Browsing Tag

limca book of records

NHAI ର ବିଶ୍ୱ ରେକର୍ଡ, ମାତ୍ର ୧୮ ଘଣ୍ଟାରେ ତିଆରି କଲା ୨୫ କିଲୋମିଟରର ରାସ୍ତା

ମାତ୍ର କିଛି ଘଣ୍ଟା ମଧ୍ୟରେ ୨୫.୫୪ କିଲୋମିଟର ରାସ୍ତା ତିଆରି କରି ରେକର୍ଡ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)। ଏହି ୨୫.୫୪ କିଲୋମିଟରର ସିଙ୍ଗଲ ଲେନ୍‌ ରାସ୍ତା ଏନ୍‌ଏଚ୍‌-୫୨ରେ ବିଜୟପୁର ଓ ସୋଲାପୁର ମଧ୍ୟରେ ତିଆରି ହୋଇଛି। ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ…

ଅଜବ ଆବିଷ୍କାର ! ଦୁଇ ବର୍ଷରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କଲେ ସବୁଠୁ ଉଚ୍ଚ ସାଇକେଲ, ଏବେ ଲୋକେ ରାସ୍ତାରେ…

ଚଣ୍ଡୀଗଡ଼ର ଜଣେ ବ୍ୟକ୍ତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ସେ ଏମିତି ଏକ ସାଇକେଲ ତିଆରି କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି କହିବେ 'ବାପ ରେ ବାପ'। ଏହି ବ୍ୟକ୍ତିଙ୍କ ନାଁ, ରାଜୀବ କୁମାର ଓରଫ ଜନି। ସେ ୧୦.୬ ଫୁଟ ଉଚ୍ଚ ଏବଂ ୯.୬ ମିଟର ଲମ୍ବାର ଏକ ସାଇକେଲ ତିଆରି କରିଛନ୍ତି। ସବୁଠାରୁ…

ସାପ ଧରି ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ବିପ୍ଳବ, ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରିସାରିଲେଣି ୧୮ ହଜାରରୁ ଅଧିକ ସାପ

ସାପ ଧରି ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ବିପ୍ଳବ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୮ ହଜାରରୁ ଅଧିକ ସାପ ଉଦ୍ଧାର କରି ସାରିଲେଣି। ବିପ୍ଳବ ସାପ ଧରୁ ଧରୁ ଏହା ରେକର୍ଡରେ ପରିଣତ ହୋଇ ଯାଇଛି। ତାଙ୍କ କାର୍ଯ୍ୟ ଲିମ୍‌କା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି। ସେ ବ୍ରାଭୋ ଇଣ୍ଟରନେସନାଲ ବୁକ୍ ଅଫ୍…

ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରିବା ପାଇଁ ହୋଇଥିବା ସର୍ଜରୀ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ଯୋଡା ମୁଣ୍ଡ ଥିବା ଜଗା କାଳିଆ ଦୁଇ ଭାଇଙ୍କୁ ସଫଳତାର ସହିତ ଅଲଗା କରାଯାଇଥିବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଦୁଇ ଭାଇଙ୍କ ସର୍ଜରୀ ଏବେ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଏହି ସର୍ଜରୀ ଦିଲ୍ଲୀର ଏମସ୍ ହସ୍ପିଟାଲର ଡାକ୍ତର…