ଲଜରୁ ଟଙ୍କା ଜବତ ଘଟଣା: ସିଜ୍ ହୋଇଥିବା ଟଙ୍କା ଠାରୁ ପୋଲିସ କମ୍ ଦେଖାଇଛି, ଅଭିଯୋଗ କଲେ ବଲାଙ୍ଗୀର ଏସପି
କଣ୍ଟାବାଞ୍ଜି (କେନ୍ୟୁଜ): ପୋଲିସ ନେଇଗଲା ଜବତ ଟଙ୍କା। କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍ରୁ ୫୮ଲକ୍ଷ ଟଙ୍କା ଜବତ ଘଟଣାରେ ଏଭଳି ଅଭିଯୋଗ ହେବା ପରେ ଅତିରିକ୍ତ ଏସପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ବଲାଙ୍ଗିର ଏସପି ନୀତିନ କୁଶଳକର। ଜବତ ଟଙ୍କା ଠାରୁ କମ୍ ଟଙ୍କା ପୋଲିସ ଦର୍ଶାଇଥିବା…