Browsing Tag

lock down

ଦୁଃଖରେ ଦିନ କାଟୁଛନ୍ତି ଗୁଆ କଟାଳି, ପରିବାର ପ୍ରତିପୋଷଣ କରିବା ହୋଇପଡିଛି କଷ୍ଟ

ନିଆଳି: ଦୁଃଖରେ ଦିନ କାଟୁଛନ୍ତି ଗୁଆ କଟାଳି। ପ୍ରତ୍ୟେକ ଦିନ ୧୦ରୁ ୧୫ କେଜିର ଗୁଆ କାଟି ପରିବାର ପ୍ରତିପୋଷଣ କରୁଥିବା ପରିବାରକୁ ମାଡ ମାରିଛି କରୋନା। ରାଜ୍ୟ ବାହାରର ଗୋଟା ଗୁଆ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବନମାଳିପୁର ଅଞ୍ଚଳକୁ ଆସିଥାଏ। ମୁଣ୍ଡହଣା ପାଟଣା ଓ ନୂଆ ପାଟଣା ଏମିତି…

ଗଞ୍ଜାମ ଜିଲ୍ଲାପାଳଙ୍କ ମହାନତା: ନିଜେ ରକ୍ତ ଦାନ କରି ମୋବାଇଲ୍ ରକ୍ତ ସଂଗ୍ରହ ଯାନର କଲେ ଶୁଭାରମ୍ଭ

ଗଂଜାମ : ଲକ୍ ଡାଉନ୍ ସମୟରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋବାଇଲ୍ ରକ୍ତ ସଂଗ୍ରହ ଯାନ । ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ରକ୍ତ ଦେଇ ଭ୍ୟାନ୍ ର ଶୁଭାରମ୍ଭ କରିଥିଲେ । ଭ୍ୟାନ୍ ମଧ୍ୟରେ ଶୀତ ତାପ ନିୟନ୍ତ୍ରିତ ରହିଛି । ରକ୍ତ ଦାତା…

କରୋନାରେ ତ୍ୟାଗ : ସେମାନେ ଅଛନ୍ତି ଏମାନଙ୍କ ପାଇଁ, ପେଟର ଜ୍ୱାଳା ବୁଝିବା ପାଇଁ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମହାନତା । ଗତକାଲି ରାତିରେ ମାନସିକ ବିକାରଗ୍ରସ୍ତ ଥିବା ଜଣେ ମହିଳାଙ୍କୁ ଅନ୍ଧାରିଆ ଯାଗାରେ ଅସହାୟ ଭାବରେ ବସିଥିବା ଦେଖି ତା ପାଖକୁ ଯାଇ ତାକୁ ପାଣି ଓ କିଛି ଶୁଖିଲା ଖାଦ୍ୟ ଦେଇଥିଲେ । ଏହା ସହ ସେ…

ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌ ସ୍ଥାନରେ ପୋଲିସ ଉପରକୁ ୩୦ରୁ ୪୦ ଦୁର୍ବୃତ୍ତଙ୍କ ଆକ୍ରମଣ, ୪ କର୍ମଚାରୀ ଆହତ

କରଞ୍ଜିଆ: ଲକ୍‌ଡାଉନ ସମୟରେ ପୋଲିସଙ୍କୁ ଆକ୍ରମଣ। ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌ ସ୍ଥାନରେ ଆକ୍ରମଣ ହୋଇଛି। ରରୁଆଁ ବ୍ଲକ୍‌ ବେନିଶାଗରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୩୦ରୁ ୪୦ ଦୁର୍ବୃତ୍ତ ଆସି ଅସ୍ଥାୟୀ ଗେଟ୍‌ ଭାଙ୍ଗିବା ସହ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୪ ପୋଲିସ…

ଲକଡାଉନ ଯୋଗୁ ଭାରତରେ ଫସିଥିବା ନିଜ ନାଗରିକଙ୍କୁ ଫେରାଇବାକୁ ପାକିସ୍ତାନର ଦାବି, କହିଲା…

କରୋନା ଭାଇରସର ସଂକ୍ରମଣକୁ ଦେଶରେ ଲକଡାଉନ କରାଯାଇଥିବା ବେଳେ ଏଭଳି ସ୍ଥିତିରେ ପାକିସ୍ତାନ ନିଜ ଦେଶର ଲୋକଙ୍କୁ ଫେରାଇ ନେବାକୁ ସାହାଯ୍ୟ ମାଗିଛି। ଭାରତରେ ଏବେ ପ୍ରାୟ ୧୮୦ ଜଣ ପାକିସ୍ତାନୀ ଭିନ୍ନ ଭିନ୍ନ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୬ ରେ ପାକିସ୍ତାନ ୱାଘା ବର୍ଡର ଦେଇ ୪୧ ଜଣ…

ମେ ୪ତାରିଖରୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡିଗୋ ଏୟାରଲାଇନ୍ସ

ନୂଆଦିଲ୍ଲୀ: ମେ ୪ତାରିଖରୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡିଗୋ। ସରକାରଙ୍କ ପରିବର୍ତ୍ତିତ ଲକ୍ ଡାଉନ୍ ନିଷ୍ପତ୍ତି ପରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଉଡାଣ ତାରିଖରେ ପରିବର୍ତ୍ତନ କରାଯାଇଛି । ମେ ୩ତାରିଖ ପର୍ଯ୍ଯନ୍ତ ଲକ୍ ଡାଉନ୍ ଅବଧି ବଢିବା ପରେ ଇଣ୍ଡିଗୋ ଏହାର ଠିକ୍ ପର ଦିନ…

ଏତେ କଟକଣା ପରେ ବି ଅମାନିଆ ଲୋକେ, ବ୍ଯାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଆକାଉଣ୍ଟଧାରୀଙ୍କ ଗହଳି

ନିଆଳି: ଯେତେ ମାଠିଲେ ମାଠ, ମୁଁ ସେଇ ଦର ପୋଡ଼ା କାଠ। ଆମ୍ଭେ କହୁଛୁ କରୋନା ମହାମାରୀ ରୂପ କରାଳ କାହାଣୀ। ବିଶ୍ବକୁ କବଳିତ କରିଛି ମହାମାରୀ କରୋନା। ବିଭିନ୍ନ ଦେଶରେ ପୋକ,ମାଛି ପରି ମରୁଛନ୍ତି ଲୋକ। ଏହି ମହାମାରୀ ପାଇଁ କେବଳ ସଚେତନତା ଏବଂ ସାମାଜିକ ଦୂରତ୍ବ ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଓ…

ଦେଶରେ ୧୭୦ ଜିଲ୍ଲାରେ ହଟ୍‌ସ୍ପଟ୍‌ ଜୋନ ଚିହ୍ନଟ: ଓଡ଼ିଶାର ହଟସ୍ପଟ୍‌ ରେଡ ଜୋନ୍‌ରେ ଖୋର୍ଦ୍ଧା ଓ କ୍ଲଷ୍ଟର ଜୋନରେ ଭଦ୍ରକ…

ଭୁବନେଶ୍ବର: ଦେଶରେ ୧୭୦ ଜିଲ୍ଲାରେ ହଟ୍‌ସ୍ପଟ୍‌ ଜୋନ ଚିହ୍ନଟ। ସେଥିରୁ ଓଡ଼ିଶାରେ ହଟ୍‌ସ୍ପଟ୍‌ ଜୋନରେ ରହିଛି ଦୁଇଟି ଜିଲ୍ଲା । ରେଡ୍‌ ଜୋନର ହଟ୍‌ସ୍ପଟ୍‌ ଲାର୍ଜ ଆଉଟ୍‌ବ୍ରେକ କ୍ୟାଟାଗୋରୀରେ ଖୋର୍ଦ୍ଧା ଜିଲ୍ଲା ରହିଥିବା ବେଳେ ହଟ୍‌ସ୍ପଟ୍‌ କ୍ଲଷ୍ଟର ଜୋନ୍‌ରେ ରହିଛି ଭଦ୍ରକ ଜିଲ୍ଲା ।…

ଡାକ୍ତରଙ୍କ ମହନୀୟତା, ଲକଡାଉନ ସତ୍ତ୍ୱେ ଏୟାର ଆମ୍ବୁଲାନ୍ସରେ ଗୁଜରାଟରୁ ବାପା-ମା’ଙ୍କ ନିକଟକୁ ପଠାଇଲେ ସରୋଗେସୀ…

ଗୁଜରାଟରେ ସରୋଗେସୀ ମାଧ୍ୟମରେ ଜନ୍ମ ହୋଇଥିବା ଏକ ଶିଶୁକୁ ଏୟାର ଆମ୍ବୁଲାନ୍ସରେ ବେଙ୍ଗାଲୁରୁ ଅଣାଯାଇ ତା' ବାପା ମା'ଙ୍କୁ ଦିଆଯାଇଛି। କରୋନା ଭାଇରସ ଯୋଗୁ ଯାତାୟାତ ବନ୍ଦ ଥିବାରୁ ଦମ୍ପତି ଛୁଆକୁ ପାଇବେ କି ନାହିଁ ବୋଲି ଚିନ୍ତାରେ ଥିଲେ, କିନ୍ତୁ ଛୁଆକୁ କୋଳରେ ପାଇ ସେମାନଙ୍କ ଖୁସି କହିଲେ…

ରଥଯାତ୍ରା ଉପରେ ପଡିପାରେ କରୋନା ପ୍ରଭାବ, ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

ପୁରୀ: କରୋନା ମହାମାରୀ ପାଇଁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ଏଯାଏ କୌଣସି ନିଷ୍ପତ୍ତି ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜିଉଙ୍କ ରଥଯାତ୍ରା ଆୟୋଜନ ନେଇ…

କୋଲକାତାରେ ଲକ୍‌ଡାଉନ ଯୋଗୁ ମାନସିକ ଭାରସାମ୍ୟ ହରାଇଲେ ଓଡ଼ିଆ ଇଞ୍ଜିନିୟର, ଓଡିଶା ଫେରିବାକୁ କରୁଛନ୍ତି ଜିଦ୍

କୋଲକାତା: ଲକ୍‌ଡାଉନ ଯୋଗୁ ମାନସିକ ଭାରସାମ୍ୟ ହରାଇଛନ୍ତି କୋଲକାତା ମ୍ୟାକ୍‌ନାଲି ଭାରତ ଇଞ୍ଜିନିୟରିଂର ବରିିଷ୍ଠ ଅଧିକାରୀ ସରୋଜ ମଙ୍ଗରାଜ । କୋଲକାତାରେ ରହୁଥିବା ଆଠଗଡ଼ର ଏହି ଓଡ଼ିଆ ଇଞ୍ଜନିୟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରକୁ ଯିବାକୁ ଜିଦ୍‌ ଧରି ବସିଛନ୍ତି ସେ । ଏକମାସ…

ଗଜପତି ବିରିକୋଟ ଗାଁରେ ଅଭାବନୀୟ ଘଟଣା: ଲକଡାଉନ ସମୟରେ ପାଟ୍ରୋଲିଙ୍ଗ କରୁଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ମୋହନା: ଲକଡାଉନରେ ପାଟ୍ରୋଲିଙ୍ଗ ବେଳେ ପୋଲିସ ଉପରକୁ ଆକ୍ରମଣ ହୋଇଛି l ଗଜପତି ଜ଼ିଲ୍ଲା ଅଡବା ପୋଲିସ ୭ଜଣ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିରିକୋଟ ଗ୍ରାମଠାରେ କିଛି ଲୋକ ଏକାଠି ଜମା ଦେଖି ସେମାନଙ୍କ ନିକଟକୁ ଯାଇଥିଲେ। ସେଠାରେ ଏକ ଜାରରେ ମହୁଲି ମଦ ଭର୍ତ୍ତି ହୋଇଥିବା…