହାର ଖାଦ୍ୟ ଇତ୍ୟାଦି। ଏ ସବୁ ଖାଇବା ଦ୍ୱାରା ପେଟରେ ଗ୍ୟାସ୍‌ ସମସ୍ୟା ବଢ଼ି ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଉଁ ପରିବା ଖାଇବା ଦ୍ୱାରା ପେଟରେ…

ଚା’ ଅଭ୍ୟାସ ଥିବା ଲୋକେ ସତର୍କ ରୁହନ୍ତୁ! ଆବଶ୍ୟକଠାରୁ ଅଧିକ ଚା’ ପିଇଲେ ସ୍ୱାସ୍ଥ୍ୟକୁ ହୋଇଥାଏ ଏହି ୫ଟି କ୍ଷତି

ଯଦି ଆପଣଙ୍କର ଚା’ ପିଇବାର ଅଭ୍ୟାସ ଅଛି ଏବଂ ଚା’ ପିଇବା ପାଇଁ କୌଣସି ନା କୌଣସି ବାହାନା ଖୋଜୁଛନ୍ତି, ତା’ ହେଲେ ତୁରନ୍ତ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାହିଁକି ନା, ଆବଶ୍ୟକଠାରୁ ଅଧିକ ଚା’ ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚି ପାରେ। ଦିନକୁ ଅତି କମ୍‌ରେ ଗୋଟିଏ…