ଦୁଇ ମାସ ଭିତରେ ଓଡ଼ିଶାରେ ନିଯୁକ୍ତ ହେବେ ଲୋକାୟୁକ୍ତ : ସୁପ୍ରିମ୍କୋର୍ଟ ଦେଲେ ସମୟ
ଭୁବନେଶ୍ବର : ଲୋକାୟୁକ୍ତ ବିଲ୍ ପାସ୍ କରିବାରେ ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । କିନ୍ତୁ ନିଯୁକ୍ତିରେ ବିଳମ୍ବ ଯୋଗୁ ତାଗିଦ୍ କରିଥିଲେ ସୁପ୍ରିମକୋର୍ଟ । ଆଜି ସତ୍ୟପାଠ ଦାଖଲ କରିଥିଲେ ସରକାର । ସୁପ୍ରିମ୍କୋର୍ଟ ଲୋକୟୁକ୍ତ ନିଯୁକ୍ତି ପାଇଁ ଦୁଇ ମାସ ସମୟ ଦେଇଛନ୍ତି । ଓଡ଼ିଶା…