Browsing Tag

lock down

ବନ୍ଦ ହୋଇଗଲା ରୋଜଗାରର ବାଟ, ଉପାୟ ନ ପାଇ ପତ୍ନୀଙ୍କୁ ରିକ୍ସାରେ ବୋହି ୫୫୦ କିଲୋମିଟର ଅତିକ୍ରମ କଲେ ଯୁବକ

କରୋନା ସଂକ୍ରମଣରୁ ଦେଶକୁ ବଞ୍ଚାଇବା ପାଇଁ ସରକାର ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି। ଏହି ୨୧ ଦିନ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି। ମାତ୍ର ଏହି ବନ୍ଦ ଯୋଗୁ ଦିନ ମଜୁରିଆ, ଖଟି ଖିଆ, ରିକ୍ସା ଚାଳକଙ୍କ ଦୁଃଖ ବଢ଼ିଛି। କାହାକୁ ମାଲିକ ଘରୁ ତଡିଦେଇଥିବା ବେଳେ…

ପୁଣିଥରେ ଫେରିଛି ଶକ୍ତିମାନ, ଦେଖନ୍ତୁ ୧୫ ବର୍ଷ ପରେ କେମିତି ଦିଶୁଛନ୍ତି ଆପଣଙ୍କ ପ୍ରିୟ କଳାକାର

କରୋନା ଭାଇରସ ଯୋଗୁ ଏବେ ସାରା ଭାରତକୁ ଲକଡାଉନ କରିଦିଆଯାଇଛି। ସରକାର ଦେଶକୁ ୨୧ ଦିନ ଯାଏଁ ଲକଡାଉନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁରୁଣା ସିରିୟଲକୁ ପୁନଃପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏବେ ଟିଭିରେ ରାମାୟଣ, ମହାଭାରତ ଓ ସମସ୍ତଙ୍କ…

ରାତିରେ ଫୋନ କରି ପୋଲିସଙ୍କୁ ସିଙ୍ଗଡ଼ା ମାଗିଲା ଯୁବକ, DM ଖାଇବାକୁ ଦେବା ପରେ କରାଇଲେ ନାଳ ସଫା; ଦେଖନ୍ତୁ ଫଟୋ

ଲକଡାଉନ ବେଳେ ଲୋକଙ୍କୁ ଯେଭଳି କୌଣସି ସମସ୍ୟା ନ ହୁଏ ସେ ନେଇ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। କେତେକ ସ୍ଥାନରେ ପୋଲିସ ପ୍ରଶାସନ ଲୋକଙ୍କ ଘରେ ମଧ୍ୟ ରାସନ ସାମଗ୍ରୀ ଦେଇ ଆସୁଛନ୍ତି। ଲୋକମାନେ କେବଳ ଜରୁରୀ ଜିନିଷ ମଗାଇବାକୁ ପ୍ରଶାସନ ତରଫରୁ ଅନୁରୋଧ କରିଛନ୍ତି।…

କରୋନା ବିପକ୍ଷରେ ଯୁଦ୍ଧକୁ ଓହ୍ଲାଇଲେ ଭାଇଜାନ, ମାଗିଲେ ୨୫ ହଜାର ଦିନ ମଜୁରିଆଙ୍କ ଆକାଉଣ୍ଟ ନମ୍ବର

କରୋନା ଭାଇରସ ବିପକ୍ଷରେ ଜାରି ରହିଥିବା ଲଢେଇରେ ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ଓହ୍ଲାଇଛନ୍ତି। କରୋନା ଯୋଗୁ ଚାଲିଥିବା ଲକଡାଉନରେ ଖାଇବାକୁ ପାଉନଥିବା ଶ୍ରମିକ ବା ଦିନ ମଜୁରିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସଲମାନ। ଦବଙ୍ଗ ଖାନ ୨୫ ହଜାର ଶ୍ରମିକଙ୍କୁ ଆକାଉଣ୍ଟ ଡିଟେଲସ ମାଗିଛନ୍ତି।…

ଲକ୍‌ ଡାଉନ୍‌ ପାଇଁ ଫସିରହିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମଜୀବୀ, ସେମାନଙ୍କ ପାଇଁ କରାଯିବ ରହିବା ଓ ଖାଇବା…

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଫସିରହିଥିବା ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମଜୀବୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଲକ୍‌ ଡାଉନ୍‌ ବେଳେ ଯେଉଁମାନେ ରାଜ୍ୟରେ ଫସି ରହିଛନ୍ତି । ଯେଉଁମାନେ ନିଜ ଘରକୁ ଫେରି ପାରୁନାହାନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । ବନ୍ଦ ରହିଥିବା…

ଲକଡାଉନ ବେଳେ ପୋଲିସର ଦାଦାଗିରି, କ୍ଷୀର ଆଣିବାକୁ ଯାଇଥିବା ବ୍ୟକ୍ତିଙ୍କୁ ମାରି ମାରି ମାରିଦେଲେ

ଲକଡାଉନ ବେଳେ କୌଣସି କାମ ପାଇଁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ପିଟି ପିଟି ମାରିଦେଇଛି। ବ୍ୟକ୍ତି ଜଣକ ଘର ପାଇଁ କ୍ଷୀର କିଣିବାକୁ ଆସିଥିଲେ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଦୁଇ ଦିନ ତଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ…

ଲକଡାଉନ ବେଳେ ପୋଲିସ ସାମ୍ନାରେ ଖଣ୍ଡା ନେଇ ଠିଆ ହେଲେ ମହିଳା, କହିଲେ ସାହସ ଅଛି ତ ହଟାଅ, ଦେଖନ୍ତୁ ଫଟୋ

ଲକଡାଉନ ବେଳେ ସମସ୍ତଙ୍କୁ ଘରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକୁ ଯିଏ ଅମାନ୍ୟ କରିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ବି କୁହାଯାଇଛି। କରୋନାକୁ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଲୋକମାନେ ଚେତିବା ନାଁ…

କରୋନା ଭାଇରସ ଭୟରେ Galaxy ଛାଡିଲେ ସଲମାନ, ୨୧ ଦିନ ପାଇଁ ପରିବାର ସହ କରୁଛନ୍ତି ମସ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକଡାଉନ ଘୋଷଣା ପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭକରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏନେଇ ବର୍ତ୍ତମାନ ସୁଭନା ଅନୁଯାୟୀ ସଲମାନ ଖାନଙ୍କୁ ନେଇ ବଡ ଖବର ଆସିଛି। ସଲମାନ ଖାନ ଏବେ ନିଜର ଗାଲାକ୍ସ…

୨୧ ଦିନର ଲକଡାଉନକୁ ସମର୍ଥନ ଜଣାଇଲେ ବିରାଟ କୋହଲି ଓ ଅନୁଷ୍କା ଶର୍ମା, ଭିଡିଓ ଜାରି କରି କହିଲେ ଏସବୁ କଥା…

କରୋନା ଭାଇରସର ଆତଙ୍କ ଏବେ ସାରା ବିଶ୍ୱକୁ ଗ୍ରାସିଛି। କରୋନା ଯୋଗୁ ପ୍ରତିଦିନ ଶହ ଶହ ଲୋକଙ୍କ ଯାଉଥିବାରୁ ସବୁ ଦେଶ ଏବେ ଚିନ୍ତିତ। ଏହି ବେମାରି କବଳରୁ ଲୋକଙ୍କୁ ରକ୍ଷା କରିବାକୁ ଏବେ ସବୁ ଦେଶ ଯଥାସାଧ୍ୟ ଚେଷ୍ଟା କରୁଛି। କରୋନାକୁ ରୋକିବାର ଏକ ମାତ୍ର ବାଟ ସାମାଜିକ ଦୂରତ୍ୱ ବଜାୟ ରଖିବା।…

୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ଲକଡାଉନ ସଂପ୍ରସାରଣ,ଯେଉଁ ସହର ଗୁଡିକୁ ଲକଡାଉନ ଘୋଷଣା କରାଯାଇଥିଲା ତାର ଜିଲ୍ଲା ଗୁଡିକୁ…

କେନ୍ୟୁଜ୍(ବ୍ୟୁରୋ):  ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ଲକଡାଉନ ସଂପ୍ରସାରଣ କଲେ ରାଜ୍ୟ ସରକାର, ସେଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ଲକ ଡାଉନ ଘୋଷଣା କରାଯାଇଛି।  ପୂର୍ବରୁ ଯେଉଁ ଜିଲ୍ଲାର ପ୍ରମୁଖ…

କରୋନା ସହ ଲଢ଼େଇ: ଆଜିଠୁ ନକ୍‌ ଡାଉନ ପାଇଁ ଲକ୍‌ ଡାଉନ, ୫ ଜିଲ୍ଲା ୮ ସହରରେ ତାଲା ବନ୍ଦ

ଭୁବନେଶ୍ବର: କରୋନା ସହ ଲଢ଼େଇ । ନକ୍‌ ଡାଉନ ପାଇଁ ଲକ୍‌ ଡାଉନ । ସକାଳ ୭ଟାରୁ ମାର୍ଚ୍ଚ ୨୯ ତାରିଖ ଯାଏ ୫ ଜିଲ୍ଲା ସହ ୮ ସହରକୁ ସଂପୂର୍ଣ୍ଣ ଲକ ଡାଉନ କରାଯାଇଛି। ଏହି ପାଞ୍ଚ ଜିଲ୍ଲା ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଏହି ଜିଲ୍ଲାର ସବୁ ସହର ଓ ସବୁ ଗାଁରେ ଲକ୍‌…