ସରକାରଙ୍କ ୧୪ ଦିନିଆ ଲକ୍ଡାଉନ ଘୋଷଣାକୁ ସ୍ୱାଗତ କରିଛି ବ୍ୟବସାୟୀ ମହାସଂଘ
ଭୁବନେଶ୍ବର: ସରକାରଙ୍କ ୧୪ ଦିନିଆ ଲକ୍ଡାଉନ ଘୋଷଣାକୁ ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛି । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । ହେଲେ କ୍ଷୁଦ୍ର ବ୍ୟବସାୟୀ କେମିତି ହୋଲସେଲରଙ୍କ ପାଖକୁ ସାମଗ୍ରୀ ଆଣିବେ ସରକାର ସ୍ପଷ୍ଟ କରିନଥିବା ବ୍ୟବସାୟୀ ମହାସଂଘ କହିଛି ।
ସବୁ ଦୋକାନୀ…